ଜେଲ ରେ ଭୋ-ଭୋ ହେଇ କାନ୍ଦନ୍ତି Aryan, ଆର୍ଯ୍ଯନଙ୍କ ସହ ଜେଲ ରେ ବନ୍ଦ ଥିବା କଏଦୀ କହିଲେ ଆର୍ୟ୍ଯନ ଙ୍କ ଏମିତି ଅବସ୍ଥା, ଦେଖନ୍ତୁ Video

ଆର୍ୟନ ଖାନ ପାଖାପାଖି ୨୦ ଦିନ ହେବ ମୁମ୍ବାଇର ଆର୍ଥର ଜେ-ଲ-ରେ ଅଛନ୍ତି । ଏମିତିରେ ତାଙ୍କ ସହିତ ଥିବା ଜଣେ କ-ଏ-ଦୀ ଯାହାର ନାଁ ଶ୍ରବଣ ଅଟେ ସେ ଆର୍ୟନ ଖାନଙ୍କ ସହ ଏହି ଜେ-ଲ-ରେ ଥିଲେ ଓ ବର୍ତ୍ତମାନ ସେ ବାହାରକୁ ବାହାରି ସାରିଛନ୍ତି । ଏମିତିରେ ଯେତେବେଳେ ମିଡିଆ ତାଙ୍କୁ ଆର୍ୟନ ଖାନ ବିଷୟରେ ପ୍ରଶ୍ନ କରିଲେ ତେବେ ସେ ବହୁତ ଆଶ୍ଚର୍ଯ୍ୟକର ବୟାନ ଦେଲେ । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ଆର୍ୟନ ଖାନ କାନ୍ଦୁଥିଲେ ତେବେ କଏଦୀ ଶ୍ରବଣ କହିଲେ କି ପ୍ରଥମ ଦିନ ଯିଏବି ଆସିଥାଏ ସେ କାନ୍ଦିଥାଏ ।

ଯିଏ ଜେ-ଲ-କୁ ଯିବା ଆସିବା କରେ ସେ କାନ୍ଦି ନ ଥାଏ । କିନ୍ତୁ ଯିଏ ନୂଆ ଆସିଥାଏ ସେ ନିଶ୍ଚିତ କାନ୍ଦି ଥାଏ । ଆଗକୁ କହିଲେ କି ଯେମିତି ସମସ୍ତେ ଜେ-ଲ ଭିତରକୁ ଗଲେ ସେ ବି ଗଲା ।

ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ତାଙ୍କୁ କିଛି ଅଲଗା ଭିଆଇପି ସୁବିଧା ଦିଆଯାଉ ଥିଲା କି ଏହାର ଜବାବରେ କଏଦୀ ଶ୍ରବଣ କହିଲେ କି ନା, ସେହିଭଳି କିଛି ସୁବିଧା ଦିଆ ହୋଇ ନାହିଁ, ସମସ୍ତଙ୍କୁ ଯାହା ଦିଆଯାଉ ଥିଲା ତାକୁ ବି ସେହି ଜିନିଷ ଦିଆ ଯାଉ ଥିଲା । ଶ୍ରବଣଙ୍କ ଅନୁସାରେ ସେ ଜେ-ଲ-ର କଠୋରୀ ନମ୍ବର ୧ରେ ଆର୍ୟନ ଖାନଙ୍କ ସହ ଥିଲେ । ସେ ଆଗକୁ କହିଲେ କି ଆର୍ୟନର ବନ୍ଧୁମାନେ ବି ଆର୍ୟନ ଖାନଙ୍କ ସହିତ ସେହି କଠୋରୀରେ ଥିଲେ ।

ତାଙ୍କୁ କିଛି ଅଲଗା ସୁବିଧା ଦିଆ ଯାଉ ନ ଥିଲା । ଅନ୍ୟ କଏଦୀମାନଙ୍କ ଭଳି ତାଙ୍କୁ ବି ସେହି ସବୁ ଜିନିଷ ମିଳୁଥିଲା ଯାହା ଅନ୍ୟ କଏଦୀମାନଙ୍କୁ ମିଳୁଥିଲା । ଯେମିତି ସବୁ କଏଦୀମାନଙ୍କର ଚୁଟି କାଟିଦିଆଯାଏ ସେହିଭଳି ଆର୍ୟନ ଖାନର ଚୁଟି କଟା ଯାଇ ଥିଲା । ଖାଇବା ଉପରେ ଶ୍ରବଣ କହିଲେ ଜେଲର ଖାଦ୍ୟ ଖାଇବା ପାଇଁ ସମସ୍ତେ ବାଧ୍ୟ ଅଟନ୍ତି ।

ଯଦି ସେମାନେ ଖାଇବେ ନାହିଁ ତେବେ ଅନ୍ୟ କାହାକୁ ଦେଇ ଦେବେ । ଯେଉଁ ସମୟରୁ ଆର୍ୟନ ଖାନ ଗି-ର-ଫ ହୋଇଛି ସେହି ସମୟରୁ ତାଙ୍କୁ କେବଳ ବିସ୍କୁଟ ହିଁ ଦିଆ ଯାଉଛି । ଏହା ଛଡା ସେ କହିଲେ କି ଯଦି ତାଙ୍କର ଘର ଲୋକମାନେ ଟଙ୍କା ପଠାଇବେ ତେବେ ସେ ସେହି ଟଙ୍କାରୁ କ୍ୟାଣ୍ଟିନରୁ କିଛି ମଗାଇ ଖାଇ ପାରିବେ । ଶ୍ରବଣ କହିଲେ କି ଆର୍ୟନ ଖାନଙ୍କ ପାଖରେ ମୋନ ଅର୍ଡର ଆସିଥିଲା କିନ୍ତୁ ସେହି ସମୟରେ ମୁଁ ନ ଥିଲି । ଆର୍ୟନ ଖାନ ବହୁତ କାନ୍ଦୁଥିଲେ । ଆର୍ୟନ ଖାନ ବିଶେଷ କିଛି କଥା କହୁ ନ ଥିଲେ ।

Leave a Reply

Your email address will not be published. Required fields are marked *