ଏପ୍ରିଲ 6ରେ 90 ବର୍ଷ ପରେ ଦେଖାଯିବ ଚୈତ୍ର ପୂର୍ଣ୍ଣିମା ର ଚାନ୍ଦ, ଏହି 4ଟି ରାଶିରେ ଲଟେରୀ

ବନ୍ଧୁଗଣ ପୁରା 90 ବର୍ଷ ପରେ ଏପ୍ରିଲ 6 ତାରିଖରେ ପଡିବାକୁ ଯାଉଛି ଚୈତ୍ର ପୂର୍ଣ୍ଣିମା ର ଚାନ୍ଦ । ଏହି ଦିନ 4ଟି ରାଶିରେ ଲାଗିବାକୁ ଯାଉଛି ଲଟେରୀ । ଏହି ରାଶିଙ୍କ ଜୀବନରୁ ମା ଲକ୍ଷ୍ମୀ ଙ୍କ କୃପାରୁ ଦୁଖ ଓ ଦାରିଦ୍ରତା ନଷ୍ଟ ହେବାକୁ ଯାଉଛି । ଏହି ରାଶି ମାନେ ଏବେ ମାଲାମାଲ ହେବାକୁ ଯାଉଛନ୍ତି । ଏହି ଦିନ ହନୁମାନ ଜୟନ୍ତୀ ସହ ଗୁରୁବାର ର ଯୋଗ ବନୁଛି ।

ଏହି ଦିନ ବ୍ରଜ ନଗରୀରେ ଭଗବାନ କୃଷ୍ଣ ଗୋପୀଙ୍କ ସହ ରାସ କ୍ରିଡା ଯୋଗ ମାୟା ଦ୍ଵାରା କରିଥିଲେ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ବିସ୍ତାର ଭାବେ । ମେଷ ରାଶି : ଆପଣଙ୍କୁ ଚୈତ୍ର ପୂର୍ଣ୍ଣିମା ଠାରୁ ଆର୍ଥିକ ସ୍ଥିତି ମଜବୁତ ହେବ । ଧନରେ ବୃଦ୍ଧି ହେବ । ରୋମାଞ୍ଚିକ କାରୋନାମାରେ ବିସ୍ତାର ହେବ । ଜୀବନ ପ୍ରତି ଆପଣଙ୍କର ଦ୍ରୁଷ୍ଟି କୋଣରେ ପରିବର୍ତ୍ତନ ହେବ । ପ୍ରେମ ଜୀବନରେ ଏହି ସମୟ ଉତ୍ତମ ରହିବ । ଆପଣଙ୍କୁ ପ୍ରେମ ମିଳିବ । ଆପଣଙ୍କର ଲୋକପ୍ରିୟ ଅନୁଭବ କରିବେ । ଦାଂପତ୍ଯ ଜୀବନରେ ସୁଖମୟ ହେବ । ଅପ୍ରତ୍ୟାଶିତ ଲାଭର ସମ୍ଭାବନା ଅଛି । ଆପଣ ଲୋକଙ୍କ କାମରେ ଆସିବେ ।

କନ୍ୟା ରାଶି : ଆପଣ ସାମାଜିକ କ୍ଷେତ୍ରରେ ଉନ୍ନତି ସ୍ଥିତିରେ ପହଞ୍ଚିବେ । ବ୍ୟାପାର କାରୋବରରେ ଆଗକୁ ବଢିବେ । ଧନ ଆଗମନର ହେବ । ଆପଣଙ୍କର କୌଶଳ ବୁଦ୍ଧି ର ତରାଇଫ ହେବ । ଚାକିରି କରୁଥିବା ଜାତକଙ୍କୁ ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣଙ୍କ ଉପରେ କାରୋବାର ବଢିବ । ରୁଣ ରେ ପଡନ୍ତୁ ନାହି । ରାମ ଚରିତ ମାନସ ପାଠ କରନ୍ତୁ । ହନୁମାନ ମନ୍ଦିରରେ ସୁଧ ଘିଅର ଦୀପ ଜଳାନ୍ତୁ ।

କୁମ୍ଭ ରାଶି : ପ୍ରଭୁ ହନୁମାନଙ୍କ କୃପାରୁ କଷ୍ଟରୁ ମୁକ୍ତି ପାଇବେ । ଆପଣଙ୍କୁ ଅଚାନକ ଧନ ଲାଭ ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ପ୍ରଭୁ ହନୁମାନଙ୍କର ବିଶେଷ ଭାବେ ପୂଜା କରନ୍ତୁ । କାର୍ଯ୍ୟ ଭାର ଅଧିକ ହେବ କିନ୍ତୁ ଭବିଷ୍ୟତରେ ଏହାର ଲାଭ ମିଳିବାର ସମ୍ଭାବନା ଅଛି । ବ୍ୟକ୍ତିଗତ ଜୀବନରେ ଉନ୍ନତି ହେବାର ଅନେକ ଅବସର ମିଳିବ । ବ୍ୟାପାର ପାଇଁ ଆପଣ କରଯ ନେବେ । ଅଟକିଥିବା ଟଙ୍କା ଫେରି ପାଇବେ ।

ତୁଳା ରାଶି : ବୃହସ୍ପତିଙ୍କ ଦଶମ ଭାବରେ ହୋଇଥିବା ଗୋଚର ଆପଣଙ୍କ ପାଇଁ ଧନର ବର୍ଷା କରିବ । କର୍ମ କ୍ଷେତ୍ରରେ ଅଗ୍ରସର ହେବେ । ବ୍ୟାପାର ଓ ଚାକିରି କ୍ଷେତ୍ରରେ ଉନ୍ନତି ହେବ । ସବୁ ବାଧା ଦୂର ହେବ । ଆପଣ ସବୁ କାମକୁ ଏକାଗ୍ରତା ସହ ପୁରା କରିବେ । ପ୍ରଭାବଶାଳୀ ଲୋକେ ଆପଣଙ୍କର ସାହାଯ୍ୟ କରିବେ । ପାରିବାରିକ ବାତାବରଣ ଆନନ୍ଦଦାୟକ ରହିବ । ଆଧ୍ୟାତ୍ମ ରେ ରୁଚି ରହିବ । ଏହି ଦିନ ରାମ ଚରିତ ମାଂସର ପାଠ କରନ୍ତୁ । ଏହି ଦିନ ପ୍ରଭୁ ହନୁମାନଙ୍କୁ ପାନ ଅର୍ପଣ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *