ବନ୍ଧୁଗଣ ବଜେଟ ୨୦୨୨ ଧାର୍ଯ୍ୟ ହୋଇ ସାରିଛି ସାଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା । ଲଗାତାର ଦିତୀୟ ବର୍ଷ ଲାଗି ଆୟକର ଛାଡ ସୀମା ଅପରିବର୍ତ୍ତିତ ରହିଛି । ମଧ୍ୟବିତ୍ତ ପରିବାର ପୁଣି ଥରେ ନିରାଶ ହୋଇଛନ୍ତି । ଅନ୍ୟ ଏକ ପରିବର୍ତ୍ତନ ହେଉଛି ଜାତୀୟ ଟେଲିହେଲଥ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ହୋଇଛି । ମହିଳା ଓ ଶିଶୁ ବିକାଶ ପାଇଁ ଆରମ୍ଭ ହେବ ତିନି ଯୋଜନା ଯାହା ବଜେଟରେ ସ୍ଥିର ହୋଇଛି ।

PMAYରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୮୦ଲକ୍ଷ ଗୃହ ନିର୍ମାଣ ଲକ୍ଷ ରହିଛି । ନର୍ଥଇଷ୍ଟରେ ଆରମ୍ଭ ହେବାକୁ ଅଯାଉଛି PM ଡେଭଲପମେଣ୍ଟ ଇନିସିଏଟିଭ ଯୋଜନା । ୭୫ ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ଯାଙ୍କ ୟୁନିଟ ଖୋଲିବ । ୩.୮କୋଟି ପରିବାରକୁ ପାନୀୟ ଜଳ ଯୋଗାଣ ହେବ । ଡାକଘରେ କୋର ବ୍ୟାଙ୍କିଙ୍ଗ ସୁବିଧା ଆରମ୍ଭ ହେବ । ୱାନ ନେସନ, ୱାନ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ଯାହା ବଜେଟରେ ସ୍ଥିର ହୋଇଛି ।
ସବୁ ମନ୍ତ୍ରାଳୟରେ ପେପର ଲେସ ଓ ଓ-ବିଲ ସୁବିଧା ଆରମ୍ଭ ହେବ । ଏହିସବୁ ପରିବର୍ତ୍ତନ ହୋଇଛି ୨୦୨୨ ବଜେଟରେ । ନିଯୁକ୍ତି କ୍ଷେତ୍ରରେ ବହୁତ ଜଲ୍ଦି ଏଲଆଇସିରେ ଆଇଫିୟୁର ଆସିବାକୁ ଅଯାଉଛି । ପିଏମ ଗତିଶକ୍ତି ଯୋଜନା ଉପରେ ଗୁରୁତ୍ଵ ଦିଆ ଅଯାଇଛି । ଏହି ଗୁରତ୍ଵରେ ସରକାର ୨୫ ହଜାର କିମି ଜାତୀୟ ରାଜପଥ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ହାଇବେ ପାଇଁ ପ୍ରଶସ୍ତିକରଣ ପାଇଁ ୨୦ହଜାର କୋଟି ଖର୍ଚ୍ଚ ହେବ ।

ଚାଷୀଙ୍କ ପାଇଁ କିଶାନ ଦ୍ରୋଣ ଯୋଜନା ଯୋଗେ ଚାଷୀ ଫସଲ ଅନୁଧ୍ୟାନ କରିବେ । ଡ୍ରୋନ ଯୋଗେ କୀଟନାଶକ ସିଂଚନ ହେବା ସହ ଲ୍ୟାଣ୍ଡ ରେକର୍ଡର ଡିଜିଟାଇଜେସନ ହେବ । ଗ୍ରାମାଞ୍ଚଳ ଓ ଚାଷ ପାଇଁ ନାବାର୍ଡ ଜରିଆରେ ମିଳିବ ରାଶି । ୨୦୨୨-୨୦୨୩ ବର୍ଷରେ ସୁନା ଗହଣା ଓ ଜୁଏଲାରି ଶସ୍ତା ହେଉଛି । ହୀରା ଉପରେ ଉତ୍ପାଦ ଶୁଳ୍କ ୫% ହ୍ରାସ କରା ଯାଇଛି । ବିଦେଶରୁ ଆସୁଥିବା ମେସିନ ଶସ୍ତା ହୋଇଛି । କପଡା ଶସ୍ତା ଓ ଚମଡା ଶସ୍ତା ହୋଇଛି ।
ଇଲେକ୍ଟ୍ରୋନିକ ସାମଗ୍ରୀ ୨୦୨୨ ବଜେଟରେ ଶସ୍ତା ହୋଇଛି । IIT ପିଲାଙ୍କୁ ଦ୍ରୋଣ ଶିକ୍ଷା ଦିଆଯିବ । ଇମିଟେସନ ଜୁଲାରି ମଧ୍ୟ ଶସ୍ତା ହୋଇଛି । କୃଷି ସାମଗ୍ରୀ, ମୋବାଇଲ ଫୋନ ଓ ଚାର୍ଜର ଶସ୍ତା ହୋଇଛି । ଖୁବ ଜଲ୍ଦି ଆସିବାକୁ ଯାଉଛି LIC ଆଇପୀଓ । ନିର୍ମାଣ ହେବ ୧୦୦ ଗତିଶକ୍ତି କାରଗୋ ଟର୍ମିନାଲ ଯାହା ବଜେଟରେ ସ୍ଥିର ହୋଇଛି । ଜୋତା ଓ ଚପଲ ଶସ୍ତା ହୋଇଛି । ୨୦୨୨ ବଜେଟରେ ବିଦେଶୀ ଛତା ମହଙ୍ଗା ହେବ ।

ପିଲାଙ୍କ ପାଇଁ ଖୋଲିବ ୨୦୦ଟିଭି ଚ୍ଯାନେଲ । ଆବାସ ଯୋଜନାରେ ୮୦ଲକ୍ଷ ଗୃହ ନିରମାନ ହେବ । ୨ଲକ୍ଷ ଅତ୍ୟାଧୁନିକ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ହେବ । ୨୦୨୨ରେ ଆସିବା ୫G ସେବା । ଅପଡେଟ ଇନକମ ଟ୍ୟାକ୍ସ ଋଟର୍ଣ୍ଣ ପାଇଁ ୨ବର୍ଷକୁ ବଢିଲା ଅବଧି । କର୍ମଚାରୀଙ୍କ ପେନସନରେ ଟ୍ୟାକ୍ସ ଉପରେ ରିହାତି ହେବ । ଡିଜିଟାଲ କରେନ୍ସିରୁ ଇନକମ ଉପରେ ୩୦%ଟ୍ୟାକ୍ସ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
