ଦ୍ଵିତୀୟ ଥର ଏହି Ollywood ହୀରୋଙ୍କୁ ବିବାହ କରିଲେ Anu Choudhury, ଦେଖନ୍ତୁ କିଏ

ଓଡିଆ ଅଭିନେତ୍ରୀ ଅନୁ ଚଉଧୁରୀ ଙ୍କୁ କିଏ ବା ନ ଜାଣେ । ସେ ନିଜର ଖୁବ କମ ବୟଶରୁ ଅଭିନୟ ଆରମ୍ଭ କରିଥିଲେ । କହିବା ପାଇଁ ଗଲେ ଏଭଳି ଏକ ଦିନ ଥିଲା କି ଅନୁ ଚଉଧୁରୀ ଙ୍କ ନାମ ଶୁଣିଲେ ଲୋକମାନେ ଚଳଚିତ୍ର ଦେଖିବା ପାଇଁ ଯାଉଥିଲେ ।

ସେ ଏଭଳି ଗଭୀର ଛାପ ଛାଡି ଯାଇଛନ୍ତି ଆମ ମାନଙ୍କ ମନରେ ଯାହାକୁ ଭୁଲିବା ସହଜ ନୁହେଁ । ଅନେକ ଦିନ ଧରି ସେ ନିଜ ବ୍ୟକ୍ତି ଗତ ଜୀବନରେ ବ୍ୟସ୍ତ ଥିଲେ କିନ୍ତୁ ସେ କେବେଭି ନିଜ କ୍ଯାରିୟର କୁ ନେଇକି କିଛି ଭୁଲ ନିସ୍ପତି ନେଇ ନାହାନ୍ତି । ତେବେ ସେ ଅନେକ ସୁପର ହିଟ ଚଳଚିତ୍ର ମାନଙ୍କ ରେ କାମ କରିଛନ୍ତି । ସେହି ଦିନ ମାନଙ୍କରେ ଅନେକ ଦର୍ଶକ ସେଠାରେ ଜମା ହେଉଥିଲେ ଯେଉଁ ଜାଗାରେ ତାଙ୍କ ଅଭିନୟ ର ଝଲକ ଦେଖିବା ପାଇଁ ମିଳୁଥିଲା ।

ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଆପଣ ମାନେ ଜାଣି ପାରିବେ କି ସେ ଏବେ ମଧ୍ୟ ଖୁବ ସୁନ୍ଦରୀ ଓ ଆଭାଣୟରେ ଆହୁରି ନିପୁନା ହୋଇ ଗଲେଣି । ଏବେ କିଛି ଦିନ ତଳେ ତାଙ୍କର ଆଉ ଏକ ଚଳଚିତ୍ର ଆରମ୍ଭ ହେବା ପାଇଁ ଯାଉଛି ଜାହହର ନାମ ହେଉଛି “ମା ର ମମତା” ଏଥିରେ ସେ ବିବାହ କରୁଛନ୍ତି ସିତମ ଙ୍କୁ । ଯାହାଙ୍କର ଏକ ଛୋଟ ଝିଅ ଅଛି ଓ ସେ ସେହି

ଝିଅକୁ କିଭଳି ଭାବେ ପାଳୁଛନ୍ତି ତାକୁ ଏଠାରେ ଦେଖା ଯାଇଛି । ଅନୁ ଚଉଧରୀ ୨୦୦୬ ରେ ବିବାହ କରିଥିଲେ ମାତ୍ର ୨୦୧୨ ରେ ତାଙ୍କର ସ୍ଵାମୀ ଓ ତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ତେଣୁ କରି ସେ ଏବେ ଅଲଗା ରହୁଛନ୍ତି ।

ସେମିତି ରେ ଦେଖିବା ପାଇଁ ଗଲେ ଅଭିନୟ ରେ ସେ ଅନେକ ଥର ବିବାହ କରିଛନ୍ତି । ସେ ବୋଧେ ହୁଏ ପ୍ରାୟ ସବୁ ହିରୋଙ୍କ ସହ ଚଳଚିତ୍ର କରି ସାରିଛନ୍ତି । ତାଙ୍କୁ ଏବେ ଆମେ ପୁଣି ଠାରେ ବିବାହ କରିବାର ଦେଖିବା ସେ କିନ୍ତୁ ଚଳଚ୍ଚିତ୍ର ପାଇଁ ।

ଏହି ଚଳଚିତ୍ର ଆଗରୁ “ସାବତ ମା” ଚଳଚିତ୍ର ରେ ଏହି ଦୁଇ ଯୋଡି କାମ କରୁଥିଲେ । ସିଦ୍ଧାନ୍ତ ଙ୍କ ସହ ଆନୌ ଙ୍କର ଆଶିକ ଚଳଚିତ୍ର ଅଛି । ଯଦି ଆମେ ଦେଖିବା ତ ଜଣାଇ ପାରିବା କି ଏହି ଅଭିନେତ୍ରୀ ଜଣକ ଙ୍କୁ ବୟଶ ହୋଇ ଯାଇଥିଲେ ମଧ୍ୟ ସେ ନିଜର ଅଭିନୟ ପାଇଁ ଏବେ ଏତେ

ଚର୍ଚ୍ଚାରେ କି ତାଙ୍କୁ ଆଜି ଭି ଚଳଚିତ୍ର ପାଇଁ ଅଫାର ଆସୁଛି । ତେବେ ଏହି ଚଳଚିତ୍ରରେ ସେ କିଭଳି ଅଭିନୟ କରିଛନ୍ତି ତାହାତ ଚଳଚିତ୍ର ଦେଖିଲେ ଜଣା ପଡିବ । କିନ୍ତୁ ଏହି ଚଳଚିତ୍ର ମାଧ୍ୟମରେ ସେ ପୁଣି ଠାରେ ବିବାହ କରିବା ଅପାଇନ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *