Aryan ଆଉ ସାଥିଙ୍କୁ 14 ଦିନ ଜେଲ୍ କଷ୍ଟଡି, ରାୟ ଶୁଣି ଥରିଲେ Aryan, କାଲି ବେଲ୍ ପାଇଁ Shahrukh ଙ୍କ ଓକିଲଙ୍କ ଶେଷ ସୁଯୋଗ, ଦେଖନ୍ତୁ Video

ଆପଣ ମାନେ ଜାଣିଥିବେ ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ ହୋଇ ବର୍ତ୍ତମାନ ଏନସିବୀ କ-ଷ୍ଟ-ଡିରେ ରି-ମା-ଣ୍ଡରେ ଅଛନ୍ତି । ବର୍ତ୍ତମାନ ସୂଚନା ଅନୁସାରେ ଆର୍ୟନ ଖାନଙ୍କ ସହ ତାଙ୍କର ବନ୍ଧୁ ମାନେ ବର୍ତ୍ତମାନ ରି-ମା-ଣ୍ଡରେ ନୁହେଁ ବରଂ ଜେ-ଲ ଯିବେ । ଏନସିବୀ ମାଗିଥିବା କଷ୍ଟଡିକୁ ଅଗ୍ରାହ୍ୟ କରି ଦେଇଛନ୍ତି ମାନ୍ୟବର ଏସପ୍ଲାନେଟ କୋ-ର୍ଟ । କୋ-ର୍ଟର ଅନୁମତି ଅନୁସାରେ ଆର୍ୟନଙ୍କୁ ଆସନ୍ତା ୧୪ ଦିନ ଯାଏଁ ଜେ-ଲ ପଠାଯିବ । ବର୍ତ୍ତମାନ ତାଙ୍କୁ ଏନସିବୀ ଅଫିସରେ ରହିବାକୁ ପଡିବ । କାରଣ ବର୍ତ୍ତମାନ ସନ୍ଧ୍ୟା ହେଇଯାଇ ଥିବାରୁ ଜେଲ ନୂତନ ଅ-ପ-ରା-ଧୀଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ନାହି ।

ଆସନ୍ତା କାଲୀ ଆର୍ୟନଙ୍କ ବେଲ ପିଟିସନ ଉପରେ ଶୁଣାଣୀ କରିବେ କୋ-ର୍ଟ । ଏପରି ଏକ ବି-ସ୍ଫୋ-ର-କ ସୂଚନା ଆସିଛି ମୁମ୍ବାଇର ଏସପ୍ଲାନେଟ କୋ-ର୍ଟରୁ । ଆଜି ଦୀର୍ଘ ୩ରୁ ୪ ଘଣ୍ଟା ଧରି ଶୁଣାଣୀ ପରେ ମାନ୍ୟବର କୋ-ର୍ଟ ଏହି ଶୁଣାଣୀ ନେଇଛନ୍ତି । କୋ-ର୍ଟ ରାଏ ଦେଇଛନ୍ତି ପରବର୍ତ୍ତୀ ରାଏ NDPS କୋ-ର୍ଟ ନେବ । ଏହି କୋ-ର୍ଟ ନିଷ୍ପତି ନେବ ଯେ ଆର୍ୟନଙ୍କ ସହ ତାଙ୍କ ସହ ଯେଉଁ ମାନେ ଏହି ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ ହୋଇଛନ୍ତି ସେମାନଙ୍କୁ କେଉଁ ଭଳି ଦ-ଣ୍ଡ ଦିଆଯିବ ବା ତାଙ୍କ ଉପରେ କାର୍ଯ୍ୟ ଅନୁଷ୍ଠାନ ନିଆଯିବ । ଅନେକ ସମୟ ଧରି ଆଜି ଶୁଣାଣୀ ହୋଇଥିଲା ।

ଏନସିବୀ ଦାବି କରିଛି ଯେଉଁ ୧୮ ଜଣଙ୍କୁ ଗି-ର-ଫ କରା ଯାଇଛି ତାଙ୍କ ବି-ରୁ-ଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି । ଅନ୍ୟ କ୍ଷାତ୍ରରେ ଏନସିବୀର ଯୁ-କ୍ତି-କୁ ମାନ୍ୟବର କୋ-ର୍ଟ ଗ୍ରହଣ କରି ନ ଥିଲେ । ଏହି ଘଟଣାର ପରବର୍ତ୍ତୀ ଶୁଣାଣୀ NDPS କୋ-ର୍ଟରେ କରାଯିବ । ଏହି ସମୟ ମଧ୍ୟରେ ଏଶଜି ଅଜୟ ଯୁ-କ୍ତି କରିଥିଲେ ଯେ କାହିଁକି ଆର୍ୟନ ଖାନଙ୍କୁ ବେ-ଲ ମିଳିବା ଉଚିତ ନୁହେଁ ? ଅନ୍ୟ ପରେ ଆଇନଜୀବୀ ସତୀଶ ମାନେସିନ୍ଧେ କହିଥିଲେ କଣ ପାଇଁ ତାଙ୍କୁ ବେଲ ମିଳିବାର ଆବଶ୍ୟକତା ରହିଛି ? ଏହା ସହ ଆର୍ୟନଙ୍କୁ କାହିଁକି ଯୁଡିସିୟାଲ କଷ୍ଟଡିକୁ ପଠାଇବାର ଆବଶ୍ୟକତା ରହିଛି ? ଆସନ୍ତା କାଲୀ ବେଲ ପିଟିସନ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ତେବେ ଏଥିରୁ ଏସପିଏସଟି ହେଉଛି ଯେ ନ୍ୟାୟ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ । ଯଦି କାଲି ଆର୍ୟନଙ୍କୁ ବେଲ ମିଳିବ ତେବେ ବାକି ସମସ୍ତଙ୍କୁ ମଧ୍ୟ ବେଲ ମିଳିବାର ଆବଶ୍ୟକତା ରହିଛି । ତେବେ ଆସନ୍ତା କାଲି କୋ-ର୍ଟ କଣ ନିଷ୍ପତି ନେବା ତାହା ଦେଖିବାର ଅଛି । ଯଦି ଆର୍ୟନ ଖାନ ଜେଲ ଯାଆନ୍ତି ତେବେ ଏହା ଏକ ଐତିହାସିକ ନିଷ୍ପତି ହେବ କୋ-ର୍ଟ ପାଇଁ ଯେଉଁଠାରେ ଷ୍ଟାର କିଡଙ୍କୁ ଜେଲ ପଠାଯିବ ଏହି ଘଟଣାକୁ ନେଇ । ଅନ୍ୟ ପରେ ଶାହରୁଖ ଓ ଗୌରି ଖାନ ବର୍ତ୍ତମାନ ଚି-ନ୍ତି-ତ ଅଛନ୍ତି । ଅନ୍ୟ ପରେ ଆଇନଜୀବୀ ସତୀଶଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ ଯେ କିପରି ଭାବେ କୋ-ର୍ଟରୁ ଆର୍ୟନଙ୍କ ବେଲ କନଫର୍ମ କରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *