ମାଲକାନଗିରିର ଏହି ମହିଳା ଜଣକ ନିଜ ସ୍ଵାମୀକୁ ମା-ଓ-ବା-ଦୀ-ଙ୍କ ଠାରୁ ଛ-ଡା-ଇ ଆଣିଛନ୍ତି । କହିବାକୁ ସେ ଯ-ମ ମୁହଁରୁ ନିଜ ସ୍ଵାମୀଙ୍କୁ ବ-ଞ୍ଚା-ଇ ଆଣିଛନ୍ତି । ଲାଲବାହିନୀର ମା-ଓ-ବା-ଦୀଙ୍କୁ ନ ଡ-ରି ନିଜ ସ୍ଵାମୀଙ୍କୁ ଖୋଜିବା ପାଇଁ ଅର୍ପିତା ଲକଡା ନିଜ ଛୋଟ ପିଲାକୁ ଧରି ଘଞ୍ଚ ଜଙ୍ଗଲ ଭିତରେ ଘୁରି ବୁଲୁ ଥିଲେ ଓ ଏହା ପରେ ତାଙ୍କର ସାମ୍ନା ମା-ଓ-ବା-ଦୀ-ଙ୍କ ସହ ହୋଇଥିଲା । ଅର୍ପିତା ଲକଡା ୭ ଦିନ ଘୁରି ବୁଲି ବୁଲି ମା-ଓ-ବା-ଦୀ-ଙ୍କ କବଳରୁ ନିଜ ସ୍ଵାମୀଙ୍କୁ ଫେ-ରା-ଇ ଆଣିଛନ୍ତି ।
ସ୍ଵାମୀଙ୍କୁ ଦେଖି ଅର୍ପିତା ଲକଡାଙ୍କ ଆଖିରୁ ଲୁହ ଚାଲି ଆସୁଛି । ସ୍ଵାମୀଙ୍କୁ କୁଣ୍ଢେଇ ଧରି ସେ କାନ୍ଦି ପକାଉଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଢ ବିଜାପୁର ଜିଲ୍ଲାର ଏହି ଦୃଶ୍ୟ ସମସ୍ତଙ୍କ ଆଖିରୁ ଲୁହ ନେଇ ଆସିଛି ।
କହିବାକୁ ଗଲେ ମା-ଓ-ବା-ଦୀ-ମାନେ ଅର୍ପିତା ଲକଡାର ଇଞ୍ଜିନିୟର ସ୍ଵାମୀଙ୍କୁ ଅ-ପ-ହ-ର-ଣ- କରି ନେଇ ଥିଲେ, କିନ୍ତୁ ଗୋଟିଏ ସ୍ତ୍ରୀ ଆଗରେ ହା-ରି ଯାଇ ଶେଷରେ ମା-ଓ-ବା-ଦୀମାନେ ୭ ଦିନ ପରେ ତାର ସ୍ଵାମୀକୁ ଛା-ଡି ଦେଇଛନ୍ତି । ଅର୍ପିତା ଲକଡା ଓ କିଛି ମି-ଡି-ଆ କର୍ମୀଙ୍କ ଯୋଗୁ ଏହା ସମ୍ଭବ ହୋଇ ପାରିଛି । ଅର୍ପିତା ଲକଡା କହିଲେ କି ମୁଁ ଏହି ଜାଗା ବିଷୟରେ କିଛି ବି ଜାଣି ନାହିଁ । କିନ୍ତୁ ମି-ଡି-ଆ-ର ଭାଇ ଭଉଣୀଙ୍କ ସହ ମୁଁ ପ୍ରଥମ ଦିନରୁ ହିଁ ନିଜ ସ୍ଵାମୀଙ୍କୁ ଖୋଜିବା ପାଇଁ ବାହାରି ଯାଇ ଥିଲି ।
