ଦେଖନ୍ତୁ Video: କେମିତି ବୁଡ଼ିଗଲା ବୋଟ୍ ଓ କେମିତି ଉଦ୍ଧାର ହେଲେ Arindam Das

ମହାନଦୀ ମୁଣ୍ଡଳୀ ବ୍ୟାରେଜ ନିକଟରେ ଓଲଟିଲା ବୋଟ । ହାତୀକୁ ବଞ୍ଚାଇବାକୁ ଯାଇ ଓଟିଭୀର ଦୁଇ ପ୍ରତିନିଧି ବୋଟରେ ମଧ୍ୟ ଥିଲେ ବୋଟରେ ଥିଲେ ଚିଫ ପ୍ରତିନିଧି ଅରିନ୍ଦମ ଏବଂ କ୍ୟାମାର ପର୍ଶନ ପ୍ରଭାତ । ହାତୀକୁ ବଞ୍ଚାଇବାକୁ ଯାଇ ସେମାନେ କିଭଳି ଭାବରେ ପାଣିର ପ୍ର-ଖ-ର ସୁ-ଅ-ର ଭା-ସି ଯାଉଛି ବୋଟ ଓ ତାହା ସହିତ କେମିତି ଅତି ଭ-ୟ-ଙ୍କ-ର ଭାବରେ ଓଲଟି ଯାଉଛି ବୋଟ । ଏହା ଅତ୍ୟନ୍ତ ଭ-ୟ-ଙ୍କ-ର ସହିତ ଦୁଃଖଦ ଚିହ୍ନ ମଧ୍ୟ ଥିଲା ।

ସେଥିରେ ଥିଲେ ଅରିନ୍ଦମ ଆପଣ ଦେଖିପାରୁଥିବେ ସେ କିଭଳି ଭାବରେ ବୁଡି ଯାଉଛନ୍ତି । ଉଲଟିବା ଭିତରେ ଓଡ୍ରାଫ ଟିମ ଯବାନ ମାନେ ସେଥିରୁ ବାହାରିବ ପାଇଁ ମଧ୍ୟ ବହୁତ ଚେଷ୍ଟା କରୁଛନ୍ତି ତାପରେ ମଧ୍ୟ ବୋଟ ପୁରା ଓଲଟି ପଡୁଛି ।

ଲୋକ ମାନେ ମଧ୍ୟ ଏହି ଟିମର ମେମ୍ବର ମାନଙ୍କୁ ଦଉଡି ମାଧ୍ୟମରେ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତଥାପି ସକ୍ଷମ ହୋଇପାରିନାହାନ୍ତି । ଅରିନ୍ଦମ ଥିଲେ ଜଣେ ଦକ୍ଷ ସାହସୀ ସ୍ପଷ୍ଟବାଦୀ ସାମ୍ବାଦିକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ।

୩୯ ବର୍ଷ ବୟସରେ ଅକାଳ ବି-ୟୋ-ଗ ହୋଇଛି ତାଙ୍କର । ଗଣ ମାଧ୍ୟମ ଦୁନିଆରେ ଥିଲେ ଜଣେ ଚର୍ଚିତ କ୍ରା-ଇ-ମ ରି-ପୋ-ର୍ଟ-ର । ସେ ଜଣେ ଦକ୍ଷ ସାହସୀ ସ୍ପଷ୍ଟବାଦୀ ସାମ୍ବାଦିକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ । ସେ ଢେଙ୍କାନାଳ ସ୍ଥିତ ଆଇ ଆଇ ଏମ୍ସରୁ ସମ୍ବାଦିକତା ପାଠ୍ୟକ୍ରମରେ ଫିଜି ଡିପ୍ଲୋମା କରିଥିଲେ । ବ-ନ୍ୟା ଓ ବା-ତ୍ୟା ସମୟରେ ଗ୍ରାଉଣ୍ଡ ଜିରୋରୁ ତାଙ୍କ ରିପୋର୍ଟିଂ ବହୁତ ପ୍ରଶଂସାନିୟା ହୋଇପାରିଥିଲା ।

ଫାଇଲିନ ଓ ହୁଡ ହୁଡ ବେଳେ ପ୍ରବଳ ପବନ ବାତ୍ୟାକୁ ଖାତିର ନକରି ଟିକିନିଖ ସୂଚନା ଦେଇ ପ୍ରଶଂସା ପାଇଥିଲେ ଅରିନ୍ଦମ । ରାଜ୍ୟର ବିଭିନ୍ନ ରାଜ୍ୟରୁ ସେ ଗ୍ରାଉଣ୍ଡ ଜିରୋ ରିପୋର୍ଟ କରୁଥିଲେ । ବଡ ନାଦ ଷ୍ଟୋରି ପଛରେ ବହୁତ ଜିଲ ସହିତ ଲାଗି ରହୁଥିଲେ । ଆଜି ମୁଣ୍ଡଳୀଠାରେ ହାତୀ ଘଟଣାର ଲାଇଭ କଭରେଜ କରୁଥିଲେ ହେଲେ ହାତୀ ଉଧାର ସମୟରେ ସେ ଓଡ୍ରାଫ ବୋଟରେ ଯାଇଥିଲେ । ଏହା ଓଲଟି ପଡିବାରୁ ତାଙ୍କର ଦୁଖଦ ବି-ୟୋ-ଗ ଘଟିଛି । ଯୁବ ସାମ୍ବାଦିକ ଅରିନ୍ଦମଙ୍କ ବି-ୟୋ-ଗ-ରେ ବିଭିନ ମହଲରେ ଶୋକ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *