ଯୁବ ସାମ୍ବାଦିକ Arindam Dasଙ୍କ ମୃ-ତ୍ୟୁର 14 ଦିନ ପରେ ତାଙ୍କ ପରିବାରକୁ ଆସିଛି ବଡ ଖୁସି ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ଯେଉଁ ହାତିରାଜ ମି-ସ-ନ ହୋଇଥିଲା ସେଥିରେ ମୁଣ୍ଡଳୀ ବ୍ରିଜରେ ଓଟିଭି ଚ୍ଯାନେଲର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କର ପାଣିରେ ବୁଡି ପ-ର-ଲୋ-କ ଘଟିଛି । ତେବେ ତାଙ୍କର ମୃ-ତ୍ୟୁ ପରେ ଓଡିଶାର ଜଣାଶୁଣା ବ୍ୟକ୍ତି ମାନେ ତାଙ୍କ ପରିବାରକୁ ସାହାଜ୍ଯ କରିବା ପାଇଁ ଆଗେଇ ଆସିଥିଲେ । ତେବେ ଅରିନ୍ଦମଙ୍କ ପରିବାର ତାଙ୍କୁ ହରାଇ ଦୁଖରେ ଭାଙ୍ଗି ପଡିଛନ୍ତି । ଏହି ସମୟରେ ଓଟିଭିର ଏମଡି ଜ୍ୟାଗିମଙ୍ଗତ ପଣ୍ଡା ଯେଉଁ ମାନେ ଭଲ ସାମ୍ବାଦିକ ହେବା ପାଇଁ ପାଠ ପଢୁଛନ୍ତି ସେହି ଛାତ୍ର ମାନଙ୍କୁ ଅରିନ୍ଦମ ଙ୍କ ନାଁ ରେ ସ୍କଲାରସିପ ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ଏପରି ହେବା ଦ୍ଵାରା ଅରିନ୍ଦମ ଦାସ ସବୁ ଦିନ ପାଇଁ ଲୋକ ମାନଙ୍କ ମନରେ ଏକ ସ୍ମୂରତି ହୋଇ ରହିବେ । ତେବେ ଏହି ଖୁସି ଖବର ପାଇବା ପରେ ଅରିନ୍ଦମ ଙ୍କ ଘର ଲୋକେ ବହୁତ ଖୁସି ଥିବାର ନଜର ଆସୁଛନ୍ତି । ଅରିନ୍ଦମ ଦାସ ଏମିତି ଜଣେ ସାମ୍ବାଦିକ ଥିଲେ ଯିଏ ନିଜର ସାହସ ବଳରେ ବା-ତ୍ୟା ହେଉ ବା ବ-ନ୍ୟା ହେଉ ସବୁ ପରିସ୍ଥିତି ରେ ଆଗରେ ରହୁଥିଲେ । ସେ ଯେ କୌଣସି ପରିସ୍ଥିତି ରେ ନିଜକୁ ସଜାଗ ରଖି ନିୟୁଜ ପରିବେଷଣ କରିବାରେ ସଫଳ ହେଉଥିଲେ । ସେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ଭଲ ଭାବେ ପ୍ରସ୍ତୁତ କରି ନିଜ କ୍ୟାମେରା ରେ ନିୟୁଜ କଭର କରୁଥିଲେ ।

ତାଙ୍କର ଦୂସାହସିକତା ପାଇଁ ଲୋକ ମାନେ ତାଙ୍କୁ ଅମର ରହେ ବୋଲି ମଧ୍ୟ ନାରା ଲଗାଇଛନ୍ତି । କିନ୍ତୁ ଏତେ ଭଲ ମଣିଷ ହୋଇ ମଧ୍ୟ ଗତ ୨୪ ତାରିଖ ରେ ହା-ତି-ରା-ଜ ଅ-ପ-ରେ-ସ-ନ ରେ ହାତୀକୁ ଉ-ଦ୍ଧା-ର କରିବାକୁ ଯାଇ ଅରିନ୍ଦମ ଦାସଙ୍କର ନି-ଧ-ନ ହୋଇଛି । ଏହା ଫଳରେ ପୁରା ଓଡିଶାରେ ଶୋ-କର ଛା-ୟା ଖେଳି ଯାଇଛି । ଏହା ବ୍ୟତିତ ପୁରା ସାମ୍ବାଦିକ ଜଗତରେ ମଧ୍ୟ ଏଭଳି ନିଷ୍ପାପ ବ୍ୟକ୍ତିଙ୍କୁ ହରାଇ ଅରିନ୍ଦମଙ୍କ ବନ୍ଧୁ ମାନେ ଦୁଖ ପ୍ରକାଶ କରିଛନ୍ତି ।

ତେବେ ଓଟିଭି ଚ୍ୟାନେଲର ଏମଡି ଯେଉଁ ମହାନ କାମ କରିଛନ୍ତି ତାହା ବାସ୍ତବରେ ଅରିନ୍ଦମ ଦାସଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଯାହାକୁ ଲୋକ ମାନେ ପ୍ରଶଂସା ମଧ୍ୟ କରୁଛନ୍ତି । ଆମେ ମାନେ ସମସ୍ତେ ଅରିନ୍ଦମ ଦାସଙ୍କ ଆ-ତ୍ମାର ସ-ଦ-ଗ-ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *