ନମସ୍କାର ବନ୍ଧୁଗଣ ଇଚ୍ଛା ଥିଲା ସେଚ୍ଛାସେବୀ ହେବାକୁ କିନ୍ତୁ ସବୁ କିଛି ଓଲଟା ପାଲଟା ହୋଇଗଲା । ଇଚ୍ଛା ଥିଲା ବେସାହାରା ଙ୍କୁ ସାହାରା ଦେବାକୁ କିନ୍ତୁ ସେମିତି କିଛି ହେଲା ନାହି । ସେଚ୍ଛାସେବୀ ଏଊ ହେଉ ଦେହଜୀବୀ ପାଲଟି ଗଲେ ସୁନ୍ଦରୀ ଅର୍ଚ୍ଚନା । ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହନି ଟ୍ରାପ ସୁନ୍ଦରୀ ଅର୍ଚ୍ଚନା ଙ୍କ ଏବେ ଛା ତ୍ରୀ ଜୀବନ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ଜେଲ ରେ ଦିନ ଯେତେ ଗଡୁଛି ସେତିକି ସବୁ ରହସ୍ୟ ସାମନାକୁ ଆସିବାରେ ଲାଗିଛି ।
ଦିନ ଏମିତି ଥିଲା ଯେବେ ଅର୍ଚ୍ଚନା ନିଜ ଛାତ୍ରୀ ଜୀବନରେ ଜାତୀୟ ସେବା ଯୋଜନାର ସର୍ବ ଶ୍ରେଷ୍ଠ ସ୍ବେଛାସେବୀ ପୁରସ୍କାର ପାଇଥିଲେ । ଆଉ ଅଳ୍ପ କିଛି ବର୍ଷ ମଧ୍ୟରେ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସମସ୍ତଙ୍କ ମନରେ ଏବେ ଗୋଟେ ପ୍ରଶ୍ନ ଅର୍ଚ୍ଚନା କେମିତି ହେଲେ ହନି ଟ୍ରାପ ସୁନ୍ଦରୀ ? ତେବେ ସେ ବାଲେଶ୍ଵର ଭୋଗରାଇ ବ୍ଲକ ଅନ୍ତର୍ଗତ ପଛୁଆଡି ର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ରେ ୨୦୧୪ ରୁ ୨୦୧୬ ଯାଏଁ ବିଜ୍ଞାନ ରେ ପାଠ ପଢୀଥିଲେ । ସେ ପାଠ ପଢି ସେ ଦ୍ଵିତୀୟ ଶ୍ରେଣୀରେ ପାସ କରିଥିଲେ ।
ଖାଲି ସେତିକି ନୁହେଁ ବରଂ ସେ ଏନସିଏସ ରେ ଏକ ସକ୍ରିୟ କ୍ୟାଣ୍ଡେଟ ଥିଲେ । ଯାହା ପାଇଁ ସେ ୨୦୧୫-୨୦୧୬ ବର୍ଷ ରେ ସର୍ବ ଶ୍ରେଷ୍ଠ ସ୍ବେଛାସେବୀ ରେ ପୁରସ୍କୁତ ହୋଇଥିଲେ । କିନ୍ତୁ କଲେଜରେ ତାଙ୍କର ଏଭଳି ରୂପ କାହାରି ନଜରକୁ ଆସି ନ ଥିଲା । କିନ୍ତୁ ଯେବେ ଅର୍ଚ୍ଚନାଙ୍କ କଲେଜ ସାରିଥିଲା ସେତେବେଳେ ନିଜର ହନି ଟ୍ରାପ ବେଶକୁ ଫେରିଥିଲେ । ରାଜଧାନୀ କି ଆସି ବଡ ବଡିଆଙ୍କୁ ଫସାଇ ଥିଲେ । ନିଜର ସୁନ୍ଦରତା ଓ ଆକର୍ଷଣ ଦେହକୁ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା ।
ନେତା ମନ୍ତ୍ରୀ ମାନଙ୍କର ରାତି କୁ କରୁଥିଲେ ରଙ୍ଗୀନ । ଆଉ ସକାଳେ ନେତା ମନ୍ତ୍ରୀ ମାନଙ୍କୁ ତାଙ୍କ ଅଶ୍ଳୀଳ ଫୋଟୋ ଦେଖାଇ ବ୍ଳାକମେଲ କରୁଥିଲେ । ତାଙ୍କ ଜଳ ରେ ଫସିଛନ୍ତି ବଡ ବଡ ନେତା ଆଉ ମନ୍ତ୍ରୀ ମାନେ । ଏମିତିକି ବିଜେନ୍ସ ମ୍ୟାନ ଠାରୁ ଆରମ୍ଭ କରି ବିଲଡର ମାନେ ବି ବର୍ତ୍ତୀ ନାହାନ୍ତି ଅର୍ଚ୍ଚନା ଙ୍କ କବଳରୁ ।
ଯାହା ପାଇଁ ମାତ୍ର ଅଳ୍ପ ଦିନ ରେ ସେ ତିଆରି କରିଥିଲେ ରାଜକୀୟ ଉଆସ । ଆଉ ସବୁ ସତ ସାମନାକୁ ଆସିବା ପରେ ଅର୍ଚ୍ଚନା ଆରେଷ୍ଟ ହୋଇଛନ୍ତି ଆଉ ଏବେ ଜେଲ ରେ ଦିନ କାଟୁଛନ୍ତି ଏବେ । ବନ୍ଧୁଗଣ ଆପଣ ମାନଙ୍କ ର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।