ଆଶ୍ଚର୍ଯ୍ୟ କରିଦେବ ଏହି ଚୋର-ପୋଲିସ ଦୃଶ୍ୟ, ଆପଣ ବି ଦେଖିଲେ କହିବେ ମେରା ଦେଶ୍ ବଦଲ୍ ରହା ହେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ପୋଲିସ ମାନଙ୍କର ଏହି କିଛି ଅଜବ ହରକତ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଦେଖିଥିବେ କି ପୋଲିସ ମାନେ ଚୋରକୁ ଧରିବା ପାଇଁ ତାଙ୍କ ପଛରେ ଗୋଡାଇଥାନ୍ତି । କିନ୍ତୁ ପାଟନାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଭାଇରାଲ ହୋଇଥିବା ଭିଡିଓ ରେ ଜଣେ ଯୁବକ ପୋଲିସ ପଛରେ ଗୋଡାଉଛନ୍ତି । ସତ କଥା ହେଉଛି କି ପୋଲିସ ବେଶରେ ଜଣେ ଯୁବକ ଲୋକଙ୍କ ଘରେ ମିଟର ରିଡିଙ୍ଗ ପାଇଁ ବାହାରି ଥିଲା । ପୋଲିସ ଜଣକ 100 କି 200 ଟଙ୍କା ନୁହେଁ ବରଂ 3 ରୁ 4 ଲକ୍ଷ ଟଙ୍କା ଆଦାୟ କରିଥିଲା ଲୋକଙ୍କ ଘରୁ ବିଲ ରିଡିଙ୍ଗ କରି । କିନ୍ତୁ ଜଣେ ଯୁବକ ସନ୍ଦେହ କରିବା ପରେ ପୋଲିସ କୁ ଖବର ଦେଇଥିଲେ । ଆଉ ନକଲି ପୋଲିସ କୁ ଅସଲି ପୋଲିସ ଆସି ଗି-ର-ଫ କରିଥିଲା ।

ଆଉ ଏକ ଭାଇରାଲ ଭିଡିଓରେ ଆଗ୍ରାର ପୋଲିସ ଏମିତି ହରକତ କରିଛନ୍ତି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି ଭିଡିଓ ରେ ଜଣେ ପୋଲିସ ଅଫିସର ଡିୟୁଟି ସମୟରେ ମ-ଦ୍ୟ-ପା- ନ ସେବନ କରି ବିଚ ରାସ୍ତା ଉପରେ ଏମିତି କାଣ୍ଡ ଘଟାଇଛନ୍ତି । ପୋଲିସ ଜଣକ ଏତେ ନି-ଶାରେ ଅଛନ୍ତି କି ରାସ୍ତାରେ ଯାଉଥିବା ଲୋକଙ୍କୁ ଗା-ଳି ଗୁ-ଲ-ଜ କରୁଛନ୍ତି । ଯାହା ପାଇଁ ଜନତା ମାନେ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କର ଭିଡିଓ କରି ଭାଇରାଲ କରିଛନ୍ତି ।

ଅନେକ ସମୟରେ ପୋଲିସ ମାନଙ୍କର ଭଲ କାମ ପାଇଁ ସେମାନେ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ବେଳେବେଳେ ପୋଲିସ ମାନେ କିଛି ଏମିତି ହରକତ କରିଥାନ୍ତି ଯାହାକୁ ଦେଖିବା ପରେ ତାଙ୍କ ପୋଲିସ ବର୍ଦ୍ଦି ଉପରେ ଆଞ୍ଚ ଆସିଥାଏ । ଆଉ ଏକ ଭିଡିଓ ରେ ଜଣେ ସିନିୟର ମହିଳା ପୋଲିସ ଅଫିସର ନିଜର ଜୁନିୟର କର୍ମଚାରୀ ଙ୍କ ଠାରୁ ମଶାଚ କରାଉଛନ୍ତି । ଏହି ଭିଡିଓ ରେ ସିନିଯର ପୋଲିସ ମହିଳାଙ୍କର କାନ୍ଧ ରେ ଦରଜ ହେବାରୁ ଏହାର ଫାଇଦା ଉଠାଇ ଜୁନିୟର ମହିଳା କର୍ମଚାରୀ ଙ୍କ ଠାରୁ ମଶାଚ କରାଉଛନ୍ତି । ସତରେ ଏଭଳି ଦୃଶ୍ୟ ବାସ୍ତବରେ ନିନ୍ଦନୀୟ ।

ଲୋକ ମାନେ ନିଜର ଅସୁବିଧା ଜଣାଇବା ପାଇଁ ପୋଲିସ ପାଖକୁ ସାହାର୍ଯ୍ୟ ମାଗିବାକୁ ଯାଇଥାନ୍ତି । କିନ୍ତୁ ଏମିତି କିଛି ପୋଲିସ ଅଛନ୍ତି ଯେଉଁ ମାନେ ସରଳ ଲୋକଙ୍କର ଫାଇଦା ଉଠାଇଥାନ୍ତି । ଏଭଳି ଏକ ଭିଡିଓ ୟୁପି ରେ ଦେଖିବାକୁ ମିଳିଛି । ଯେଉଁ ଠାରେ ଜଣେ ମହିଳାଙ୍କୁ କିଛି ଲୋକ ହଇରାଣ କରିବାରୁ ସେ ଥାନାକୁ ଯାଇଥିଲେ ଅଭିଯୋଗ କରିବାକୁ ।

କିନ୍ତୁ ସେଠିକାର ପୋଲିସ ମହିଳାଙ୍କ ରିପୋର୍ଟ ଲେଖିବା ପାଇଁ ତାଙ୍କୁ 2 ବୋତଲ ମ-ଦ ବୋତଲ ମଗାଇଥିଲେ । ଆଉ ବାଧ୍ୟ ହୋଇ ଯୁବତୀ ନିଜ ଭାଇ ହାତରେ ମ-ଦ ବୋତଲ ମଗାଇ ପୋଲିସଙ୍କୁ ଦେଇଥିଲେ । ବନ୍ଧୁଗଣ ଆପଣଙ୍କର ଏହି ସବୁ ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *