ଦେଖନ୍ତୁ Video: Puri Beach ରେ ହିରୋଇନ Archita ଙ୍କର ଫୁଲ ମସ୍ତି, ଭିଡିଓ ହେଲା ଭାଇରାଲ

ଆପଣମାନେ ଦେଖିଥିବେ ସବୁ ଷ୍ଟାର ନିଜର ବ୍ୟସ୍ତ ପୂର୍ଣ ଜୀବନ ମଧ୍ୟରେ ଯେତେବେଳେ ବି ଅଳ୍ପ ସମୟ ମିଳେ ତେବେ ସେମାନେ ଦେଶ ବାହାରକୁ କିମ୍ବା ଦେଶ ଭିତରେ ବୁଲିବାକୁ ବାହାରି ଯାଆନ୍ତି । ଯାହାର କି ସୂଚନା ସେମାନେ ନିଜେ ହିଁ ଦେଇଥାନ୍ତି । ସେହି ସ୍ଥାନର କିଛି ଫଟୋ ବି ସୋ-ସି-ଆ-ଲ ମି-ଡି-ଆରେ ଶେୟାର କରନ୍ତି ।

ଯାହାକି ଭା-ଇ-ରା-ଲ ମଧ୍ୟ ହୋଇଥାଏ । ଷ୍ଟାରମାନେ ପ୍ରାୟତଃ ନିଜର ଶୁ-ଟି-ଙ୍ଗ ମଧ୍ୟରେ ବ୍ୟସ୍ତ ଥାନ୍ତି । ନିଜର ଟେନସନକୁ ହଲକା କରିବା ପାଇଁ ଓ ନିଜ ପରିବାର ସହ ସମୟ ବିତାଇବା ପାଇଁ ସେମାନେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଆନ୍ତି । କିଛି ଏହିଭଳି କରୁଥିବାର ନଜର ଆସିଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଓ ଚର୍ଚିତ ଅଭିନେତ୍ରୀ ଅର୍ଚିତା ସାହୁ ।

ସେ ପୁରୀ ସମୁଦ୍ରରେ ବୁଲୁଥିବାର ଏକ ଭି-ଡି-ଓ କରି ସୋ-ସି-ଆ-ଲ ମି-ଡି-ଆରେ ଶେୟାର କରିଥିଲେ । ଯାହାକି ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଅର୍ଚିତା ସାହୁ କିଛି ଦିନ ତଳେ ହିଁ ସବ୍ୟସାଚୀଙ୍କୁ ବିବାହ କରିଥିଲେ । ଏହା ସହ ଲ-କ-ଡା-ଉ-ନ କାରଣରୁ ସମସ୍ତ ପ୍ରକାରର ଫିଲ୍ମ ଓ ସିରିଏଲର ଶୁ-ଟି-ଙ୍ଗକୁ ବନ୍ଦ କରି ଦିଆ ଯାଇଛି । ଅର୍ଚିତା ସାହୁ ନିଜ ସ୍ଵାମୀ ସବ୍ୟସାଚୀଙ୍କ ସହ ଟାଇମ ସ୍ପେନ୍ଡ କରୁଛନ୍ତି ।

ଯାହାର ବି କିଛି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହୋଇଥିଲା । ପୁଣି ଥରେ ଅର୍ଚିତା ସାହୁଙ୍କ ଏକ ଭି-ଡି-ଓ ସାମ୍ନାକୁ ଆସିଛି । ଅର୍ଚିତା ସାହୁ ପୁରୀ ବୁଲିବାକୁ ଯାଇଥିଲେ ଓ ପୁରୀର ସମୁଦ୍ର କୁଳରେ ଛିଡା ହୋଇ ସେ ଏହି ବିଡିଓ ତିଆରି କରୁଛନ୍ତି ।

ଆପଣ ବି ଦେଖି ପାରିବେ କି ସେ ଏହି ଭି-ଡି-ଓରେ କେମିତି ମସ୍ତି କରୁଛନ୍ତି । ଏତିକି ନୁହେଁ ସେ ଭି-ଡି-ଓରେ ନିଜର ଫ୍ୟାନମାନଙ୍କୁ ପୁରୀ ବିଷୟରେ ଓ ସେ ଏଠି କେତେ ମସ୍ତି କରୁଛନ୍ତି ସେହି ବିଷୟରେ ବି କହୁଛନ୍ତି ।

ଅର୍ଚିତା ସାହୁ କହିଲେ କି ଓଡିଶାରେ ଯଦି ବୁଲିବା ପାଇଁ ସବୁଠୁ ଭଲ ସ୍ଥାନ ଅଛି ତେବେ ତାହା ହେଉଛି ପୁରୀ ସମୁଦ୍ର । ମୁଁ ଅନ୍ୟ ବହୁତ ବିଚ ବୁଲିଛି କିନ୍ତୁ ପୁରୀ ସମୁଦ୍ର ଭଳି ବିଛ ଆଉ କେଉଁଠି ବି ଦେଖି ନାହିଁ । ଯେମିତି କି ଆପଣ ସମସ୍ତେ ଦେଖି ପାରିବେ କି ଅର୍ଚିତା ସାହୁ ପୁରୀ ସମୁଦ୍ରରେ ମସ୍ତି କରିବା ସହ ବାଲିରେ ଘର ତିଆରି କରିବାକୁ ବି ଚେଷ୍ଟା କରୁଛନ୍ତି ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ଭି-ଡି-ଓରେ କେବଳ ଅର୍ଚିତା ହିଁ ନଜର ଆସୁଛନ୍ତି । ନା ହିଁ ତାଙ୍କର କୌଣସି ପରିବାରର ସଦସ୍ୟ ଓ ନା ହିଁ ତାଙ୍କ ସ୍ଵାମୀ ସବ୍ୟସାଚୀ ଏହି ଭି-ଡି-ଓରେ ନଜର ଆସୁଛନ୍ତି । ଏହା ସହ ତାଙ୍କ ଆଖପାଖରେ ବି କେହି ନାହାନ୍ତି ।

Leave a Reply

Your email address will not be published. Required fields are marked *