ଏପ୍ରିଲ 2023, କେମିତି ରହିବା କନ୍ୟା ରାଶିର, ମିଳିବ ଏହି 4ଟି ଖୁସି ଖବର

ବନ୍ଧୁଗଣ ଆଜି ଆମେ ଜାଣିବା ବର୍ଷର ଚତୁର୍ଥ ମାସ ଅର୍ଥାତ ଏପ୍ରିଲ ମାସରେ ଅନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ କିପରି ରହିବ । ଗ୍ରହ ମାନଙ୍କର ଗୋଚର କିପରି ରହିବ କନ୍ୟା ରାଶି ପାଇଁ । ଗ୍ରହ ମାନଙ୍କର ଗୋଚରକୁ ନେଇ ଆମେ ଜାଣିବା କନ୍ୟା ରାଶିର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଦାଂପତ୍ଯ, ପ୍ରେମ ଜୀବନ, ଚାକିରି, ବ୍ୟବସାୟ ବିଷୟରେ ବିସ୍ତାର ଭାବେ ।

କନ୍ୟା ରାଶିର ବ୍ୟକ୍ତିଙ୍କୁ ଗୋଟେ ଜିନିଷକୁ ନେଇ ଅଧିକ ଭାବିବା କାରଣରୁ ମୁଣ୍ଡ ବିନ୍ଧା ସମସ୍ଯା ଦେଖା ଦେଇପାରେ । ମାଇଗ୍ରେନ ଭଳି ସମସା ଦେଖାଯିବ  ତେଣୁ ସତର୍କ ରୁହନ୍ତୁ । କିନ୍ତୁ ଏପ୍ରିଲ ପରେ ମେ ମାସ ଆପଣଙ୍କ ପାଇଁ ଭଲ ରହିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ପଞ୍ଚମ ଭାବ ହୋଇଥାଏ । ଶନିଦେବ ଆପଣଙ୍କର ଷଷ୍ଠ ଘରେ ବିରାଜିତ ଅଛନ୍ତି ।

କୌଣସି ଫର୍ମ ଫିଲପ, ପ୍ରତିଯୋଗିତାରେ ଭାଗ ନେବାକୁ, ବଡ ପରିବର୍ତ୍ତନ କରିବାକୁ ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ । ଯିଏ ନିଜର ପାଠ ପାହାକୁ ନେଇ ବିଦେଶ ଯିବାକୁ ଚାହୁଁଛନ୍ତି ଶନିଦେବ ଭଲ ଫଳ ଦେବେ । ପଞ୍ଚମ ଭାବ ହୋଇଥାଏ ପ୍ରେମ ଜୀବନ । ସାନିଦେବ ଆପଣଙ୍କର ଷଷ୍ଠ ଘରେ ବସିଛନ୍ତି । ପ୍ରେମ ଜୀବନରେ ଆପଣ ଗୋଟେ କଥା ଭାବିଥିବେ ଆପଣଙ୍କ ସାଥି ଆଉ କିଛି ଭାବିବେ ।

22 ଏପ୍ରିଲ ପୂର୍ବରୁ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଏହା ପରେ ପ୍ରେମ ଜୀବନ ଭଲ ରହିବ । ଯେଉଁ ମାନଙ୍କର ବ୍ରେକଅପ ହୋଇଯାଇଛି ସେମାନେ ପୁଣି ଥରେ ମିସିଯାଇ ପାରନ୍ତି । ସପ୍ତମ ଭାବ ହୋଇଥାଏ ଦାଂପତ୍ଯ ଜୀବନର ଭାବ । ଏହାର ମାଲିକ ଅଟନ୍ତି ବୃହସ୍ପତି ଦେବ । 22 ଏପ୍ରିଲ ଯାଏଁ ବୈବାହିକ ଜୀବନ ଭଲ ହେବ ।

ଏହା ପରେ ବୁଝାମଣା ଠିକ ହେବ ନାହି କିମ୍ବା ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ ସମସ୍ଯା ହୋଇପାରେ । ଭାଗ୍ୟ ସ୍ଥାନର ମାଲିକ ଅଟନ୍ତି ଶୁକ୍ର ଓ କ୍ଯାରିୟର ମାଲିକ ବୁଧ ଗ୍ରହ । ଭାଗ୍ୟ ଆପଣଙ୍କର ସାଥ ଦେବ । ଯାହା ବି କାମ ଅଟକି ରହିଛି, ଶୁଭ କାମ କରିବାକୁ ଚାହୁଁ ଛନ୍ତି, ନୂଆ କାମ ଆରମ୍ଭ କରିବାକୁ ଚାହାଉନ ଛନ୍ତି ଶୁକ୍ର ଆପଣଙ୍କର ନବମ ଭାବକୁ ଆସିବେ । ବୁଧ ଆପଣଙ୍କର ଅଷ୍ଟମ ଭାବରେ ଅଛନ୍ତି ।

ଆପଣ କାମ କରିବାକୁ ବହୁତ ଭାବିବେ ଆଉ କରିବେ ମଧ୍ୟ । କିନ୍ତୁ ଆପଣଙ୍କ କାମରେ ବାଧା ଆସିପାରେ । ସାମାନ୍ଯ ମନାନ୍ତର ହୋଇପାରେ । ମନରେ ପରିବର୍ତ୍ତନ ଆସିପାରେ ଚାକିରିକୁ ନେଇ । ଚାକିରି ମିଳିବାର ସମ୍ଭାବନା କମ ଅଛି । 22 ଏପ୍ରିଲ ପୂର୍ବରୁ ବ୍ୟାପାର ଭଲ ବ୍ରହିବ । ଏହା ପରେ ଖର୍ଚ୍ଚ ଅଧିକ ହେବ ।

ନିବେଶ କରିଲେ ଭଲ ହେବ । ଇନକମରେ ବୃଦ୍ଧି ହେବ । ପ୍ରତି ଦିନ ବୁଧ ଗ୍ରହଙ୍କ ବୀଜ ମନ୍ତ୍ର 108 ଥର ଜପ କରନ୍ତୁ । ବୁଧରବାର ଦିନ ଗଣେଶ ଜି ଙ୍କ ମନ୍ତ୍ର ଆରାଧନା କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *