Arindam Dasଙ୍କ ଶେଷ କଲ ରେକର୍ଡ! କଣ କହିଥିଲେ ସ୍ତ୍ରୀଙ୍କୁ ଶୁଣିଲେ ଆଖିରେ ଲୁହ ଆସିଯିବ…

ହାତୀକୁ ଉ-ଦ୍ଧା-ର କରିବାକୁ ଯାଇ ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ହୋଇଥିଲା । ଅରିନ୍ଦମ ଦାସ ସମସ୍ତ ସମ୍ବାଦିକମାନଙ୍କ ମଧ୍ୟରେ ବହୁତ ସା-ହା-ସୀ ଥିଲେ ଓ ପୁରା ରାଜ୍ୟର ସମସ୍ତ ସମ୍ବାଦିକ ତାଙ୍କୁ ବହୁତ ମାନୁ ଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଦିନର ଦୁ-ର୍ଘ-ଟ-ଣାରେ ଅରିନ୍ଦମ ଦାସଙ୍କ ଜୀବନ ଚାଲି ଯାଇ ଥିଲା । ବର୍ତ୍ତମାନ ଅରିନ୍ଦମ ଦାସଙ୍କ ଶେ-ଷ ଫୋନ କଲ ସାମ୍ନାକୁ ଆସୁଛି । ଅରିନ୍ଦମ ଶେଷ ଫୋନ କଲ ନିଜର ସ୍ତ୍ରୀଙ୍କୁ କରିଥିଲେ । ଅରିନ୍ଦମ ଦାସ ସମୀକ୍ଷାଙ୍କୁ ବିବାହ କରିଥିଲେ ।

ବିବାହ ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ବି ଅଛି । ଯାହାର ବୟସ ବର୍ତ୍ତମାନ ୨.୫ ବର୍ଷ । ସମୀକ୍ଷାଙ୍କ ସହ ଅରିନ୍ଦମ ଦାସ ଶେଷ ଥର ପାଇଁ କଥା ହୋଇଥିଲେ । କିନ୍ତୁ ଅରିନ୍ଦମ ଓ ତାଙ୍କର ପତ୍ନୀ ସମୀକ୍ଷା କେବେ ଜାଣି ନ ଥିଲେ କି ଏହା ସେମାନଙ୍କର ଶେଷ କଲ ଅଟେ ।

ଅରିନ୍ଦମ ନିଜ ପିତା ମାତାଙ୍କର ଏକମାତ୍ର ପୁଅ ଅଟନ୍ତି ଓ ବର୍ତ୍ତମାନ ସେ ନିଜର ମା, ଭଉଣୀ, ପତ୍ନୀ ଓ ପୁଅକୁ ଏକୁଟିଆ ଛାଡି ଆର ପାରିକୁ ଚାଲି ଯାଇଛନ୍ତି । ଯେଉଁ ସମୟରେ ସେ ନିଜର ପତ୍ନୀଙ୍କୁ ଫୋନ କରିଥିଲେ । ସେହି ସମୟରେ ସେ କେବେ ଚି-ନ୍ତା କରି ନ ଥିଲେ କି ତାଙ୍କ ସହିତ ଏହିଭଳି କିଛି ଘ-ଟ-ଣା ଘଟିଯିବ । ସବୁଦିନ ଭଳି ଅରିନ୍ଦମ ଦାସ ଯେମିତି ନିଜ ପୁଅ ଓ ସ୍ତ୍ରୀ ସହ କଥା ହୁଅନ୍ତି ସେହି ଦିନ ବି ସେ ନିଜର ପୁଅ ଓ ସ୍ତ୍ରୀ ସହ କଥା ହୋଇଥିଲେ ।

ସ୍ତ୍ରୀକୁ ଫୋନ କରି ସେ କହିଥିଲେ କି ତୁମେ ଖାଇ ସାରିଛ, ପୁଅ ଓ ମା ଖାଇ ସାରିଛନ୍ତି ନା ନାହିଁ । କିନ୍ତୁ କିଛି ସମୟ ପରେ ଏହି ଘ-ଟ-ଣା ଘଟିବା ପରେ ଯେତେବେଳେ ତାଙ୍କର ପତ୍ନୀଙ୍କୁ ଏହି ଖ-ବ-ର ଦିଆଗଲା ତେବେ ସେ ଭା-ଙ୍ଗି ପଡିଲେ । ସେ କେବେ ବି ଚି-ନ୍ତା କରି ନ ଥିଲେ କି କିଛି ସମୟ ପୂର୍ବରୁ କଥା ହୋଇଥିବା ଅରିନ୍ଦମ ଦାସ ତାଙ୍କୁ ଛାଡି ଚାଲି ଯିବେ । ଅରିନ୍ଦମଙ୍କ ମୃ-ତ୍ୟୁ ପରେ ତାଙ୍କର ପତ୍ନୀ କହିଥିଲେ କି ଧନ ତୁମେ ଫେ-ରି ଆସ ।

ମୁଁ ଚି-ନ୍ତା ବି କରି ନ ଥିଲି କି ଏମିତି ହବ । କିଛି ସମୟ ପୂର୍ବେ ତୁମେ ମୋ ସହ କଥା ହୋଇଥିଲ । ଏହିଭଳି ଭାବରେ ତାଙ୍କର ପତ୍ନୀ କାନ୍ଦି କାନ୍ଦି ଦୁଃଖରେ କହୁଛନ୍ତି । ଅରିନ୍ଦମ ମୃ-ତ୍ୟୁ ପୂର୍ବରୁ ନିଜର ସ୍ତ୍ରୀ, ପୁଅ ଓ ମା କେମିତି ଅଛନ୍ତି ଏହା ପଚାରି ବୁଝି ଥିଲେ । ସେହି ସମୟରେ ଅରିନ୍ଦମଙ୍କ ପତ୍ନୀ କେବେ ବି ଚି-ନ୍ତା କରି ନ ଥିଲେ କି ଅରିନ୍ଦମ ଦାସ ତାଙ୍କୁ ସବୁଦିନ ପାଇଁ ଛାଡି ଚାଲିଯିବେ ।

Leave a Reply

Your email address will not be published. Required fields are marked *