RIP Arindam Das: ଓଟିଭି ଚ୍ୟାନେଲର ଚିଫ ସାମ୍ବାଦିକ Arindamଙ୍କ ବିଷୟରେ କିଛି ଏମିତି କହି କାନ୍ଦି ପକାଇଲେ ସହ ସାମ୍ବାଦିକ Kastury…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଓଟିଭି ଚ୍ୟାନେଲର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କର ହାତୀକୁ ପାଣିରୁ ଉଦ୍ଧାର କରିବାକୁ ଯାଇ ପ-ର-ଲୋ-କ ଘଟିଛି ଯାହା ବର୍ତ୍ତମାନ ପାଇଁ ଏକ ଦୁଖଦ ଖବର ପ୍ରକାଶ ପାଇଛି । ଅରିନ୍ଦମଙ୍କ ବିଷୟରେ ଅନ୍ୟ ଜଣେ ସାମ୍ବାଦିକା କସ୍ତୁରୀ ରାଏ ନିଜ ରାଏରେ କହିଛନ୍ତି ଯେ ଅରିନ୍ଦମ ଏମିତି ଜଣେ ମଣିଷ ଥିଲେ ଯିଏ ବହୁତ ପରୋପକାରୀ ଥିଲେ । ଯଦି ଦରକାର ପଡେ କଷ୍ଟରୀ ଅରିନ୍ଦମଙ୍କ ନାଁ ରେ ଏକ ବହି ମଧ୍ୟ ଲେଖି ପାରିବେ । ଅରିନ୍ଦମ ନିଜ କାମ ପ୍ରତି ଏତେ ସିନସିୟର ଥିଲେ ହୁଏ ତ ଆଉ କେହି ଏମିତି କାମ କରିବେ ନାହି ।

ସାମ୍ବାଦିକା କସ୍ତୁରୀ କହିଛନ୍ତି ଫନି ବାତ୍ୟା ହେବା ସମୟରେ ସେ ନିଜର ଦୁସାହସିକତା ଦେଖାଇ ସବୁ ପରିସ୍ଥିତିକୁ କଭର କରିଥିଲେ । ଫନି ବାତ୍ୟା ସମୟରେ ରାତି ୧୧ଟା ପରେ ପବନ ହେବା ସମୟରେ ଅରିନ୍ଦମ ବାହାରି ଥିଲେ ସବୁ ରିପୋର୍ଟ ସଂଗ୍ରହ କରିବାକୁ ବିନା ଭୟରେ ବୋଲି କସ୍ତୁରୀ କହିଛନ୍ତି । ଅରିନ୍ଦମ ପାଣି ପାଖକୁ ଯାଇ ପିଟିସନ ଦେଉଥିଲେ ଜହକୁ ଦେଖିଲେ ଲାଗେ କି ଏହା ବିନା ଯେମିତି ତାଙ୍କର ଜୀବନର କୌଣସି ଅର୍ଥ ନାହି । ଅରିନ୍ଦମ ବାତ୍ୟା ସମୟରେ ଯେଉଁ ଜାଗାରେ ଲ୍ୟାଣ୍ଡଫଲ ହୁଏ ସେହି ଜାଗାରେ ଯାଇ କେଉଁ ଘଟଣା କଭର ନ କରନ୍ତି ତାହା କହିବା ଭୁଲ ହେବ ।

କୌଣସି ଘଟଣା ଅରିନ୍ଦମଙ୍କୁ ଅଟକାଇ ପାରେ ନାହି ବୋଲି ସାମ୍ବାଦିକା କସ୍ତୁରୀ କହିଛନ୍ତି । ବାତ୍ୟା ସାରିବା ପରେ ଯେତେବେଳେ ଅରିନ୍ଦମ ତାଙ୍କ ଟିମ ସହ ଫେରୁଥିଲେ ସେହି ସମୟରେ ତାଙ୍କୁ ତାଙ୍କର ଟିମର ସଦସ୍ୟ ମାନେ ମନା କରିଥିଲେ ବାହାରକୁ ନ ଯିବା ପାଇଁ କିନ୍ତୁ ସେ କିଛି ବି ଶୁଣି ନ ଥିଲେ । ଏମିତି କି ଡ୍ରାଇଭର ଗାଡି ଷ୍ଟାର୍ଟ କରିବାକୁ ଡରିବା ବେଳେ ଅରିନ୍ଦମ ନିଜେ ଗାଡି ଷ୍ଟାର୍ଟ କରି ଯାଇଥିଲେ । ରାସ୍ତା ରେ ଯାଉଥିବା ସମୟରେ ଗଛ ଗୁଡିକ ହଟାଇବା ଠାରୁ ଆରମ୍ଭ କରି ଲୋକ ମାନଙ୍କୁ ସାହାଜ୍ଯ କରିବା ପାଇଁ ଅରିନ୍ଦମ ଆଗରେ ରହିଥିଲେ । ନିଜ ଗାଡିରୁ ଖାଇବା ନେଇ ଲୋକ ମାନକୁ ଦେଉଥିଲେ ବାତ୍ୟା ସମୟରେ ଅରିନ୍ଦମ ।

ପ୍ରତେକଟି କ୍ଷେତ୍ରରେ ଅରିନ୍ଦମ ଆଗରେ ରହୁଥିଲେ । ପବନ ହେବା ସମୟରେ ଟ୍ରାନ୍ସମିଟର ଭାଙ୍ଗି ଥିବା ବେଳେ ଅରିନ୍ଦମଙ୍କୁ ଅଟକାଇ ଥିଲେ କସ୍ତୁରୀ ମ୍ୟାଡମ କିନ୍ତୁ ସେ ଅଟକି ନ ଥିଲେ । ଏହାର ଉତ୍ତର ରେ ଅରିନ୍ଦମ କୁହନ୍ତି “ମୁଁ ଏଇ ଜୀବି ଏଇ ଆସିବି” । “ଆପଣଙ୍କ ସାମନାରେ ଜୀବି ଆପଣଙ୍କ ସାମନାରେ ଆସିବି” ବୋଲି ଅରିନ୍ଦମ କୁହନ୍ତି । ଏଥରକ କିନ୍ତୁ ଅରିନ୍ଦମ ଗଲେ ଆଉ ଫେରିଲେ ନାହି ବୋଲି କସ୍ତୁରୀ କହିଛନ୍ତି । ଅରିନ୍ଦମ ନିଜ କାମ ପ୍ରତି ସିନସିୟର ଥିଲେ ବୋଲି କସ୍ତୁରୀ କହିଛନ୍ତି । ସେ ତାଙ୍କର ଡିୟୁଟି ସମୟରେ ଦେ-ହ ତ୍ୟା-ଗ କରିଛନ୍ତି ବୋଲି ବହୁତ ଖୁସି ଥିବେ ବୋଲି କସ୍ତୁରୀ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *