ନମସ୍କାର ବନ୍ଧୁଗଣ । କଲେଜରୁ ପଢୁ ପଢୁ ପ୍ରେମ ହୁଏ । ଆଉ ତା ପରେ ଦୁହେଁ ମନସ୍ଥ କରିଲେ ଦୁଇ ଜଣ ହାତ ଧରିକି ବାହା ହେବା ପାଇଁ । ଅନେକ ବାଧା ଆସିଲା । କିନ୍ତୁ ଅନେକ ସଂଘର୍ଷ ପରେ କିଛି ବି ଖାତିର ନ କରି ଦୁଇ ଜଣ ପରସ୍ପର ର ହାତ ଧରିଲେ ଆଉ ବାହା ହେଲେ । ଦୁହିଙ୍କର ବିବାହକୁ 6 ମାସ ହେଲାଣି । ଆଉ ଦୁହେଁ ବହୁତ ଖୁସି ରେ ବି ଅଛନ୍ତି ।
ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଜୁନିୟର ଲିପୁନ ଯାହାଙ୍କୁ ଆପଣ ବହୁତ ଭଲ ଭାବେ ଜାଣିଛନ୍ତି । ଯାହାଙ୍କର ୟୂଟ୍ଯୂବ ଚ୍ଯାନେଲ ସହ ଇଂଷ୍ଟାଗ୍ରାମ ଅଛି । ସେ ଏବେ ଏକା ନଜର ଆସୁଛନ୍ତି । ଏହି ଦୁଇ ଯୋଡି ଏବେ ୟୂଟ୍ଯୂବ ରେ ଧମଳା ମଚାଉଛନ୍ତି ଯାହାକୁ ନେଇ ଡୁହନେ ଖୁବ ଚର୍ଚ୍ଚା ରେ ରହୁଛନ୍ତି । ତାଙ୍କ ସହ ଏବେ ତାଙ୍କ ସ୍ତ୍ରୀ ଅନୁ ମଧ୍ୟ ନଜର ଆସୁଛନ୍ତି ।
ଏହି ଦୁଇ ଯୋଡି ଏକ ସାକ୍ଷାତକାର ରେ ନିଜର ପ୍ରେମ କାହାଣୀ କୁ ନେଇ ବୟାନ ଦେଇଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଲିପୁନ କହିଛନ୍ତି ଯେ “ମୁଁ ଆପଣଙ୍କର ସମସ୍ତଙ୍କର ପ୍ରିୟ ଛୋଟ କମେଡିଆନ ଲିପୁନ । ମୋ ଘର ମୟୂରଭଞ୍ଜ କପ୍ତିପଦା ରେ ମୁଁ ଗାଁ ରେ ରୁହେ । ଆମେ ଦୁହେଁ ମିଶି ଶହେ ଶହେରେ ଘାଣ୍ଟିବା । ଆଉ ନମ୍ବର ୱାନ ଯୋଡି ହେବ ଲିପୁନ-ଅନୁଙ୍କର । ବାସ ସେତିକି ଦରକାର ଆଉ କିଛି ଦରକାର ନାହି ।
ଦର୍ଶକ ମାନଙ୍କର ଭଲ ପାଇବା ଦରକାର । ଆମ ଦୁହିଙ୍କର ଲଭ ମ୍ୟାରେଜ ହୋଇଥିଲା । ଆମର କଲେଜ ଫଙ୍କସନ ରୁ ପ୍ରେମ ଆରମ୍ଭ ହୋଇଥିଲା । ଆମର ପରୀକ୍ଷା ସରିବା ପରେ କଲଜେରେ ଫଙ୍କସନ ହୁଏ । ମୁଁ ଯଦି କଲେଜ କୁ ନ ଯାଏ ତେବେ କେବେ ହେବ ନାହି । ସେଥିପାଇଁ ସାର ମୋତେ ଫୋନ କରିଥିଲେ ଫଙ୍କସନ ପାଇଁ ଆଉ ମିଟିଙ୍ଗ ହେଲା ।
ମୁଁ ଅନୁଙ୍କୁ କହିଲି ତୁମେ ତମ ଅନୁଯାୟୀ ଡ୍ୟାନ୍ସ କରିଲୁ ଆଉ ୱିନର ବି ହେଳୁ । ସେ ବହୁତ ଡର ରେ ମୋ ସହ ଡ୍ୟାନ୍ସ କରିବାକୁ ହଁ କରିଥିଲା” । ଅନୁ କହିଛନ୍ତି ଯେ “ତାଙ୍କ କଥାବାର୍ତ୍ତା ମୋତେ ବହୁତ ଭଲ ଲାଗିଲା । ସେ ଦେଖିବାକୁ ବି ବହୁତ ଭଲ । ହାଇଟ ରେ ସିନା ଛୋଟ କିନ୍ତୁ ମନରେ ସେ ବହୁତ ବଡ । ଆଉ କଲେଜ ଫଙ୍କସନ ରୁ ଆମର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।
ଡ୍ୟାନ୍ସ କରିବା ବେଳ ମୋର ଗୋଡ ବାଜି ଯାଏ ସେଥିପାଇଁ ମୁଁ ମୁଣ୍ଡିଆ ମାରେ । କାରଣ ସେ ମୋର ଭାଇ ଥିଲେ । ତାଙ୍କର ବହୁତ ଆଟିଟ୍ଯୁଡ ଥିଲା । ମୋ ସହ ବେସୀ କଥା ହୁଅନ୍ତି ନାହି” । ଟା ହେଲେ ବନ୍ଧୁଗଣ ଆପଣଙ୍କୁ ଅନୁ ଓ ଲିପୁନ ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।