ଗାଁ ଲୋକମାନେ ଯେଉଁ ଯେଉଁ ସ୍ଥାନ ବିଷୟରେ କହିଲେ ଆମେ ସେହି ସମସ୍ତ ସ୍ଥାନରେ ଖୋଜିଲୁ । ଆଜି ସ୍ଥାନୀୟ ଲୋକମାନଙ୍କ ସାହାର୍ଯ୍ୟ କ୍ରମରେ ମା-ଓ-ବା-ଦୀମାନେ ଆଜି ଆମକୁ ସୁରକ୍ଷିତ ଛାଡି ଦେଇଛନ୍ତି । ଏଥିପାଇଁ ମୁଁ ଗ୍ରାମବାସୀମାନଙ୍କୁ ଧନ୍ୟବାଦ କରୁଛି ଓ ମି-ଡି-ଆ କର୍ମୀଙ୍କ ବି ଧନ୍ୟବାଦ କରୁଛି । କିନ୍ତୁ ଯେତେବେଳେ ମି-ଡି-ଆ କର୍ମୀ ଓ ଅର୍ପିତା ଲକଡା ମା-ଓ-ବା-ଦୀମାନଙ୍କ ସହ କଥା ହେଲେ ତେବେ ସେମାନେ ତାଙ୍କର କିଛି ଦାବି କହିଲେ । ଯେମିତି କି ରାସ୍ତାଘାଟ ହବ ନାହିଁ ଓ ପୋ-ଲି-ସ କ୍ୟାମ୍ପ ଲଗାଇବେ ନାହିଁ ।
୭ ଦିନ ପୂର୍ବେ ସୀମାନ୍ତ ବିଜାପୁର ମନେକେଳି ଗ୍ରାମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଗତ ରାସ୍ତା କାମ ଚାଲିଥିଲା । ଏହି କାମର ତଦାରଖ କରିବା ପାଇଁ ଇଞ୍ଜିନିୟର ଅଜୟ ରୋସନ ଲକଡା ଯାଇ ଥିଲେ ଓ ତାଙ୍କ ସହ ଜଣେ କର୍ମଚାରୀ ଲକ୍ଷଣ ପତ୍ର ଗିରି ଯାଇଥିଲେ । କିନ୍ତୁ ମା-ଓ-ବା-ଦୀମାନେ ଇଞ୍ଜିନିୟରକୁ ଠିକାଦାର ଭାବି ପ୍ରାୟତଃ ୨୫ ରୁ ୩୦ ଜଣ ମା-ଓ-ବା-ଦୀ ଉଭୟଙ୍କୁ ଅ-ପ-ହ-ର-ଣ କରି ନେଇଥିଲେ । କିନ୍ତୁ କିଛି ସମୟ ପରେ ଲକ୍ଷଣ କୁ ଛାଡି ଦେଇଥିଲେ କିନ୍ତୁ ଇଞ୍ଜିନିୟରକୁ ଅ-ଟ-କ ରଖିଥିଲେ ।
ମା-ଓ-ବା-ଦୀ ତାଙ୍କୁ ପ୍ରଜାକୋ-ର୍ଟ-ରେ- ହାଜର କରାଇଥିଲେ । ଅନ୍ୟ ପଟେ ଅର୍ପିତା ଲକଡା ଯେତେବେଳେ ଜାଣିଲେ କି ତାଙ୍କ ସ୍ଵାମୀଙ୍କୁ ଅ-ପ-ହ-ର-ଣ କରାଯାଇଛି ତେବେ ସେ ଚି-ନ୍ତି-ତ ହୋଇ ଯାଇଥିଲେ । କାରଣ ଲାଲବାହିନୀ ଠାରୁ ଜୀବନ୍ତ ବଞ୍ଚିବା ବହୁତ କଷ୍ଟକର । କିନ୍ତୁ ଏହା ସତ୍ବେ ବି ସେ ନିଜର ୩ ବର୍ଷ ପୁଅକୁ ଧରି ଘଞ୍ଚ ଜଙ୍ଗଲ ମଧ୍ୟରେ ପଶି ପାହାଡ ମଝିରେ ଖୋଜି ବୁଲୁ ଥିଲେ । ଶେଷରେ ଆଜି ଅର୍ପିତା ଲକଡାଙ୍କୁ ତାଙ୍କ ସ୍ଵାମୀ ମିଳି ଯାଇଛି ।