ଦେଖନ୍ତୁ Video, ଆପଣ ମଧ୍ୟ ଏପରି ସ୍ଥାନରେ Cobra ଲୁଚି ଥିବାର ଦେଖି ଚକିତ ହୋଇଯିବେ, ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି

ଆମ ଦେଶରେ ଅନେକ ପ୍ରକାର ବି-ଷ-ଧ-ର ସାପ ଦେଖିବାକୁ ମିଳିଥାଏ । ଏମିତି କିଛି ବିଷଧର ସାପ ରହିଛି ଯାହାର ଚୋ-ଟରେ ବ୍ୟକ୍ତିର ତୁରନ୍ତ ମୃ-ତ୍ୟୁ ହୋଇଥାଏ । କିଛି ଲୋକ ମାନେ ସାପ ଦେଖିବା ମାତ୍ରେ ତାକୁ ମା-ରିଥାନ୍ତି । କିନ୍ତୁ ଏପରି କରିବା ଉଚିତ ନୁହେଁ । ଆଜିର ଆମର ଏହି ଲେଖା ରେ ଏମିତି କିଛି ଘଟଣା ରହିଛି । ଜମାଲପୁର ଜିଲ୍ଲା ରେ ଜଣଙ୍କ ଘରେ ଏକ ବିଷଧର ସାପ ଦେଖିବାକୁ ମିଳିଛି । ସେହି ସାପ ହେଉଛି କୋବ୍ରା ସାପ ଯାହା ଦେଖିବାକୁ ଭୟଙ୍କର ହୋଇଥାଏ । କୋବ୍ରା ସାପ ଯେତେବେଳେ ରାଗିଥାଏ କାହାକୁ ବି ଚୋ-ଟ ମା-ରିପାରେ । ଏହାର ଚୋ-ଟରେ ବ୍ୟକ୍ତିର ତୁରନ୍ତ ମୃ-ତ୍ୟୁ ହୋଇଥାଏ ।

ଏହାର ଶିକାର ହେଉଛି ମୂଷା ମା-ରିବା । ତେବେ ଯେଉଁ ଘରେ କୋବ୍ରା ସାପ କୁ ଉଦ୍ଧାର କରା ଯାଇଛି ତାହା ତାଙ୍କ ଘରର ଗଦ୍ରେଜ ତଳୁ ବାହର କରା ଅଜିଛି । କୋବ୍ରା ସାପ ଏତେ ଚତୁରତାର ସହ ଆଲମା-ରି ଗୋଡ ତଳେ ଲୁଚି ରହିଥିଲା ଯେ କେହି ବି ଜାଣି ପାରିଲେ ନାହି । ତେବେ ସେମାନେ ତୁରନ୍ତ ସାପ ଧରାଳି କୁ ସୂଚନା ଦେଇଥିଲେ । ଏହା ପରେ ସାପ ଧରାଳି ତାଙ୍କ ଘରକୁ ଆସି ସାପ ଟିକୁ ଆଲମା-ରି ଭିତରୁ ବାହାର କରିବାରେ ସଫଳ ହୋଇଛନ୍ତି । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ସାପ ଧରାଳି ଜଣକ ବହୁତ ସମୟ ପରେ କୋବ୍ରା ସାପ କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ।

ଯେତେବେଳେ ସାପକୁ ବାହାର କରା ଯାଇଛି ତାର ପେଟ ଫୁଲି ରହିଛି କାରଣ ସେ ମୂଷା ଖାଇଛି ଯାହା ସାପ ଧରାଳି ଜଣକ କହିଛନ୍ତି । ଏହି ଭିଡିଓ ରେ କୋବ୍ରା ସାପ ଫଣା ଟେକି ବହୁତ ଜୋରରେ ଗର୍ଜନ କରିବାର ନଜର ଆସୁଛି । ଯଦି କୋବ୍ରା ସାପ କୁ ବିନା କାରଣରେ ଆକ୍ରମଣ କରାଯାଏ ତେବେ ସେ ବ୍ୟକ୍ତି କୁ ଛୋଟ ମା-ରିଥାଏ । ଯଦି ତୁରନ୍ତ ବ୍ୟକ୍ତି ର ଚିକିତ୍ସା ନ କରାଯାଏ ତେବେ ବ୍ୟକ୍ତି ର ମୃ-ତ୍ୟୁ ହୋଇଥାଏ ।

ଏହା ପରେ ସାପ ଧରାଳି ଜଣକ କୋବ୍ରା ସାପ କୁ ସୁରକ୍ଷିତ ଭାବେ ଗୋଟେ ଡବାରେ ପୁରାଇ ସେଠାରୁ ନେଇ ଯାଇଛନ୍ତି । ତେଣୁ ଯଦି ଆପଣ ନିଜ ଘରେ ବା ଆଖ ପାଖରେ ଯେ କୌଣସି ସାପ ଦେଖନ୍ତି ତେବେ ତୁରନ୍ତ ସାପ ଧରାଳି ବା ବନ ବିଭାଗ କୁ ଅଗବତ କରାନ୍ତୁ । କେବେ ବି ସାପ କୁ ମାରନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର ହିଁ କ୍ଷତି ହେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ମାର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *