କାନ୍ଦିଲେ ମା’ Gouri, ଆର୍ୟନ, ଅରବାଜ ଓ ମୁନମୁନ 11 ଯାଏଁ ରହିବେ NCB କଷ୍ଟଡିରେ

ବର୍ତ୍ତମାନ ଆର୍ୟନ, ଅରବାଜ ଓ ମୁନମୁନଙ୍କ ପାଇଁ ଧୀରେ ଧୀରେ ଏହି କେ-ସ ଆହୁରି ସମସ୍ୟା ସୃଷ୍ଟି କରୁଛି । କୁହାଯାଉଛୁ କି ଏମାନଙ୍କୁ ଏନସିବି ୧୧ ତାରିଖ ପର୍ଯ୍ୟନ୍ତ ନିଜର କଷ୍ଟଡିରେ ନେଇ ପାରେ । ଆର୍ୟନ ଖାନ ଉପରେ ଜୁଡିସିୟାଲ କଷ୍ଟଡି ମଧ୍ୟ ଲାଗୁ ହୋଇପାରେ । ଅନ୍ୟ ପଟେ କୋର୍ଟରେ ଏନସିବି ନିଜର ପକ୍ଷ ରଖି କହିଛି କି ଯେଉଁ ସମୟ ପର୍ଯ୍ୟନ୍ତ ଯାଞ୍ଚ ଶେଷ ହୋଇ ନାହିଁ ସେହି ସମୟ ପର୍ଯ୍ୟନ୍ତ ଏହି କେ-ସରେ କିଏ କିଏ ସାମିଲ ଅଛନ୍ତି ଏହା ସଠିକ ରୂପରେ କହି ହେବ ନାହିଁ ।

ଡ୍ର-ଗ୍ସ କେଉଁ ସ୍ଥାନରୁ ଆସୁଛି ଓ କାହାକୁ ସପ୍ଲାଏ ହେଉଛି ଏହିଭଳି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ସମୟ ଦରକାର । ଏହି ସବୁ ତଥ୍ୟ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ, ଅରବାଜ ମର୍ଚାନ୍ଟ ଓ ମୁନମୁନ ଠାରୁ ମିଳିବ ।

ଏନସିବିର ଜଣେ ଅଫିସର କହିଛନ୍ତି କି ମୁମ୍ବାଇ କୋର୍ଟ ହିସାବରେ ଆର୍ୟନ ଖାନ, ଅରବାଜ ଓ ମୁନମୁନଙ୍କୁ ୮ ସି, ୨୦, ୨୭ ଏନଡ଼ିପିଏସ ଆକ୍ଟ ଅନୁଯାୟୀ ଗି-ର-ଫ କରାଯାଇଛି । ଏମାନଙ୍କ ପାଖରେ ନି-ଶା ଦ୍ରବ୍ୟ ମଧ୍ୟ ମିଳିଛି ।

ଏହା କେଉଁ ସ୍ଥାନରୁ ଆସିଛି, କେଉଁ ଲୋକମାନେ ଏହାକୁ ବିକ୍ରି କରୁଛନ୍ତି ଓ ଅଳ୍ପ ବୟସର ପିଲାମାନେ କେମିତି ଏହି ସବୁ କରୁଥିଲେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏନସିବିକୁ ସମୟ ଦରକାର । ସେଥିପାଇଁ ଏନସିବିର ଅଫିସରମାନେ ଏହି ସମସ୍ତଙ୍କ ପାଇଁ କୋର୍ଟକୁ ୧୧ ତାରିଖ ପର୍ଯ୍ୟନ୍ତ ଏନସିବି କଷ୍ଟଡି ଓ ଜୁଡିସିୟାଲ କଷ୍ଟଡି ମାଗିଛନ୍ତି ।

କେବଳ ଏମାନେ ନୁହେଁ ଅନ୍ୟ ୫ ଜଣଙ୍କୁ ମଧ୍ୟ ଜେରା କରାଯାଉଛି । ଏନସିବି ତରଫରୁ ମୁମ୍ବାଇର ଭିନ୍ନ ଭିନ୍ନ ଠିକଣାରେ ଚଢଉ ମଧ୍ୟ କରାଯାଉଛି । କେତେକ ସ୍ଥାନରେ ଏନସିବିକୁ ସଫଳତା ମଧ୍ୟ ମିଳିଛି । ଏନସିବି ଅନୁସାରେ ସମ୍ପୂର୍ଣ କେ-ସ ବିଷୟରେ ଜାଣିବାକୁ ହେଲେ ଆର୍ୟନ, ଅରବାଜ, ମୁନମୁନ ଓ ତାଙ୍କ ସହ ଧରା ପଡିଥିବା ସମସ୍ତଙ୍କର ଏନସିବି କଷ୍ଟଡି ଓ ଜୁଡିସିୟାଲ କଷ୍ଟଡି ଦରକାର । ଅନ୍ୟ ପଟେ ସେମାନଙ୍କର ଓକିଲ ମଧ୍ୟ ଚେଷ୍ଟା କରୁଛନ୍ତି କି କେମିତି ଆର୍ୟନକୁ ବେଲ ମିଳିଯାଉ ।

ଆର୍ୟନର ଓକିଲ ଆର୍ୟନଙ୍କୁ ଅଧିକ ଦିନ କଷ୍ଟଡିରେ ନ ରଖିବା ପାଇଁ ଚେଷ୍ଟା କରୁଛନ୍ତି । କୁହାଯାଉଛି କି ଏନସିବି ଅଫିସରମାନେ ମନ୍ନତରେ ମଧ୍ୟ ରେ-ଡ କରି ପାରନ୍ତି । କାରଣ ଆର୍ୟନ ଏହାକୁ କମର୍ସିୟାଲ ରୂପରେ ଡ୍ର-ଗ୍ସ ବ୍ୟବହାର କରୁଥିଲେ ଓ ତାଙ୍କ ଉପରେ ବିକ୍ରି କରିବାର ଅ-ଭି-ଯୋ-ଗ ମଧ୍ୟ ଆସିଛି ସେଥିପାଇଁ ମନ୍ନତରେ ରେ-ଡ ହୋଇପାରେ । ଯଦି ସେଠି ଡ୍ର-ଗ୍ସ ମିଳିଲା ତେବେ ଶାହାରୁଖ ଖାନ ଓ ତାଙ୍କର ଗୌରୀଙ୍କ ଉପରେ ବି ସମସ୍ୟା ଆସିପାରେ । ବର୍ତ୍ତମାନ ଦେଖିବାର ଅଛି କୋର୍ଟ ଏନସିବିର କଷ୍ଟଡିକୁ ବୁଦ୍ଧି କରୁଛନ୍ତି ନା ନାହିଁ ।

Leave a Reply

Your email address will not be published. Required fields are marked *