ଆପଣଙ୍କର ଛୋଟ ସାହାଯ୍ୟ ବଞ୍ଚାଇଦେଇପାରେ କାହାର ଜୀବନ, ଦେଖନ୍ତୁ Video ଛୁଆକୁ ବଞ୍ଚାଇବା ପାଇଁ ବାପାଙ୍କ ସଂଘର୍ଷ

ସାଧାରଣତ ଆମେ ରାସ୍ତାରେ ଯାଉଥିବା ବେଳେ ଦୁ-ର୍ଘ-ଟ-ଣା ଦେଖିଲେ ମୁହଁ ଆଡେଇ ପଳାଇ ଯାଇଥାଉ । କିନ୍ତୁ ଆମେ କେବେ ଭାବି ନ ଥାଉ ଯେ ଆମର ଗୋଟେ ଛୋଟ ସାହାଜ୍ଯ ଅନ୍ୟର ଜୀବନ ବଞ୍ଚାଇ ପାରିବ । ଅନେକ ସମୟରେ ଏହି ଘଟଣା ବିଷୟରେ ଜାଣି ନ ଥିବା ଛୋଟ ଶିଶୁ ମାନେ ଶି-କା-ର ହୋଇଥାନ୍ତି । କିନ୍ତୁ ଲୋକ ମାନେ ଦୁ-ର୍ଘ-ଟ-ଣା ହେବା ଦେଖି ମେଡିକାଲ ମାମଲାରେ ନ ଫସିବା ପାଇଁ ଏପରି ଅଣହେଳା କରିଥାନ୍ତି । ଯେଉଁ ବ୍ୟକ୍ତି ଦୁ-ର୍ଘ-ଟ-ଣା ଘଟାଇ ତାହା ସେ କେବେ ବି ଭାବେ ନାହି ଯେ ଯେଉଁ ବ୍ୟକ୍ତି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇଥିବ ତାର ଅବସ୍ଥା କଣ ହୋଇଥିବ । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ଘଟଣା ଉପରେ ଆଧାରିତ ରହିଛି ।

ଏହି ଘଟଣା ଘଟିଛି ମଧ୍ୟ ପ୍ରଦେଶର ନିୟୁୟାରି ଜିଲ୍ଲାର ଓଛା ଟାଉନର । ଏହି ଭି-ଡି-ଓ ରେ ଆପଣ ମାନେ ଦେଖିବେ ଯେ ଗୋଟେ ଟେମ୍ପୋ ଅନେକ ଲୋକଙ୍କୁ ବସାଇ ଆଣୁଥିବା ବେଳେ ଅନ୍ୟ ପଟୁ ଆଉ ଏକ କାର ଆସୁଛି । ଦୁଇଟି ଗାଡି ଧକ୍କା ହେବା ଫଳରେ କାରଟି ନିଜର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡୁଛି । ଦୁ-ର୍ଘ-ଟ-ଣାରେ କିଛି କ୍ଷ-ତି ହୋଇ ନ ଥିବା ଟେମ୍ପୋ ସେଠାରୁ ତୁରନ୍ତ ଚାଲି ଯାଉଛି । ଟେମ୍ପୋ ଚାଳକ ବା ବସିଥିବା ଲୋକ ମାନେ କାରଟି ପାଣିରେ ପଡି ଯାଇଥିଲେ ମଧ୍ୟ ଟିକେ ହେଲେ ବି କିଛି ନ ଭାବି ସେଠାରୁ ପଳାୟନ କରିଛନ୍ତି ।

କାରରେ ଥିବା ଲୋକ ମାନେ ପାଣି ଭିତରୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । କାରରେ ଥିବା ବ୍ୟକ୍ତି ଜଣକ ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ ପିଲାକୁ ପୋଲ ଉପରେ ଥିବା ଲୋକ ମନାଙ୍କୁ ଦେବା ପାଇଁ ପିଲାକୁ ଫିଙ୍ଗି ଦେଉଛନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତ ପିଲାଟି ପୋଲ ଉପରେ ପଡିବା ବଦଳରେ ପାଣି ଭିତରେ ପଡି ଯାଉଛି । ଏହା ଦେଖିବା ପରେ ପୋଲ ଉପରେ ଠିଆ ହୋଇଥିବା ଜଣେ ଅଜଣା ବ୍ୟକ୍ତି ଦେବଦୂତ ସାଜି ପିଲାକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଡେଇଁ ପଡିଛନ୍ତି ଓ ପିଲାକୁ ପାଣିରୁ ଉ-ଦ୍ଧା-ର କରିବାରେ ସଫଳ ହୋଇଛନ୍ତି ।

କାରରେ ଥିବା ୫ ଜଣ ଲୋକଙ୍କୁ ଅନ୍ୟ ଲୋକ ମାନେ ଉ-ଦ୍ଧା-ର କରି ହସପିଟାଲରେ ଭର୍ତ୍ତି କରାଇଛନ୍ତି ଓ ସେମାନଙ୍କର ଚିକିତ୍ସା ଚାଲିଛି । ଏହି ଘଟଣାରୁ ଏତିକି କୁହା ଯାଇପାରେ ଯେ ଯଦି ଆପଣ ଗାଡି ଚଳାଇବା ସମୟରେ ସାବଧନା ଅବଲମ୍ବନ କରିବେ ତେବେ ଆପଣଙ୍କ ଜୀବନ ସୁରକ୍ଷିତ ରହିବ । ଏହା ସହ ଯଦି କେହି ଆପଣଙ୍କର ସାହାଜ୍ଯ ଲୋଡୁଛନ୍ତି ତେବେ ତାଙ୍କୁ ସାହାଜ୍ଯ କରନ୍ତୁ । କିଏ ଜାଣେ ଆପଣକର ଛୋଟିଆ ସାହାଜ୍ଯ ପାଇଁ କାହାର ଜୀବନ ବଞ୍ଚିପାରେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *