ଜାମିନ ନାମଞ୍ଜୁର ପରେ ମୁମ୍ବାଇ Arthur Jailରେ ଏମିତି ଥିଲା Aryanଙ୍କ ପ୍ରଥମ ରାତି… ଦେଖନ୍ତୁ Video

ଗି-ର-ଫ ହେବା ପରେ ଆର୍ୟନ ଖାନ, ଅରବାଜ ସେଠ ମର୍ଚାଣ୍ଟ ଓ ମୁନମୁନ ଧର୍ମେଚାଙ୍କୁ ଏନସିବି ନିଜ କ-ଷ୍ଟ-ଡିରେ ରଖି ଥିଲା ଓ କୋ-ର୍ଟ-ରେ ଏମାନଙ୍କର କ-ଷ୍ଟ-ଡିର ସମୟ ସୀମାକୁ ଆହୁରି ବୁଦ୍ଧି କରିବା ପାଇଁ କୋ-ର୍ଟ-ରେ ଆବେଦନ କରିଥିଲେ । ଗତକାଲି ଆର୍ୟନ ଖାନଙ୍କ କେ-ସର ଶୁଣାଣୀ ଥିଲା । ଯେଉଁଥିରେ ଜଣା ପଡି ଥାନ୍ତା କି ଆର୍ୟନ ଖାନ ଜେ-ଲ ଯିବେ ନା ଘରକୁ ଯିବେ । କିନ୍ତୁ ଗତକାଲି କୋ-ର୍ଟ- ଆର୍ୟନ ଖାନଙ୍କୁ ଜେ-ଲ ପଠାଇ ଦେଲେ ।

ଗତକାଲି ଆର୍ୟନ ଖାନଙ୍କ ପିତା ଶାହାରୁଖ ଖାନ ପୁଅର ଜା-ମି-ନ ଆବେଦନ କରିଥିଲେ । କିନ୍ତୁ ଏହାକୁ ଖାରଜ କରି ଆର୍ୟନ ଖାନଙ୍କୁ ଜେ-ଲ ପଠାଇ ଦେଇଛନ୍ତି । ଆର୍ୟନ ଖାନଙ୍କ ବେଲ ଖାରାଜ ହେବା ପରେ ତାଙ୍କୁ ମୁମ୍ବାଇର ଆର୍ଥର ଜେ-ଲକୁ ପଠାଇ ଦିଆ ଯାଇଛି ।

ଆର୍ୟନ ଖାନଙ୍କ ସହ ତାଙ୍କର ବନ୍ଧୁ ଅରବାଜ ସେଠ ମର୍ଚାଣ୍ଟ ଓ ମୁନମୁନ ଧର୍ମେଚାଙ୍କ ଜା-ମି-ନ ଆବେଦନକୁ ମୁମ୍ବାଇ କୋ-ର୍ଟ- ଖରାଜ କରିଦେଇଛନ୍ତି । ଆର୍ୟନ ଖାନଙ୍କ ତରଫରୁ କେ-ସ ଲଢୁଥିବା ଓକିଲ ସତିଶ କୋ-ର୍ଟ-ରେ ଏହି କେ-ସର ଶୁଣାଣୀ ସମୟରେ ଯୁକ୍ତି କରିଥିଲେ କି ଆର୍ୟନ ଖାନଙ୍କ ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ ଅଛି । କିନ୍ତୁ ତାଙ୍କ ବିରୁଦ୍ଧରେ ସେହିଭଳି କୌଣସି ପ୍ରମାଣ ମିଳି ନାହିଁ । କୋ-ର୍ଟ- କହିଥିଲା କି ତିନି ଅ-ଭି-ଯୁ-କ୍ତଙ୍କ ତରଫରୁ ମିଳିଥିବା ଜା-ମି-ନ ଆବେଦନ ଶୁଣାଣୀ ଯୋଗ୍ୟ ନୁହେଁ ।

ଏମିତିରେ ଆର୍ୟନ ଖାନ ଓ ତାଙ୍କର ସାଥିମାନଙ୍କ ୭ ଦିନିଆ ରି-ମା-ଣ୍ଡ ଅବଧି ସମାପ୍ତ ହେବା ପରେ ଗତକାଲି ତାଙ୍କୁ ଜେ-ଲ ପଠାଇ ଦିଆ ଯାଇଛି । କହିଦେଉଛୁ କି ଏହି କେ-ସରେ ଏନସିବି ମୋଟ ୧୮ ଜଣଙ୍କୁ ଗି-ର-ଫ କରିଛି ଓ ବିଭିନ୍ନ ସ୍ଥାନରେ ରେ-ଡ ମଧ୍ୟ କରିଛି ଓ ବର୍ତ୍ତମାନ ବି ଏନସିବି ତରଫରୁ ବିଭିନ୍ନ ସ୍ଥାନରେ ରେ-ଡ ଚାଲିଛି । କହିଦେଉଛୁ କି ଗି-ର-ଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନ ଖାନଙ୍କ ସହ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଏହି ୮ ଜଣଙ୍କ ମଧ୍ୟରୁ ପୁରୁଷ କ-ଏ-ଦୀ-ମା-ନଙ୍କୁ ମୁମ୍ବାଇର ଆର୍ଥର ଜେ-ଲରେ ରଖା ଯାଇଛି ଓ ମହିଳା କଏଦୀଙ୍କୁ ବାଇକୁଲା ଜେ-ଲରେ ରଖା ଯାଇଛି । ପୁଅ ଜେ-ଲ ଯିବା କଥା ଶୁଣି ଆର୍ୟନ ଖାନଙ୍କ ମା ଗୌରୀ ଖାନ ଓ ପିତା ଶାହାରୁଖ ଖାନ ବହୁତ ଚି-ନ୍ତା-ରେ ପଡି ଯାଇଛନ୍ତି । ଏହା ପରେ ୧୪ ଦିନ ପରେ ହିଁ ଏହି କେ-ସ ଆଗକୁ ବଢିବ ।

Leave a Reply

Your email address will not be published. Required fields are marked *