ରାତିରେ ପାଦରେ ଗୋଟେ ଅରଖ ପତ୍ର ବାନ୍ଧି ସୁଅନ୍ତୁ – ଦେଖିବେ ଖୁବ ଅଳ୍ପ ଦିନରେ ଭଲ ହେବ ଏହି ବଡ ରୋଗ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ନେଇ ଆସିଛୁ । ଯାହା ଆପଣଙ୍କ ପାଇଁ ବହୁତ କାମରେ ଆସିବ । ଆଜିକାଲି ଯେମିତି ରୋଗ ବଢିବାକୁ ଲାଗୁଛି ଔଷଧ ଖାଇବା ପାଇଁ ଲୋକ ଡ଼ରିଲେଣି । କିନ୍ତୁ ବାଧ୍ୟତା ମୂଳକ ବିଭିନ୍ନ ରୋଗ ପାଇଁ ବିଭିନ୍ନ ଔଷଧ ଖାଇବାକୁ ହିଁ ପଡୁଛି । ଖାଦ୍ୟ ଅପେକ୍ଷା ଔଷଧ ଅଧିକ ଖାଉଛନ୍ତି ଆଜିକାଲିର ଲୋକମାନେ । ବିନା ଔଷଧରେ ବଞ୍ଚିବା କଷ୍ଟ ହୋଇଗଲାଣି । ଏମିତିରେ ଗୋଟେ ରୋଗ ଏମିତି ବାହାରିଛି ଯାହା ପ୍ରତ୍ୟକ ଲୋକଙ୍କ ଘରେ ଦେଖିବାକୁ ମିଳୁଛି । ଗୋଟେ ପରିବାରର ୩ରୁ ୨ଜଣ ନିଶ୍ଚିତ ସେହି ରୋଗରେ ପୀଡିତ ରହୁଛନ୍ତି । ସେହି ରୋଗଟି ହେଲା ମଧୁମେହ । ଏଇ ରୋଗ ଯେମିତି ଗୋଟେ ସାଧାରଣ ରୋଗ ହୋଇଗଲନି ଯାହା କୁ ଦେଖ ସେ ମଧୁମେହ ରୋଗରେ ପୀଡିତ ।

ଏହା ଏକ ଏଭଳି ରୋଗ ଯାହା ଠାରେ ହୋଇଗଲେ ମାରିବା ପର୍ଯ୍ୟନ୍ତ ରହିଥାଏ । ତେବେ ଏହି ରୋଗ ପାଇଁ ଅନେକ ଔଷଧ ଅଛି ସତ କିନ୍ତୁ ଆଜି ଆମେ ଯେଉଁ ଔଷଧ କହିବୁ ଏହାକୁ କରିବା ଦ୍ଵାରା ଆପଣ ସବୁଦିନ ପାଇଁ ଏହି ରୋଗରୁ ମୁକ୍ତି ପାଇପାରିବେ । ଏଥିପାଇଁ ଆପଣଙ୍କୁ କେବଳ କିଛିଟି ସାମଗ୍ରୀ ଦରକାର । ସେ ସବୁ ହେଲା ଏକ ଅରଖ ପତ୍ର ,ସୁତା ଏବଂ ସକ୍ସ । ଏହି ତିନୋଟି ଜିନସ ପ୍ରୟୋଗ କରି ଆପଣ ସବୁଦିନ ପାଇଁ ମଧୁମେହ ରୋଗରୁ ମୁକ୍ତି ପାଇପାରିବେ । ତେବେ କେମିତି ଏହାର ପ୍ରୟୋଗ କରିବେ ଆସନ୍ତୁ ଜାଣିବା ।

ତେବେ ପ୍ରଥମେ ସେହି ପତ୍ରକୁ ନେଇ ରାତିରେ ଗୋଡ଼ ପାଦରେ ସୁତା ସାହାଯ୍ୟରେ ବାନ୍ଧନ୍ତୁ ଓ ତା ଉପରେ ମୋଜା ପିନ୍ଧିକି ରାତିସାରା ସୋଇଯାଆନ୍ତୁ I କିଛି ଦିନ ପ୍ରୟୋଗ କଲାପରେ ମଧୁମେହ ଧୀରେ ଧୀରେ ନିୟନ୍ତ୍ରଣ ହେବାକୁ ଲାଗିବ I ଦିନରେ ଭି ଏହାର ପ୍ରୟୋଗ ହେଇପାରିବ I ଏହାର ପ୍ରୟୋଗ କିଛିଦିନ ଲଗାତାର କଲେ ଆପଣଙ୍କର ମଧୁମେହ ରୋଗ ମୂଳରୁ ଶେଷ ହୋଇଯିବ I ଏହି ଉପାୟ କରିବା ପରେ ଆପଣଙ୍କୁ ଆଉ ମଧୁମେହ ପାଇଁ ମେଡିସିନି ଦରକାର ପଡ଼ିବନାହିଁ । ଏହି ପତ୍ର ଆପଣଙ୍କ ଡାଇବେଟିସ କୁ ନିୟନ୍ତ୍ରଣ ରଖିଥାଏ I ଅରଖପତ୍ର ସବୁ ରୋଗ ପାଇଁ ବ୍ୟବହାର କରାଯାଏ I କିନ୍ତୁ ସାବଧାନ ଏହାର କ୍ଷୀର ଯେଭଳି ଆଖି ଭିତରକୁ ନଯିବା ଦରକାର ଏହା ଆପଣଙ୍କ ଆଖିକୁ ସବୁଦିନ ପାଇଁ ଅନ୍ଧ କରିଦେଇପାରେ I

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *