ମୁମ୍ବାଇ ଆର୍ଥର ଜେଲରେ ପହଞ୍ଚିଲେ Aryan ଓ ସହଯୋଗୀ, ଓକିଲ ସତୀଶ ଏବେ ବି ବେଲ୍ ପାଇଁ କରୁଛନ୍ତି ଚେଷ୍ଟା, କାନ୍ଦି କାନ୍ଦି Shahrukh ଙ୍କ ଅବସ୍ଥା ଖରାପ, ଦେଖନ୍ତୁ Video

ବଲିଉଡ କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନ ବର୍ତ୍ତମାନ ତାଙ୍କ ସାଥି ଅରବାଜ ମରଚେଣ୍ଟ ଓ ମୁନମୁନ ଧନେଚାଙ୍କ ସହ ଆର୍ଥନ ଜେ-ଲରେ ପହଞ୍ଚି ସାରିଛନ୍ତି । ଅନ୍ୟ ପଟେ ଆଇନଜୀବି ସତୀଶ ମାନେସିନ୍ଧେ ଆର୍ୟନ ବେଲ ପାଇଁ ଯୁ-କ୍ତି କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଯଦି ଆର୍ୟନଙ୍କର ବେଲ ହୋଇଥାନ୍ତା ତେବେ ତାଙ୍କ ସାଥି ମାନଙ୍କୁ ମଧ୍ୟ ବେଲ କରିବାକୁ ପଡିଥାନ୍ତା । ଏହି କାରଣ ଯୋଗୁ କୋ-ର୍ଟ ସେମାନଙ୍କର ବେଳକୁ ଆଗ୍ରାହ୍ୟ କରିଛି । ପୁଅ ଜେ-ଲ ଯିବା କଥା ଶୁଣିବା ପରେ ଶାହରୁଖ ଖାନ ଓ ଗୌରି ଖାନ ଦୁଖରେ ଭା-ଙ୍ଗି ପଡିଛନ୍ତି । ଆଜି ହେଉଛି ଗୌରି ଖାନଙ୍କ ଜନ୍ମଦିନ ଓ ସେ ଚାହିଁଥିଲେ ଆଜି ତାଙ୍କ ପୁଅ ଘରକୁ ଆସି ତାଙ୍କ ସହ କେକ କାଟିବା ।

କିନ୍ତୁ ଏପରି କିଛି ହେଲା ନାହି । ବର୍ତ୍ତମାନ ଆର୍ୟନଙ୍କୁ ଜେଜେ ହସ୍ପିଟାଲ ନିଆଯିବ ତାଙ୍କର ମେଡିକାଲ ଟେଷ୍ଟ କରିବା ପାଇଁ । ଏହା ପରେ ତାଙ୍କୁ ସାଧାରଣ ୱାର୍ଡରେ କଏଦୀ ମାନଙ୍କ ସହ ରଖାଯିବ । ଆର୍ୟାନଙ୍କୁ ଜେ-ଲ ନେବା ପରେ ଶାହରୁଖଙ୍କ ଫ୍ୟାନ୍ସ ମାନଙ୍କ ଠାରୁ ଆରମ୍ଭ ଜାରି ସାମ୍ବାଦିକ ମାନଙ୍କ ଭିଡ ଜମିଛି ଆର୍ଥନ ଜେ-ଲ ଆଗରେ । ଏହା ସହ ବଲିଉଡର ବଡ ବଡ କଳାକାର ମାନେ ଟ୍ବିଟ କରି ଶାହରୁଖ ଓ ଗୌରି ଖାନଙ୍କୁ ସହାନୁଭୁତି ଜଣାଇଛନ୍ତି । ଏହା ସହ ଇତିହାସରେ ପ୍ରଥମ ଥର ପାଇଁ ବଡ ଷ୍ଟାରର ପୁଅର କେସରେ ସବୁ ସାକ୍ଷୀ ପ୍ରମାଣକୁ ଆଧାର କରି ଜେ-ଲ ପଠା ଯାଇଛି ।

ଅନ୍ୟ ପରେ ସତୀଶ ମାନେସିନ୍ଧେ କୋ-ର୍ଟରେ ଯୁ-କ୍ତି କରିଥିଲେ ଯେ ଆର୍ୟନଙ୍କ ପାଖରୁ କୌଣସି ଦ୍ର-ଗ୍ସ ଜବତ ହୋଇନାହି । କିନ୍ତୁ ତାଙ୍କ ସାଥି ମାନଙ୍କ ଠାରୁ ଯେଉଁ M-D-N ଡ୍ର-ଗ୍ସ ଓ ସି-ନ୍ଥେ-ଟି-କ ଡ୍ର-ଗ୍ସ ଜବତ ହୋଇଛି ତାହା ମା-ରା-ତ୍ମ-କ ଅଟେ । ଏହା ସହ ଏହି ଡ୍ର-ଗ୍ସ ଗୁଡିକ ଅ-ବୈ-ଧ ଅଟେ । ଏହା ସହ ସତୀଶ ମାନେସିନ୍ଧେ ଏୟା ମଧ୍ୟ ଯୁ-କ୍ତି କରିଥିଲେ ଯେ କେବଳ ଚ୍ୟାଟ ମାଧ୍ୟମରେ ଆର୍ୟନଙ୍କୁ ବେଳ ଦିଆଯିବା ଆବଶ୍ୟକ ଅଟେ । କାରଣ ତାଙ୍କ ବି-ରୁ-ଦ୍ଧ-ରେ- କୌଣସି ସଠିକ ପ୍ରମାଣ ମିଳି ନାହି । କିନ୍ତୁ ତାଙ୍କର ଅନେକ ଉଦ୍ୟମ ସତ୍ବେ ଆର୍ୟନଙ୍କୁ ବେ-ଲ ମିଳି ପାରିଲା ନାହି ।

ଅନ୍ୟ କ୍ଷେତ୍ରରେ ବଲିଉଡ ଭାଇଜାନ ସଲମାନ ଖାନ ଙ୍କ ବ୍ଯତୀତ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ଏହି ଆର୍ଥର ଜେ-ଲକୁ ଯାଇ ସାରିଛନ୍ତି । ଅନ୍ୟ କଳାକାର ମାନେ ମଧ୍ୟ ଆର୍ଥନା ଜେ-ଲ ଯାଇ ସମୟ କାଟି ସାରିଛନ୍ତି । ଅନ୍ୟ ପଟେ ଶାହରୁଖଙ୍କ ପରିବାର ପାଇଁ ଆଜି ଦୁଖର ଦିନ । ଏହି ଇତିହାସିକ ନିଷ୍ପତି ଶୁଣାଇଛନ୍ତି ମାନ୍ୟବର ଏସପ୍ଲାନେଟ ମାଜିଷ୍ଟ୍ରେଟ । ମାନ୍ୟବର କୋ-ର୍ଟ ଯେଉଁ ନିଷ୍ପତି ଦେଇଛନ୍ତି ତାହା ମାନିବାକୁ ସମସ୍ତେ ବାଧ୍ୟ ଅଟନ୍ତି । ପରବର୍ତ୍ତୀ ସମୟରେ ବିଚାର ବିଭାଗୀୟ ହାଜତ ଭିତରେ ମାଜିଷ୍ଟ୍ରେଟଙ୍କ ଆସିୟୁଲେସନରେ ରହିବେ ଆର୍ୟନ ଖାନ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *