କଣ ଆପଣଙ୍କ ପକାହାକୁ ବି ଆସୁଛି କି ଏହି Message ! ତେବେ ରୁହନ୍ତୁ ସାବଧାନ!! ନଚେତ….

ନମସ୍କାର ବନ୍ଧୁଗଣ । କଣ ଆପଣ ମାନଙ୍କ ୱ୍ହାଟସାପରେ ଆସୁଛି ଅମୁଲ ମ୍ଯାସେଜ ? ଯଦି ଏହି ଅମୁଲ ମ୍ଯାସେଜ ଆସୁନାହି ତେବେ ହୁଏ ତ ଆସିପାରେ । ଏଥିପାଇଁ ସତର୍କ ରୁହନ୍ତୁ । ଯଦି ଆପଣ ଅଣଦେଖା କରନ୍ତି ତେବେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇପାରେ । ହ୍ୟାକର୍ଷ ମାନେ ଏହି ନାମିଦାମି କମ୍ପାନୀ ନାଁ ରେ ଲୁ-ଟି-ବା ଆରମ୍ଭ କରି ଦେଇଛନ୍ତି । ପ୍ରଥମେ ମାରୁତି, ପରେ ଟାଟା ଓ ଏବେ ଅମୁଲ ନାଁ ରେ ଲୋକଙ୍କୁ ଲୁ-ଟି-ବା ଚାଲ ଚଳାଇଛନ୍ତି ହ୍ୟାକର୍ଷ ମାନେ । ସାଧାରଣ ଲୋକଙ୍କୁ ସା-ଇ-ବ-ର ଠ-କ ମାନେ ଏହି ଅମୁଲର ଅଫର ଦେଉଛନ୍ତି । ମାସିକ ୬୦୦୦ ତାଙ୍କ ଆୟ କରିବାକୁ ହେଲେ ଏହି କଥାକୁ ସେୟାର କରିବାକୁ କୁହା ଯାଉଛି ।

ଯଦି ଆପଣ ମାନଙ୍କ ଠାରେ ଏହି ଅମୁଲ ମ୍ୟାସେଜ ଯାଉଛି ତେବେ ଏହାର ଲିଙ୍କ ଉପରେ କେବେ ବି କ୍ଲିକ କରନ୍ତୁ ନାହି । ଜାଡ୍ୟ ଆପଣ ଏହା ଉପରେ କ୍ଲିକ କରନ୍ତି ତେବେ ଏକ ନୂଆ ବ୍ରାଉଜର ଖୋଲି ଯାଉଛି । ଯେଉଁ ପେଜର ଅମୂଲର ଲୋଗୋ ରହିଥିବା ବେଳେ ଅମୂଲର ୭୫ତମ ସ୍ଥାପନା ବାର୍ଷିକ ଅବସରରେ ଆପଣଙ୍କ ପାଇଁ ସରପ୍ରାଇଜ ଅଫର ଦେଖିବା ଲାଗି ବ୍ରାଉଜର ଖୋଲୁଚି । କିଛି ପ୍ରଣସ ଓ ପରେ ଉପହାର ଜିତିବା ପାଇଁ ସୁଯୋଗ ଦେଖା ଅଯାଉଛି । ଏହା ପରେ ଆପଣ ୫ଟି ୱ୍ହାଟସାପ ଗ୍ରୁପ ବା ୨୦ ଜଣଙ୍କ ୱ୍ହାଟସାପ ଆପରେ ଶେୟର କରିବାକୁ କୁହା ଯାଉଛି । ତେବେ ଅମୁଲ ନାଁ ରେ ହେଉଥିବା ଏହି ପ୍ରଚାରକୁ ଖଣ୍ଡନ କରିଛି କମ୍ପାନୀ ।

ନିଜେ ଅମୁଲ କମ୍ପାନୀ କୌଣସି ତ୍ରିଟ ଦେଇନାହି ବୋଲି ଟ୍ବିଟ ମାଧ୍ୟମରେ ଦର୍ଶାଇଛି । ଲୋକଙ୍କୁ ଠକିବା ଉଦେଶ୍ୟରେ ଏହିଭଳି ଚାଲ ଚଳା ଯାଉଛି ବୋଲି କୁହା ଯାଉଥିବା ବେଳେ ଏଥିପ୍ରତି ସତର୍କ ରହିବାକୁ କୁହା ଯାଇଛି । ଏହା ସହ ସ୍ପାମ ଲିଙ୍କରେ କ୍ଲିକ ନ କରିବାକୁ ଅମୁଲ କମ୍ପାନୀ ସୂଚନା ଦେଇଛି । ହୟାକର୍ଷ ଏମାନେ ଏହି ସ୍ପାମ ମାଧ୍ୟମରେ ୟୁଜର୍ସଙ୍କ ବ୍ଯାଙ୍କ ଆକାଉଣ୍ଟ ବିଷୟରେ ଜାଣି ପାରିବ ବୋଲି ଅମୁଲ କମ୍ପାନୀ ତରଫରୁ ଦେଶବାସୀଙ୍କୁ ସତର୍କ ସୂଚନା ଦିଆ ଯାଇଛି । ଅମୁଲ ନାଁ ରେ ଆସୁଥିବା ମ୍ଯାସେଜ ସମ୍ପର୍କରେ ଲିଙ୍କ ବିଷୟରେ କମ୍ପାନୀ ଯାଞ୍ଚ କରିଛି ।

ହ୍ୟାକର୍ଷ ମାନେ ଲିଙ୍କ ମାଧ୍ୟମରେ ଲୋକଙ୍କ ଫୋନ ବା କମ୍ପୁଟରରେ ମାଲୱେରରେ ଅପଲୋଡ କରି ପାରନ୍ତି ବୋଲି ସୂଚନା ମିଳିଛି । ଯଦି ୱ୍ହାଟସାପ ଆପରେ କୌଣସି ମ୍ଯାସେଜରେ ଆସୁଥାଏ ତେବେ ଏହାକୁ ବ୍ଲକ କରିବାକୁ କୁହା ଯାଇଛି । ଦିନକୁ ଦିନ ଡିଜିଟାଲ ଟ୍ରାନଯାକସନ ବଢିବା ହେତୁ ସା-ଇ-ବ-ର ଠ-କଙ୍କର ବୃଦ୍ଧି ପାଇବାରେ ଲାଗିଛି । ଆର୍ଥିକ ଠକେଇ ଲାଗି ହ୍ୟାକର୍ଷ ମାନେ ନୂଆ ନୂଆ ତାରିକା ଆପେଣଇଉଛନ୍ତି । ଭିନ୍ନ ଭିନ୍ନ ଉପାୟରେ ଲୋକ ମାନଙ୍କର ଆକାଉଣ୍ଟ ଖାଲି କରିବା ପାଇଁ ଏମାନେ ସକ୍ଷମ ହେଉଛନ୍ତି । ତେଣୁ ଏଥିପ୍ରତି ସତର୍କ ରହିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *