ଆର୍ୟନ ଖାନଙ୍କ ମୋବାଇଲରୁ ଆସୁଛି ସାଂଘାତିକ ତଥ୍ୟ! ଯାହା ଦେଖି ଆପଣଙ୍କ ହୋସ ଉଡିଯିବ

ଅର୍ୟନ ଙ୍କ ମୋବାଇଲରୁ ଆସୁଛି ଡ୍ର-ଗ ସମ୍ବନ୍ଧିତ ତଥ୍ୟ ଓ ଫୋଟ ବାହାର କଳା ଏନସିବୀ । ଆନ୍ତର୍ଜାତୀୟ ଡ୍ର-ଗ୍ସ ଚାଲାଣ ସହ ଲିଙ୍କ ଥିବା ଆଶଙ୍କା କରୁଛନ୍ତି । ଚାର୍ଟ ଓ ଫୋଟକୁ ନେଇ ବଢିଲା ଅର୍ୟନ ଖାନଙ୍କ ଅଡୁଆ । ବଲିଉଡ ବାଦଶାହ ଶାହରୁଖ ଙ୍କ ପୂଅ ଅର୍ୟନ ଖାନଙ୍କ ପାଇଁ ସମସ୍ଯା ବଢିବାରେ ଲାଗିଛି । କୃଜ ପାର୍ଟିରେ ଧରା ପଡିଥିବା ବେଳେ ଏନସିବୀ ଜବତ କରିଥିବା ଅର୍ୟନ ଖାନଙ୍କ ମୋବାଇଲରୁ ଏକାଧିକ ସନ୍ଦେହ ଜନକ ସୂଚନା ମିଳିଥିବା ଜଣାପଡିଛି । ଆନ୍ତର ଜାତୀୟ ଡ୍ର-ଗ୍ସ ଚାଲାଣ ସହିତ ଅର୍ୟନ ଖାନଙ୍କ ଲିଙ୍କ ଥିବା ଆଶଙ୍କା କରୁଛି ଏନସିବୀ ।

କାରଣ ଅର୍ୟନ କରିଥିବା ଚାର୍ଟ ଏବଂ ମୋବାଇଲରେ ଥିବା ଫୋଟୋ ସହ ଆନ୍ତର୍ଜାତୀୟ ଡ୍ର-ଗ୍ସ ସହ ସମ୍ପର୍କ ଥିବା ସନ୍ଦେହ କରୁଛି । ଡ୍ର-ଗ୍ସ ଓ ଅନ୍ୟ ସମ୍ପର୍କୀୟ ସାମଗ୍ରୀ ବିଦେଶରୁ ଆସୁଥିଲା । ଦୁଇଦିନର ଜେରା ସମୟରେ ଅର୍ୟନ ବୟାନ ମଧ୍ୟ ଏହି ଦିଗରେ ଇସାରା କରୁଥିବା ମଧ୍ୟ ଜଣା ପଡୁଥିଲା । ମୁମ୍ବାଇରୁ କେଉଁ ଦେଶକୁ ଡ୍ର-ଗ୍ସ ର ଚେର ଲମ୍ବିଛି ତାକୁ ଧରିବାକୁ ତ-ଦନ୍ତ- ଚାଲିଛି । ମୁମ୍ବାଇ ଏନସିବୀ ସହ ଦିଲ୍ଲୀ ଏନସିବୀର ଗୋଟିଏ ସ୍ଵତନ୍ତ୍ର ଟିମ ମା-ମ-ଲା-ର ତ-ଦ-ନ୍ତ କରୁଛି ।

କିନ୍ତୁ ଅର୍ୟନ ଙ୍କ ଓକିଲ ଏଭଳି ଆଶଙ୍କାକୁ ଖଣ୍ଡନ କରିଛି । ଆନ୍ତର୍ଜାତୀୟ ଡ୍ର-ଗ ଚେନ ସହ ଅର୍ୟନ ଖାନଙ୍କର କୌଣସି ସମ୍ପର୍କ ନହିଁ, ସେହି ପରି ଏନସିବୀର ଯାଞ୍ଚ ପ୍ରକ୍ରିୟାରେ ଅର୍ୟନ ସମ୍ପୂର୍ଣ ସହଯୋଗ କରୁଛନ୍ତି ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି । ଏସବୁ ଭିତରେ କୃଜ ପାର୍ଟିରେ ଡ୍ର-ଗ୍ସ ବ୍ୟବାହାର ଘଟଣାରେ ୧୧ ଜଣ ଗି-ର-ଫ ହୋଇଛନ୍ତି । ପୂର୍ବରୁ ୯ ଜଣଙ୍କୁ ଗି-ର-ଫ କରିଥିଲା ଏନସିବୀ ।

କୃଜ ରେ ପାଟି ଚାଲିଥିଲା ବେଳେ ଏହି କଥା ପୂର୍ବରୁ ଅବଗତ ଥିଲା ଏନସିବୀ ଆଉ ସେ ତାହା ପ୍ଳାନ କରି ଯାତ୍ରୀ ହିସାବରେ ଯାଇଥିଲା । ପାର୍ଟି ଅର୍ଦ୍ଧ ରାତ୍ରିରେ ଷ୍ଟାର୍ଟ ହୋଇଥିଲା । ଏହି ପାଟିରେ ସେ ସମସ୍ତ ମାନେ ୧୧ ଜଣଙ୍କୁ ଗି-ର-ଫ କରିଥିଲା । ସେ ଏହା ଅଂର୍ଜାତୀୟ ସ୍ତରରେ ମଧ୍ୟ ଲୋକ କଥା ଅନୁମାନ କରୁଛନ୍ତି । ଏହାକୁ ନେଇ ଅର୍ୟନ ବହୁତ ଅ=ଅଡୁଆରେ ଧୀରେଧିରେ ଛନ୍ଦି ହୋଇଯାଉଛନ୍ତି । ତାଙ୍କ ସମସ୍ଯା ଦିନକୁ ଦିନ ବଢିବାକୁ ଲାଗିଛି ।

Leave a Reply

Your email address will not be published. Required fields are marked *