ସାମ୍ବାଦିକ Arindam Das ଙ୍କ ମୃତ୍ୟୁ ପାଇଁ OTV ଚ୍ୟାନେଲର MD ତାଙ୍କ ପରିବାରକୁ ଏତେ ଲକ୍ଷ ଟଙ୍କା ଆର୍ଥିକ ସାହାଜ୍ଯ ଦେବାର କଲେ ଘୋଷଣା

ନମସ୍କାର ବନ୍ଧୁଗଣ । ହାତୀ କୁ ଉଦ୍ଧାର କରିବାକୁ ଯାଇ ଡିୟୁଟି ସମୟରେ ସାମ୍ବାଦିକ ଅରିନ୍ଦମ ଦାସ ଙ୍କର ପ-ର-ଲୋ-କ ଘଟିଛି । ଅନେକ ଚେଷ୍ଟା ପରେ ମଧ୍ୟ ସେ ଏ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି । ତେବେ ଓଟିଭି ଚ୍ଯାନେଲ ତରଫରୁ ଅରିନ୍ଦମ ଦାସଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଦିଆଯିବ ବୋଲି ଘୋଷଣା କରା ଯାଇଛି । ଓଟିଭି ଚ୍ୟାନେଲର ଏମଡି ଜଗିମଙ୍ଗତ ପଣ୍ଡା ଏହି କଥା ଘୋଷଣା କରିଛନ୍ତି । ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ହେବା କେବଳ ଓଟିଭି ଚ୍ୟାନେଲର ଏମଡିଙ୍କ ପାଇଁ ନୁହେଁ ବରଂ ପୁରା ଅନୁଷ୍ଠାନ ପାଇଁ ଏକ ଅପୂରଣୀୟ କ୍ଷତି ।

ଆଉ ଜଣେ ଅରିନ୍ଦମ କେବେ ଆଉ ସୃଷ୍ଟି ହୋଇ ପାରିବେ ନାହି ବୋଲି ଓଟିଭି ଏମଡି ନିଜ ରାଏ ରେ କହିଛନ୍ତି । କୌଣସି ଆର୍ଥିକ ସହାୟତା ଏ କ୍ଷତି ଭରଣ କରି ପାରିବ ନାହି ବୋଲି ଏମଡି କହିଛନ୍ତି । ଅରିନ୍ଦମ ଦାସଙ୍କ ପରିବାର ବର୍ତ୍ତମାନ ତାଙ୍କ ପରିବାର ଓ ତାଙ୍କର ସବୁ ଦାୟିତ୍ଵ ତାଙ୍କର ବୋଲି ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା କହିଛନ୍ତି । ଓଟିଭି ଚ୍ୟାନେଲର ଏମଡି ଜଗିମଙ୍ଗତ କହିଛନ୍ତି ଯେ ସେ ତାଙ୍କ ଜୀବନର ୨୩ ବର୍ଷ ଅମଧ୍ୟରେ ଏମିତି ଦୁସାହସିକ ସାମ୍ବାଦିକ ଦେଖି ନାହାନ୍ତି । ସାମ୍ବାଦିକ ଅରିନ୍ଦମ ଙ୍କ ନି-ଧ-ନ-ରେ କେବଳ ଓଟିଭି ଚ୍ଯାନେଲ ପାଇଁ ନୁହେଁ ବରଂ ପୁରା ଓଡିଶା ର କ୍ଷତି ହୋଇଛି ।

ସାମ୍ବାଦିକ ଅରିନ୍ଦମ ଜଣେ ହିରୋ ଥିଲେ ବୋଲି ଏମଡି ନିଜ ରାଏ ରେ କହିଛନ୍ତି । ଏହା ସହ ଅରିନ୍ଦମଙ୍କୁ ଜନ୍ମ ଦେଇଥିବା ତାଙ୍କ ଆମ ଙ୍କୁ ମଧ୍ୟ ସାଲୁଟ କରିଛନ୍ତି ଓଟିଭି ଏମଡି ଜାଗା ମଙ୍ଗତ ପଣ୍ଡା । ଓଟିଭି ଏମଡି ଜଗ ମଙ୍ଗତ ପଣ୍ଡା ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ସହ ପ୍ରତେକ ମୂହୁର୍ତ୍ତ ରେ ତାଙ୍କ ଝିଅ ଭଳି ରହିବେ ବୋଲି ନିଜ ରାଏ ରେ କହିଛନ୍ତି ।

ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ସାମାବ୍ଦିକ ଅରିନ୍ଦମ ଦାସ ଯେଉଁ କାମ କରିଗଲେ ତାହା ବାସ୍ତବରେ ପ୍ରଶଂସନୀୟ ଅଟେ । ସାମ୍ବାଦିକ ଅରିନ୍ଦମ ଦାସ ନିଜର ଜୀବନ କାଳ ମଧ୍ୟ ରେ ବହୁତ ଇମ୍ନାଦାରି ଭାବେ ନିଜର ଡିୟୁଟି ପୁରା ଅକରିଛନ୍ତି । ଆମେ ମାନେ ସମସ୍ତେ ତାଙ୍କର ଆ-ତ୍ମା ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *