ଭଗବାନ ଙ୍କର ସନ୍ଦେଶ କଣ ରହିଛି ଆପଣଙ୍କର ବର୍ତ୍ତମାନ ର ସ୍ଥିତି ପାଇଁ ବାଛନ୍ତୁ ଗୋଟେ ନମ୍ବର-Tarto Card Reading

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ ଭଗବାନ ଙ୍କୁ ବିଶ୍ଵାସ କରିଥାଏ । ଆଉ ଏହି ବିଶ୍ଵାସ ବଳରେ ଆଜି ଦୁନିଆ ତିଷ୍ଠି ରହିଛି । ବିଶ୍ଵାସ ନ ଥିଲେ ମଣିଷ ବଞ୍ଚିପାରିବ ନାହିଁ । ତେବେ ଭଗବାନ ପ୍ରତେକ ପ୍ରାଣୀ ଙ୍କ ପାଇଁ କିଛି ନା କିଛି ଭାବିକି ରଖିଥାନ୍ତି ତାଙ୍କ ଜନ୍ମ ହେବା ପୂର୍ବରୁ । ଯାହା ଜନ୍ମ ହେବା ପରେ ମଣିଷ ଦୁନିଆକୁ ଆସିବା ପରେ ଭୋଗ କରିଥାଏ । କାହା ଜୀବନରେ ସୁଖ ତ ଆଉ କାହା ଜୀବନରେ ଦୁଃଖ ଲେଖାଥାଏ ।

ତେବେ ଆଜି ଆମେ ଆପଣଙ୍କୁ 3ଟି ପକ୍ଷୀ ଙ୍କ ଜରିଆରେ କହିବୁ ଉପର ବାଲା ଆପଣଙ୍କ ପାଇଁ କେଉଁ ସନ୍ଦେଶ ନେଇକି ଆସିଛନ୍ତି । ଏଥିପାଇଁ ଆପଣଙ୍କୁ 3ଟି ପକ୍ଷୀଙ୍କ ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । 1- ଯଦି ଆପଣ ପ୍ରଥମ ପକ୍ଷୀ ର ଚିତ୍ର ଚୁଜ କରିଛନ୍ତି ତେବେ ଆପଣଙ୍କ ଜୀବନରେ କିଛି ଏମିତି ଚାଲିଛି ଯାହା ଆପଣ ଏବେ ଦେଖୁଛନ୍ତି । ଏମିତି କିଛି ହୋଇଛି ଯାହା ଆପ କେବେ ଭାବି ନାହାନ୍ତି ।

ଆପଣଙ୍କ ଜୀବନରେ ଯାହା ବି କିଛି ହୋଇଛି ତାହା ସ୍ଵପ୍ନ ରେ କେବେ ଭାବି ନାହାନ୍ତି । ଏମିତି ହୋଇଛି ଯାହା ପାଇଁ ଆପଣ ନିଜର ସ୍ଵପ୍ନ ପୁରା କରିପାରିବେ ନାହିଁ । ଆପଣଙ୍କ ଲାଇଫରେ ଯାହା ଚେଞ୍ଜ ଆସିଛି ତାହା କିଛି ସୂଚନା ଦେବାକୁ ଯାଉଛି । ଆପଣ କିଛି ଜିନିଷ ବୁଝିପାରୁ ନାହାନ୍ତି । ସେଥିପାଇଁ ଏମିତି ସ୍ଥିତି ଆପଙ୍କ ଲାଇଫରେ ଆସିଛି ।

2- ଯଦି ଆପଣଙ୍କୁ ଦ୍ଵିତୀୟ ପକ୍ଷୀ ର ଚିତ୍ର ଅଧିକ ଆକର୍ଷିତ କରିଛି ତେବେ ଆପଣଙ୍କ ଲାଇଫରେ ଯାହା ବାଧା ଆସିଛି ଆପଣ ଭାବୁଥିଲେ ସ୍ଥିତି ବଦଳୁଛି କିନ୍ତୁ ଏମିତି କଣ ପାଇଁ ହେଲା । ଆପଣ ଯେତିକି ଭାବୁଛନ୍ତି ତା ଠାରୁ କେତେ ଗୁଣା ଖୁସି ଆପଣଙ୍କୁ ମିଳିବ । ଆପଣ ଏହା ଅନୁଭବ କରୁଛନ୍ତି ସତ କିନ୍ତୁ ସ୍ଥିତି କଣ ଠିକ ଭାବେ ଜାଣିପାରୁ ନାହାନ୍ତି ।

ବର୍ତ୍ତମାନ କୁ ଦେଖିଲେ ଆପଣ ଖୁସି ଅନୁଭବ କରିପାରୁ ନାହାନ୍ତି । ଆଗାମୀ ସମୟ ଆପଙ୍କ ପାଇଁ ସୁନ୍ଦର ଭାବେ ପଜେଟିଭ ଚେଞ୍ଜ ନେଇକି ଆସିବ । ଆପଣ ଯେଉଁଠି ଅଟକି ଯାଇଛନ୍ତି ସେଠାରୁ ପୁଣି ଥରେ ଚାଲିବାକୁ ଲାଗିବେ । ଆପଣ ଯେତିକି ଭାବି ନାହାନ୍ତି ତା ଠାରୁ ଅଧିକ ଆପଣଙ୍କ ଲାଇଫରେ ଚେଞ୍ଜ ଆସିବାକୁ ଯାଉଛି ।

3- ଆପଣ ତୃତୀୟ ପକ୍ଷୀ ର ଚିତ୍ର ଚୁଜ କରିଥିଲେ ଆପଣ ଯାହା ଚାହୁଁଛନ୍ତି ତାହା ନିଶ୍ଚୟ ହେବ । କିନ୍ତୁ ଟିକେ ସମୟ ଲାଗିବ । ଯଦି ଆପଣ ଅଟକି ଯାଇଛନ୍ତି ବା ସ୍ଥିତି ବଦଳି ଯାଇଛି ତାହା ହେବା ଉଚିତ ଥିଲା । ଆପଣଙ୍କର ସ୍ଵପ୍ନ ବହୁତ ଜଲ୍ଦି ପୁରା ହେବାକୁ ଯାଉଛି । ଗୋଟେ ସପ୍ତାହ ମଧ୍ୟରେ ଆପଣ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ହେବ ।

ଇଶ୍ଵର ଆପଣଙ୍କ ସହ ସର୍ବଦା ଅଛନ୍ତି । ଆପଣ ଯାହା ବି ଭଲ କର୍ମ କରିଛନ୍ତି ତାହାର ଉଚିତ ପରିଣାମ ମିଳିବ । ଆପଣଙ୍କ ଖୁସି ନିଶ୍ଚୟ ମିଳିବ । ବନ୍ଧୁଗଣ ଆପଣ କେଉଁ ପକ୍ଷୀ ର ଚିତ୍ର ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *