ବଡ ଖବର: ଏହି ପାଉଡରକୁ ପିଇଲେ କରୋନାରୁ ମିଳିବ ମୁକ୍ତି

ବର୍ତ୍ତମାନ ଭାରତରେ କୋ-ବି-ଡ ପଜିଟିବଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକି ସମସ୍ତଙ୍କ ପାଇଁ ଏକ ବି-ପ-ଦ ପୂର୍ଣ ସଂକେତ ଅଟେ । ଏହା ସହିତ ଅକ୍ସିଜେନର ଅଭାବ ଆହୁରି ଏକ ଚିନ୍ତାର ବିଷୟ ଅଟେ । ଏହା ସହିତ ଅକ୍ସିଜେନ ନ ପାଇ କେତେକ ଲୋକମାନଙ୍କ ପ୍ରାଣ ମଧ୍ୟ ଚାଲି ଯାଉଛି । କିନ୍ତୁ ଏହା ମଧ୍ୟରେ ଭାରତର ସମସ୍ତ ଜନତାଙ୍କ ପାଇଁ ଗୋଟିଏ ଖୁସି ଖବର ଆସି ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁରୁଣା କୋ-ବି-ଡ ନୀତିରେ ଗୋଟିଏ ବଡ ପରିବର୍ତ୍ତନ କରି ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି ।

ଏହି ନୀତି ଅନୁସାରେ ବର୍ତ୍ତମାନ କୌଣସି ବି ରୋ-ଗୀକୁ ବିନା ଚିକିତ୍ସାରେ ଫେରାଇ ଦିଆଯିବ ନାହିଁ । ଯଦି କୌଣସି ବ୍ୟକ୍ତି ଭୂ-ତା-ଣୁରେ ଆ-କ୍ରା-ନ୍ତ ହେଉଛି ତେବେ ତାଙ୍କୁ ସଙ୍ଗେ ସଙ୍ଗେ କୋ-ବି-ଡ ସେଣ୍ଟର, ଡେଡିକେଟେଡ୍ କୋ-ଭି-ଡ୍ ହେଲଥ ସେଣ୍ଟର କିମ୍ବା କୋ-ଭି-ଡ୍ ହସ୍ପିଟାଲ ଓ୍ୱାର୍ଡରେ ଆଡ୍ମିସନ କରାଯିବ ।

ସାମାନ୍ୟ ଲକ୍ଷଣ ଥିଲେ CCCରେ, ମଧ୍ୟମ ଧରଣ ଥିଲେ DCHCରେ ଓ ଗୁରୁତର ଥିଲେ DCHରେ ଚିକିତ୍ସା ଅବଶ୍ୟ ମିଳିବ । ସେହି ବ୍ୟକ୍ତି ଜଣକ ଯେ କୌଣସି ବି ସହରର ହୋଇଥାନ୍ତୁ ନା କାହିଁକି, ତାଙ୍କ ପାଖରେ ପରିଚୟ ପତ୍ର ନ ଥିଲେ ବି ସମସ୍ତଙ୍କୁ ସମାନ ରୂପରେ ଚିକିତ୍ସା ଦିଆଯିବ । କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ଆଡମିସନ ନୀତିକୁ ସମାନ କରି ଦେଇଛନ୍ତି ।

ଅନ୍ୟ ପଟେ ମ-ହା-ମା-ରୀ ଭୂ-ତା-ଣୁ ସଙ୍କଟ ସହ ଲଢେଇ କରିବା ପାଇଁ ଭାରତକୁ ଏକ ନୂତନ ଶକ୍ତି ମଧ୍ୟ ମିଳି ଯାଇଛି । ଭାରତୀୟ ଡ୍ରଗ କଣ୍ଟ୍ରୋଲର ଜେନରାଳ DCG ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା DRDO ଦ୍ଵାରା ପ୍ରସ୍ତୁତ ଭୂ-ତା-ଣୁରୁ ମୁକ୍ତି ମିଳୁଥିବା ମେଡ଼ିସିନ ଟୁ ଡିଓକ୍ସି ଡି ଗ୍ଲୁକୋଜ୍ ବା ଟୁ ଡିଜିକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ଅନୁମତି ଦେଇଛନ୍ତି ।

ହାଇଦ୍ରାବଦରେ ସ୍ଥିତ ଘରୋଇ ଫାର୍ମା କମ୍ପାନୀ ଡାଃ ରେଡିସ୍ ଲାବରୋଟାରୀ ସହ ଡିଆରଡିଓର ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ୍ ଆଲାଏଡ ସାଇନ୍ସ ଲାବ୍ ପକ୍ଷରୁ ପ୍ରସ୍ତୁତ ଔଷଧର ତୃତୀୟ ପ୍ରଜାୟ ମାନବ ପରୀକ୍ଷଣ ସଫଳତା ପୂର୍ବକ ପୁରା ହୋଇଛି । ରିପୋର୍ଟ ଅନୁସାରେ ପ୍ୟାକେଟରେ ଥିବା ଔଷଧ ଯାହାକି ପାଉଡର ରୂପରେ ଯଦି ଆପଣ ତାକୁ ପାଣିରେ ଫେଣ୍ଟି ପିଇବେ ତେବେ ଭୂ-ତା-ଣୁରେ ପୀଡିତ ରୋ-ଗୀ ତୁରନ୍ତ ଉପଶମ ମିଳୁଛି ।

ଏହା ସହିତ ଏହି ଔଷଧ ରୋ-ଗୀର ଶରୀରରେ ଥିବା ଭୂ-ତା-ଣୁକୁ ବଢିବାକୁ ଦିଏ ନାହିଁ । ଏହା ସହିତ ଏହା ଆଗାମୀ ଦିନରେ ଭୂ-ତା-ଣୁ ରୋ-ଗୀମାନଙ୍କ ପାଇଁ ରାମବାଣ ସଦୃଶ କାମ କରିବ ।

Leave a Reply

Your email address will not be published. Required fields are marked *