Architaଙ୍କ ଜନ୍ମ ଦିନରେ Sabyasachi କଲେ ଏଭଳି କାମ, ଜାଣି ଆଖିରେ ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ, ଗତକାଲି ଥିଲା ଅର୍ଚ୍ଚିତାଙ୍କ ଜନ୍ମଦିନ । ବନ୍ଧୁଗଣ ଶାଶୁଘରେ ପ୍ରଥମ ଦିନ ପାଇଁ ଅର୍ଚ୍ଚିତା ଜନ୍ମଦିନ ପାଳନ କରିଥିଲେ । ବନ୍ଧୁଗଣ ବିବାହ ପରେ ନିଜ ଶାଶୁଘରେ ଅର୍ଚ୍ଚିତାଙ୍କ ଏହା ପ୍ରଥମ ଜନ୍ମଦିନ ଅଟେ । ବନ୍ଧୁଗଣ ଅର୍ଚ୍ଚିତାଙ୍କ ଜନ୍ମଦିନରେ ସବ୍ୟସାଚୀ କରିଲେ କିଛି ଏଭଳି କାର୍ଯ୍ୟ ଯାହା ବହୁତ ପ୍ରଶଂସା ର ଯୋଗ୍ୟ ହୋଇପାରିଛି ।

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ ରେ ସବ୍ୟସାଚୀ ଲେଖିଥିଲେ ଯେ ୧୫୦ ଜଣ ବସ ଚାଳକଙ୍କ ନିମନ୍ତେ ଖାଦ୍ୟବଣ୍ଟନର ବ୍ୟବସ୍ଥା କରାଗଲା । ବସ ଚାଳକ ମାନଙ୍କୁ ଦିଆ ଗଲା ରାସନ ସହାୟତା । ଅର୍ଚ୍ଚିତା ଙ୍କ ଜନ୍ମଦିନ ଅବସରରେ ଏହି କାର୍ଯ୍ୟ ହୋଇଥିବାରୁ ଆମେ ବହୁତ ଆନନ୍ଧିତ । ବନ୍ଧୁଗଣ ସବ୍ୟ କହିଥିଲେ ଯେ କୋରୋନା କାଳରେ ଅନେକ ଦୁଖକଷ୍ଟ ମଧ୍ୟରେ ବୁଢିଯାଇଛନ୍ତି ବସ ଡ୍ରାଇଭର, ହେଲପର ତଥା କର୍ମଚାରୀ । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ ରେ କୌଣସି ଏକ ଦିନ ଲାଇଭ ଚାଲିଥିଲା ।

ସେଠାରେ କିଛି ବସ ଡ୍ରାଇଭର କିଛି କଣ୍ଡକ୍ଟର ଏବଂ କିଛି ହେଲପର ବରମୁଣ୍ଡା ସ୍ଥିତ ବସ ଷ୍ଟାଣ୍ଡ ରେ ସହାୟତା ମାଗୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହୁଥିଲେ ଯେ, କୋରୋନା ସଂକ୍ରମଣ ଆସିବା ପରଠାରୁ ଆମ୍ଭକୁ ୨ ବର୍ଷ ହେବ ଆମ୍ଭେମାନେ ବହୁତ ଅସୁବିଧା ଭିତରେ ଅଛୁ । ବନ୍ଧୁଗଣ ଗତବର୍ଷ ଯାହା ଯେପରି ଗଲା ମାତ୍ର ଚଳିତ ବର୍ଷ ୨ ମାସ ଉପରେ ବିତିଲାଣି ବସ ଯାତାୟାତ ବନ୍ଧ ହୋଇଯାଇଛି ।

ବସ ଚାଳକ ମାନେ କହିଥିଲେ ବର୍ତ୍ତମାନ ଆମ୍ଭ ମାନଙ୍କ ପରିସ୍ଥିତି ଆଉ ଦେଖି ହେଉନାହିଁ । ଆମ୍ଭେ ମାନେ ବହୁତ ଅସୁବିଧାରେ ଭୋକ ଉପାସ ରେ ରହୁଅଛୁ । ବନ୍ଧୁଗଣ ରାଜ୍ୟରେ ସମୁଦାଯ ୧୨ ହଜାର ଗାଡି ଚାଲୁଥିବା ବେଳେ ଲକଡାଉନ ଯୋଗୁଁ ସବୁ ବନ୍ଧ । ବସ ଚାଳକ ମାନେ କହିଲେ ଯେ ଏଭଳି ପରିସ୍ଥିତିରେ ଅଧିକାଂଶ ଷ୍ଟାଫ ଗାଁ କୁ ଚାଲି ଯାଇଛନ୍ତି ।

ମାତ୍ର ଆମ୍ଭେ ୧୫୦ ପରିବାର ଘର ପରିବାର ପିଲାଛୁଆ ନେଇ ଏଠି ଘରଭଡା ନେଇ ରହିଅଛୁ । ମାତ୍ର ଆମ୍ଭ ମାନଙ୍କ ପାଖରେ ୧ ଟଙ୍କା ମଧ୍ୟ ନାହିଁ । ଓଳିଏ ଖାଇଲେ ୩ ମାସ ଉପାସ ରହୁଛୁ । ବନ୍ଧୁଗଣ ଭାତମୁଠା କଥା ଛାଡନ୍ତୁ ତାଙ୍କ ପାଖରେ ଚୂଡା ମୁଠେ ମଧ୍ୟ ମିଳୁନାହିଁ ଖାଇବାକୁ ।

ସେମାନେ କହିଥିଲେ ଆମ୍ଭେ ମାନେ କରିବୁ କଣ ? ଯଦି ଆମ୍ଭକୁ କେହି ସାହାର୍ଯ୍ୟ କରିବାକୁ ଆଗେଇ ଆସନ୍ତି ତେବେ ଆମ୍ଭ ମାନଙ୍କ ଜୀବନ ବଞ୍ଚିପାରିବ । ଏହାପରେ ସବ୍ୟସାଚୀ ଏହି ସମ୍ବାଦ କୁ ଦେଖି ସେମାନଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଲେ ।

ଆମ୍ଭେ ମାନେ ସେମାନଙ୍କ ପାଖରେ ଖାଦ୍ୟ ଏବଂ ରାସନ ସାମଗ୍ରୀ ନେଇ ପହଞ୍ଚିଥିଲୁ । ସବ୍ୟସାଚୀ କହିଥିଲେ ଆଜି ଅର୍ଚ୍ଚିତାଙ୍କ ଜନ୍ମଦିନ ତାଙ୍କ ଜନ୍ମ ଦିନରେ ଏଭଳି କାର୍ଯ୍ୟ କରିବାରୁ ଆମ୍ଭେ ନିଜକୁ ଧନ୍ୟ ମନେ କରୁଅଛୁ । ଆମ୍ଭର ପ୍ରଭୁ ଜଗାନ୍ନାଥ ଙ୍କ ପାଖରେ ପ୍ରାର୍ଥନା ସବ୍ୟସାଚୀ ଏବଂ ଅର୍ଚ୍ଚିତା ଏଭଳି ଭାବରେ ସମାଜର କଲ୍ୟାଣ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *