Aryan ଜଲଦି ବାହାରିବେ ଜେଲରୁ, ଏବେ Salman ହିଁ ଶେଷ ଭରଷା, ପୁଅ ଜେଲ୍ ଯିବାପରେ SRK ସହ କଥା ହେଲେ ଭାଇଜାନ

ବଲିଉଡ ସୁପର ଷ୍ଟାର ଶାହରୁଖ ଖାନ ଏବେ ଦୁଖରେ ମ-ର୍ମା-ହ-ତ ହୋଇ ପଡିଛନ୍ତି । କାରଣ ତାଙ୍କ ପୁଅ ଆର୍ୟନ ଖାନ ବର୍ତ୍ତମାନ ଜେ-ଲ ଯାଇଛନ୍ତି । ଏହି ବିପଦ ସମୟରେ ତାଙ୍କୁ ସାନ୍ତ୍ଵନା ଦେଇଛନ୍ତି ବଲିଉଡର ଦବଙ୍ଗ ସଲମାନ ଖାନ । ଆର୍ୟନ ଜେ-ଲ ଯିବା କଥା ଜାଣିବା ପରେ ସଲମାନ ଖାନ ନିଜେ ଶାହରୁଖଙ୍କ ପାଖକୁ ଫୋନ କରି ତାଙ୍କୁ ସହାନୁଭୂତି ଜଣାଇଛନ୍ତି । ଏହା ପୁର୍ବରୁ ମଧ୍ୟ ସଲମାନ ଖାନ ଶାହରୁଖଙ୍କୁ ଭେଟିବା ପାଇଁ ମନତ ଯାଇଥିଲେ । କାରଣ ସଲମାନ ଆର୍ୟାନଙ୍କୁ ନିଜ ପୁଅ ଭଳି ଦେଖନ୍ତି । ସଲମାନ ଶାହରୁଖଙ୍କୁ କହିଛନ୍ତି ଯେ ଧରଜୟ ରଖ ଓ ଈଶ୍ବରଙ୍କ ଉପରେ ଭରସା ରଖ ସବୁ କିଛି ଠିକ ହୋଇଯିବ ।

ଏହା ସହ ସଲମାନ କହିଛନ୍ତି ଯେ ଆର୍ୟାନ ବହୁତ ଭଲ ପିଲା ଇଶ୍ଵର କେବେ ଭଲ ପିଲାଙ୍କ ସହ କୌଣସି ଖ-ରା-ପ କରନ୍ତି ନାହି । ତୁମେ ଏମିତି ଭାବନି କି ଆର୍ୟନଙ୍କ କ୍ଯାରିୟର ଶେଷ ହୋଇ ଯାଇଛି ଆର୍ୟନ ବହୁତ ଜଲ୍ଦି ବାହାରକୁ ଆସିବ ବୋଲି ସଲମାନ କିଙ୍ଗ ଖାନଙ୍କୁ ସମବେଦନା ଜଣାଇ କହିଛନ୍ତି । ଯଦିଓ ଆର୍ୟନଙ୍କ ବି-ରୁ-ଦ୍ଧ-ରେ କୌଣସି ଚ-କ୍ରା-ନ୍ତ ଚାଲିଛି ତେବେ ତାହାର ସତ୍ୟତା ବହୁତ ଜଲ୍ଦି ସାମନାକୁ ଆସିବ କାରଣ ଆର୍ୟନଙ୍କ ପାଖରେ ବହୁତ ଟ୍ୟାଲେଣ୍ଟ ରହିଛି । ଆର୍ୟନଙ୍କୁ ମୁ-କୁ-ଳା-ଇ-ବା ପାଇଁ ଆଇନଜୀବୀ ସତୀଶ ମାନେସିନ୍ଧେ କାଲି ସେ-କ୍ସ-ନ କୋ-ର୍ଟ-ରେ ଅପିଲ କରିପାରନ୍ତି ।

ବର୍ତ୍ତମାନ ଆର୍ଥନ ଜେ-ଲରେ ଏକ ନମ୍ବର ବ୍ୟାରେଟରେ ଅଛନ୍ତି ଆର୍ୟନ ଓ ତାଙ୍କର ବନ୍ଧୁ ମାନେ । ଅନ୍ୟ ପଟେ ଆର୍ୟନଙ୍କର ଯେପରି ଜେ-ଲରେ କୌଣସି ଅସୁବିଧା ନ ହୁଏ ତାହା ପ୍ରତି ଧ୍ୟାନ ଦିଆ ଯାଇଛି । ଖାଲି ସଲମାନ ନୁହେଁ ବରଂ ସଲମାନଙ୍କ ପୁରୁଣା ପ୍ରେମିକା ସୋମି ଅଲ୍ଲୀ ମଧ୍ୟ ଆର୍ୟନଙ୍କ ସପକ୍ଷରେ ଅଛନ୍ତି । ସୋମୀ ଅଲ୍ଲୀ ଟ୍ବିଟ କରି କହିଛନ୍ତି ଯେ ଆର୍ୟନଙ୍କ ଭଳି ଛୋଟ ପିଲାକୁ ଏଭଳି ନିର୍ଜ୍ଯାତନା ଦେବା ଉଚିତ ନୁହେଁ, ନି-ଶା ସେବନ ଏମିତି ବି ବଡ ଅ-ପ-ରା-ଧ ନୁହେଁ । ଏହା ସହ ସୋମୀ ଅଲ୍ଲୀ କହିଛନ୍ତି ସେ ମଧ୍ୟ ଶୁ-ଟି-ଙ୍ଗ ସମୟରେ ନି-ଶା ସେବନ କରିଛନ୍ତି ।

ତେବେ ଶାହରୁଖଙ୍କ ଭାଗ୍ୟ ତାଙ୍କ ପ୍ରତି କେତେ ଦୂର ମେହେରବାନ ହେଉଛି ତାହା ଦେଖିବାର ଅଛି । ଶାହରୁଖ ନିଜ କ୍ଯାରିୟରରେ ଟଙ୍କା ପଇସା ପ୍ରତିଷ୍ଠା କମାଇ ଥିଲେ ମଧ୍ୟ ଆଜି ସେ ସବୁ କିଛି କାମ କରୁନାହି । ଶାହରୁଖ ବ୍ଯବସାୟିକ କ୍ଷତିର ସାମନା କରୁଥିବା ବେଳେ ସେ ତାଙ୍କ ପୁଅକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ତେବେ ଆର୍ୟନ କେବେ ଏହି ଡ୍ର-ଗ୍ସ ମା-ମ-ଲା-ରୁ ମୁକୁଳିବେ ତାହା ଦେଖିବା ବାକି ରହିଲା । ଅନ୍ୟ କ୍ଷେତ୍ରରେ ଗୌରି ଖାନ ଓ ସୁହାନା ନିଜ ଭାଇର ଅନୁପସ୍ଥିତି ଅନୁଭବ କରି ଦୁଖରେ ଭା-ଙ୍ଗି ପଡିଛନ୍ତି । ତେବେ କିଙ୍ଗ ଖାନଙ୍କ ପୁରା ପରିବାର ଏବେ ଶୋ-କ-ରେ ବୁଡି ରହିଛି । କିଙ୍ଗ ଖାନ ଓ ତାଙ୍କ ଓକିଲ ମାନେସିନ୍ଧେ ଆର୍ୟନଙ୍କୁ ମୁ-କୁ-ଳା-ଇ-ବା ପାଇଁ କେଉଁ ଷ୍ଟ୍ରାଟାଜି ଆପଣେଇବେ ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *