ଆସିଲା ଦୁଃଖ ଖବର, Raimohanଙ୍କ ପରେ ପୁଣି ଏହି 30 ବର୍ଷୀୟ ହୀରୋଙ୍କର ହେଲା ମୃତ୍ୟୁ…

ବନ୍ଧୁଗଣ ବର୍ତ୍ତମାନ ଆସିଲା ପୁଣି ଏକ ଦୁଃଖ ଖବର । ଆପଣ ମାନଙ୍କର ଜଣେ ପ୍ରିୟ ଅଭିନେତା ଚଳଚିତ୍ର ର ହିରୋ କର୍କଟ ରୋଗରେ ପୀଡିତ ହୋଇ ମାତ୍ର 30 ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ଏ ଦେଶ ହେଉଛି କଳା ସଂସ୍କୃତି ର ଦେଶ । ଏ ଦେଶରେ କଳାକାର ମାନେ ବେଶ ଭରପୁର ହୋଇ ରହିଛନ୍ତି । ଏହି ଦେଶର କଳାକାର ମାନଙ୍କ ପାଇଁ ହିଁ ଖୁସି ର ଲହରୀ ଖେଳି ଯାଇଥାଏ । କିନ୍ତୁ ମାତ୍ର ୩୦ ବର୍ଷ ବୟସରେ କଳାକାର ମାନଙ୍କର ମୃତ୍ୟୁ ହେବା ବା ଦୁନିଆ ଛାଡି ଚାଲିଯିବା ସବୁଆଡେ ଶୋକର ଲହରୀ ଖେଳି ଯାଇଛି ।

ଦୁଖରେ ଭାଙ୍ଗି ପଡିଛନ୍ତି ପରିବାରର ଓ ସାଙ୍ଗ ସାଥି ବର୍ଗ । ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର କଳା ବାଦଲ ଖେଳି ଯାଇଛି ଏହି କଳାକାର ଙ୍କୁ ହରାଇ । ଅଭିନେତା କିଶୋର ମାତ୍ର ୩୦ ବର୍ଷ ବୟସରେ କର୍କଟ ରୋଗରେ ପୀଡିତ ଥିବାରୁ ସବୁ ଦିନ ପାଇଁ ସେ ଦୁନିଆ ଛାଡି ଚାଲି ଯାଇଛନ୍ତି । ଆପଣ ମାନେ ତାଙ୍କୁ ଅନେକ ଗୁଡାଏ ଆଲବମ ଓ ରିୟାଲିଟି ସୋ ରେ ନିଶ୍ଚିନ୍ତ ଭାବେ ଦେଖିଥିବେ ।

ଆସାମରେ ଓ ତାମିଲ ଇଣ୍ଡଷ୍ଟ୍ରି ରେ କାମ କରୁଥିଲେ ଅଭିନେତା କିଶୋର । କିନ୍ତୁ ଆଜି ସେ ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି । ମାତ୍ର ଅଳ୍ପ କିଛି ବୟସରୁ ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲି ଯାଇଛନ୍ତି ଅଭିନେତା କିଶୋର ଦାସ । ତେବେ ଅଭିନେତା କିଶୋର ଦାସ ଆସାମୀ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ।

ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ । ଯେଉଁ କାରଣରୁ ତାଙ୍କର ମାତ୍ର ଅଳ୍ପ ବୟସରେ ଅକାଳ ବିୟୋଗ ଘଟିଛି । ଆଜି ବି ଦର୍ଶକ ମାନେ ତାଙ୍କର ଅଭିନୟ କୁ ମନେ ରଖିଛନ୍ତି । ସେ ଆସାମୀ ଟିଭି ଜଗତରେ ତାଙ୍କ ଅଭିନୟର ଛାପ ଛାଡି ଯାଇଛନ୍ତି ଯାହାର ପୂରଣ କେହି କରି ପାରିବେ ନାହିଁ ।

ଯାହା ପାଇଁ ପୁରା ଆସାମୀ ଟିଭି ଜଗତରେ ଶୋକର ଛାୟା ଖେଳି ଯାଇଛି । ଆମେ ମାନେ ସମସ୍ତେ ତାଙ୍କର ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା କିଶୋର ଦାସ ଙ୍କ ଅଭିନୟ କେମିତି ଲାଗେ ଆମକୁ ମତାମତ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *