ଅନୁଭବ ଓ ବର୍ଷାଙ୍କ ଡିଭୋର୍ସର କାରଣ କଣ ଏହି Delhi ଝିଅ ? କିଏ ଏହି ଝିଅ ଜାଣିବା ପାଇଁ ପଢନ୍ତୁ ସଂପୂର୍ଣ୍ଣ ଖବର

ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ହୋଇଛି ଅନୁଭବ ଓ ବର୍ଷାଙ୍କ କେସ । ଯେମିତିକି ଆପଣ ଜାଣିଥିବେ ବର୍ଷା ଅନୁଭବଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି ଯେ ସେ ବହୁତ ହିଂସା ପ୍ରକୃତିର ଅଟନ୍ତି ଓ ସେ ତାଙ୍କୁ ମଦ ପିଇ ଖରାପ ବ୍ୟବହାର ମଧ୍ୟ କରନ୍ତି । ଏମିତି କି ସେ ନିଜ ସାଙ୍ଗ ମାନଙ୍କ ସହ ନିଜ ବେଡରୂମରେ ବସି ମଦ ପିଇବା ସହ ବର୍ଷା ପ୍ରତିବାଦ କଲେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଗାଳି କରନ୍ତି । ତେବେ କେବଳ ସେତିକି ନୁହେଁ ବର୍ଷା ଏହା ଭିଯୋଗ ଆଣିଛନ୍ତି କି ତାଙ୍କର ଅନ୍ୟ ଝିଅ ମାନଙ୍କ ସହ ମଧ୍ୟ ତାଙ୍କର ଅବୈଧ ସମ୍ପର୍କ ଅଛି ।

ବିବାହର ଅନେକ ବର୍ଷ ହୋଇଗାଲାଣି ତଥାପି ଅନୁଭବ କୌଣସି ସନ୍ତାନ ଚାହୁଁ ନଥିଲେ ବୋଲି କହିଛନ୍ତି ବର୍ଷା, ତାଙ୍କର ସତ ଚେଷ୍ଟା ପରେ ମଧ୍ୟ ସେ ବର୍ଷାଙ୍କ ଠାରୁ ଦୂରେଇ ରହୁଥିଲେ ଓ ସବୁବେଳେ ମଦ ପିଇ ନିଶାରେ ବୁଡି ରହୁଥିଲେ ।

Image Courtesy: Google

ତେବେ ବର୍ଷାଙ୍କ ଏହି ସବୁ ଅଭିଯୋଗ ପରେ ଅନୁଭବ ମଧ୍ୟ ଦିଲ୍ଲୀ କୋର୍ଟ ରେ ବର୍ଷାଙ୍କ ବିରୁଦ୍ଧରେ ପିଟିସନ ଦାଖଲ କରିଛନ୍ତି । ଅନୁଭବ ମଧ୍ୟ ବର୍ଷା କୁ ନେଇ ଅନେକ କଥା କହିଛନ୍ତି ଓ ଅଭିଯୋଗ କରିଛନ୍ତି କି ବର୍ଷା ବିବାହର ପ୍ରଥମ ଦିନରୁ ହିନ ତାଙ୍କ ସହ ଶାରୀରିକ ସମ୍ବନ୍ଧ ବନାଇବାକୁ ଚାହୁଁନଥିଲେ ।

Image Courtesy: Google

ଅନୁଭବଙ୍କ କହିବା ଅନୁସାରେ ବର୍ଷା ତାଙ୍କୁ ଏଥିପାଇଁ କିଛି ଦିନ ସମୟ ମାଗିଥିଲେ ଓ ସେ ତାଙ୍କ ଇଛାର ସମ୍ମାନ କରି ତାଙ୍କୁ ଏହି ସମୟ ମଧ୍ୟ ଦେଇଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ କି ବର୍ଷାଙ୍କ ତରଫରୁ ଏହି ବିବାହ ପାଇଁ କୌଣସି ଆଗ୍ରହ ନଥିଲା ଓ ଯେତେ ଚେଷ୍ଟା କରିବା କଥା କରିବା ସତ୍ବେ ସେ ତାଙ୍କୁ ନିଜର କରୁ ନଥିଲେ ବା ତାଙ୍କ ସହ ସମ୍ବନ୍ଧ ରଖିବାକୁ ରାଜି ନଥିଲେ ।

Image Courtesy: Google

ତେବେ ସେ ଯାହା ହେଉ ନା କାହିଁକି ବର୍ତ୍ତମାନ ସତ୍ୟ କଣ ଏହା ଜାଣିବା ତ ବାକି ଅଛି କିନ୍ତୁ ଏହା ମଝିରେ ଏବେ ସବୁଠୁ ବଡ କଥା ସୋସିଆଲ ମିଡିଆରେ ଜୋର ଧରିଛିକି ଅନୁଭବ ମିଛ କହୁଛନ୍ତି ଓ ତାଙ୍କର ଦିଲ୍ଲୀର ଏକ ଝିଅ ସହ ପ୍ରେମ ସମ୍ପର୍କ ଅଛି । ଜାଗୃତି ଶୁକ୍ଲା ନାମର ଏକ ଝିଅ ସହ ଥିବା ତାଙ୍କ ଫୋଟୋ ଖୁବ ଜୋରରେ ଭାଇରାଲ ହେଉଛି ।

Image Courtesy: Google

ତେବେ ଏହି ଜାଗୃତି ଶୁକ୍ଲା ହେଉଛନ୍ତି ଲୋକସଭା ଟିଭିର ଆଙ୍କର । ତେବେ ଅନୁଭବଙ୍କ ସହ ତାଙ୍କ ଫୋଟୋର ସତ୍ୟତା କଣ ଏହା ସମୟ ହିଁ କହିବ । ତେବେ ଏହି ଖବର ଉପରେ ଆପଣଙ୍କ ମତାମତ କଣ ନିଶ୍ଚୟ କମେଣ୍ଟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *