ଆସିଲା ଦୁଃଖର ଖବର କୋରନାରେ ଆକ୍ରାନ୍ତ ହେଲେ Jhilik Bhatacharjya

ଓଲିଉଡ ଜଗତର କଳାକାର ମାନେ ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହେବା ସହ ନିଜର ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଓଡିଆ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ହସ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି । ତେବେ ବର୍ତ୍ତମାନ କୋରୋନା ମହାମାରି ଯୋଗୁ ଅନେକ କଳାକାର ମାନେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ହେଉଛନ୍ତି ।

ତେବେ ସୂଚନା ଅନୁସାରେ ଅଭିନେତ୍ରୀ ଝ୍ଲିଲିକ ଭଟାଚାର୍ଜ୍ୟ ଯିଏ କି ବଙ୍ଗାଳୀ ନାୟିକା ବର୍ତ୍ତମାନ କୋରୋନା ରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଝିଲିକ ଙ୍କ ସ୍ବାସ୍ଥ୍ୟବସ୍ଥା କିପରି ରହିଛି ।

ଆପଣ ଏମାନେ ଓଡିଆ ଅଭିନେତ୍ରୀ ଝିଲିକ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ଫିଲମରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତେବେ ତାଙ୍କୁ ନେଇ ଏକ ବଡ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ଝିଲିକ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି ।

ତାଙ୍କ ସହ ଗତ କିଛି ଦିନ ତଳେ ଯେଉଁ ମାନେ ମିସିଥିଲେ ସେମାନେ କୋଭିଡ଼ ଟେଷ୍ଟ କରିବାକୁ ତାଙ୍କ ପରିବାର ଲୋକେ କହିଛନ୍ତି । ଗତ କିଛି ଦିନ ତଳେ ଝିଲିକ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । କୋରୋନା କଟକଣା ଯୋଗୁ ଫିଲ୍ମ ଶୁଟିଙ୍ଗ ବନ୍ଦ ଥିଲା । କିନ୍ତୁ ବର୍ତ୍ତମାନ କୋରୋନା କଟକଣା କୋହଳ ହେବାରୁ ପୁଣି ଥରେ ଫିଲ୍ମ ଶୁଟିଙ୍ଗ ଆରମ୍ଭ ହୋଇଛି । ସେଥିପାଇଁ ଝିଲିକ ପୁଣି ଥରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି । ଝିଲିକ କୋରୋନାରେ ପଜେଟିଭ ହୋଇଥିବା ନେଇ ବହୁତ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇଛି ।

କିନ୍ତୁ ତାଙ୍କ ପରିବାର ଲୋକେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ବୋଲି ଝିଲିକ ନିଜ ସୋସିଆଲ ଆକାଉଣ୍ଟ ରେ ଶେୟାର କରିଛନ୍ତି । ଝିଲିକ ବହୁତ ଜଲ୍ଦି ସୁସ୍ଥ ହୋଇ ପୁଣି ଥରେ ଓଡିଆ ଇଣ୍ଡଷ୍ଟ୍ରି କୁ ଫେରିବେ ବୋଲି ନିଜ ସୋସିଆଲ ଆକାଉଣ୍ଟ ରେ କହିଛନ୍ତି । ଆଶା କରୁଛୁ ଅଭିନେତ୍ରୀ ଝିଲିକ ବହୁତ ଜଲ୍ଦି ଆରୋଗ୍ଯ ହୋଇ ଓଡିଆ ଜାଗାତକୁ ଫେରି ଆସନ୍ତୁ ଏଥିପାଇଁ ଆମେ ସମସ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *