Sidharth Shukla ଙ୍କ ମୃତ୍ୟୁ ର ଅସଲ କାରଣ ଆସିଲା ସାମ୍ନାକୁ, ପୋସ୍ଟ ମର୍ଟମ ରିପୋର୍ଟ ରୁ ହେଲା ଏହି ଖୁଲାସା

ଛୋଟ ପରଦାର ବଡ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଗୁରୁବାର ଦିନ ନି-ଧ-ନ ହୋଇଛି । ତାଙ୍କର ମୃ-ତ୍ୟୁ ହୃଦଘାତରେ ହୋଇଛି ବୋଲି କୁହା ଯାଉଥିବା ବେଳେ ତାଙ୍କର ପୋଷ୍ଟ ମର୍ଟମ ରିପୋର୍ଟ ଆସିନାହି । ତାଙ୍କ ପରିବାର ଲୋକେ ତାଙ୍କୁ ଗୁରୁବାର ସକାଳେ କୁପର ହସପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ବହୁତ ଡେରି ହୋଇ ଯାଇଥିଲା । ଡାକ୍ତର ତାଙ୍କୁ ସାଢେ ୧୦ଟା ବେଳେ ମୃ-ତ ଘୋଷଣା କରିଥିଲେ । ଏହି ଖବର ପ୍ରାଚର ହେବା ପରେ କେହି ବି ବିଶ୍ଵାସ କରିପାରୁ ନାହାନ୍ତି । ସିଦ୍ଧାର୍ଥଙ୍କ ମୃ-ତ୍ୟୁରେ ସମସ୍ତେ ସ୍ତବ୍ଧ ହୋଇଥିବା ବେଳେ କେହି ବିଶ୍ଵାସ କରୁ ନାହାନ୍ତି କି ସେ ମାତ୍ର ୪୦ ବର୍ଷରେ ଏ ଦୁନିଆରୁ ବିଦାୟ ନେଇଛନ୍ତି ।

କୁପର ହସପିଟାଲର ୩ଜଣ ଡାକ୍ତର ଦୀର୍ଘ ୪ଘଣ୍ଟା ଧରି ସିଦ୍ଧାର୍ଥଙ୍କର ପୋଷ୍ଟ ମର୍ଟମ କରିଥିଲେ । ପୋଷ୍ଟ ରିପୋର୍ଟ ଅନୁସାରେ ତାଙ୍କ ଶରୀରରେ କୌଣସି କ୍ଷତ ନାହି ବରଂ ହୃଦଘାତ ଯୋଗୁ ମୃ-ତ୍ୟୁ ହୋଇଛି ବଳି ଜଣା ପଡିଛି । ହସ୍ପିଟାଲ ଦ୍ଵାରା ଶୁକ୍ରବାର ଦିନ ଓସିବାରା ପୋଲିସ ଥାନାରେ ପୋଷ୍ଟ ମର୍ଟମ ରିପୋର୍ଟ ହସ୍ତାନ୍ତର କରା ଯାଇଥିଲା । ତାଙ୍କ ପରିବାର ମଧ୍ୟ ଏହି କଥାକୁ ଗ୍ରହଣ କରିଛନ୍ତି ଯେ ହାର୍ଟ ଆଟାକରେ ସିଦ୍ଧାର୍ଥଙ୍କର ମୃ-ତ୍ୟୁ ହୋଇଛି । ଯେତେ ସମୟ ତାଙ୍କର ପୋଷ୍ଟ ମର୍ଟମ କରା ଯାଇଥିଲା ସେ ସବୁ ଭିଡିଓ ରେକର୍ଡ କରା ଅଯାଇଛି । ସେ ତାଙ୍କ କ୍ଯାରିୟର ଆରମ୍ଭ ୨୦୦୩ରେ କରିଥିଲେ ।

ସେ ଅନେକ ଧାରାବାହିକରେ କାମଅକରିଥିଲେ ମଧ୍ୟ ଅସଲ ପରିଚୟ ତାଙ୍କୁ “ବାଳିକା ବଧୁ” ସିରିଏଲରୁ ମିଳିଥିଲା । ଏହା ପରେ ସେ “ଖତରୋ କା ଖିଲାଡ଼ି-୭” ସୋ ରେ ବିଜେତା ହୋଇଥିଲେ । “ବିଗ ବସ-୧୩”ରେ ବିଜେତା ହୋଇ ସେ ଲୋକପ୍ରିୟତା ହାସଲ କରିଥିଲେ । ସେ ହିନ୍ଦୀ ଫିଲମରେ ମଧ୍ୟ ଅଭିନୟ କରି ସାରିଛନ୍ତି । ୨୦୧୪ରେ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଫିଲ୍ମ “ହମ୍ପଟି ଶର୍ମା କି ଦୁଲହନିୟା” ରେ ନିଜର ପ୍ରଥମ କ୍ଯାରିୟର ହିନ୍ଦୀ ଜଗତରେ ଆରମ୍ଭ କରିଥିଲେ । ଏହା ବ୍ଯତୀତ ତାଙ୍କ ପାଖରେ ଅନେକ ବଡ ପ୍ରୋଜେକ୍ଟ ରହିଥିଲା ।

ତାଙ୍କ ନି-ଧ-ନ ହେବା ପରେ ବର୍ତ୍ତମାନ ସବୁ କିଛି ଶେଷ ହୋଇ ଯାଇଛି । ତାଙ୍କର ଫରେନସିକ ରିପୋର୍ଟ ୧୫ ଦିନ ପରେ ଆସିବା ବୋଲି ସୂଚନା ମିଳିଛି । ତାଙ୍କ ମୃ-ତ୍ୟୁକୁ ନେଇ ଆଉ କୌଣସି ଆଶଙ୍କା ନାହି ବୋଲି ସୂତ୍ର ରୁ ଜଣା ପଡିଛି । ପୋଷ୍ଟ ମର୍ଟମ ରିପୋର୍ଟ ସାମନାକୁ ଆସିବା ପରେ ସବୁ ସତ କଥା ସାମନାକୁ ଆସି ଯାଇଛି । ତାଙ୍କର ମୃ-ତ୍ୟୁ ହୃଦଘାତ ଯୋଗୁ ହୋଇଛି ବୋଲି ଡାକ୍ତର ମାନେ କହିବା ସହ ଅନ୍ୟ କୌଣସି କାରଣ ଦର୍ଶାଇ ନାହାନ୍ତି । ତାଙ୍କ ଶରୀରରେ ଭିତର ଜାଗାରେ କୌଣସି ଆଘାତ ନାହି ବୋଲି ପୋଷ୍ଟ ମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତାଙ୍କର ନି-ଧ-ନ-ରେ ପୁରା ବଲିଉଡ ଇଣ୍ଡଷ୍ଟ୍ରି ସବ୍ଧ ହୋଇ ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକଲ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *