ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଠିକ ସେହିଭଳି ଓଡିଆ ଶିଂଗର ମାନେ ମଧ୍ୟ ନିଜର ସୁମଧୁର କଣ୍ଠ ରେ ସାରା ଓଡିଶାରେ ପ୍ରସିଦ୍ଧି ହୋଇ ପାରିଛନ୍ତି । ଏମିତି କିଛି ଗାୟକ ଓ ଗାୟିକା ମାନେ ଅଛନ୍ତି ଯେଉଁ ମାନେ ନିଜର ଗୀତ ପାଇଁ ଦର୍ଶକ ମାନଙ୍କର ହୃଦୟରେ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଶିଂଗାର ଅସୀମା ପଣ୍ଡା ଙ୍କ ଜବରଦସ୍ତ ଡ୍ୟାନ୍ସ ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଆଗରୁ କେବେ ବି ଶୁଣି ନ ଥିବେ ।

ଆପଣ ମାନେ ଓଡିଶାର ସୁନାମଧନ୍ୟ ଗାୟିକା ତଥା ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ମଧୁର କଣ୍ଠ ରେ ଅନେକ ସାରା ଓଡିଆ ଭଜନ ଠାରୁ ଆରମ୍ଭ କରି ଆଲବମ ଓ ଓଡିଆ ଫିଲ୍ମ ରେ ସଂଗୀତ ଦାନ କରିଛନ୍ତି । ତେବେ ବର୍ତ୍ତମାନ ତାଙ୍କର ଡ୍ୟାନ୍ସ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ରେ ଅସୀମା ପଣ୍ଡା ଙ୍କ ସହ ଅଭିନେତ୍ରୀ ଲିପ୍ସା ମଧ୍ୟ ନଜର ଆସୁଛନ୍ତି । ଅସୀମା ପଣ୍ଡା ଲିପ୍ସା ଙ୍କୁ କହୁଛନ୍ତି ମୁଁ ଗାଇ ଦଉଛି ଓ ବଳମା ଗୀତ ଓ ତୁମେ ଅଣ୍ଟା ହଲାଇ ଟିକେ ଡ୍ୟାନ୍ସ କରି ଦିଅ । ଏହା ସହ ଆହୁରି ମଧ୍ୟ ଅସୀମା କହୁଛନ୍ତି ବାର୍ବୀ ଭଳି ଅଣ୍ଟା ରଖିଛ ତାହା କାମରେ କେତେବେଳେ ଆସିବ ।

ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଲିପ୍ସା ଙ୍କ ତାଲା ତାଳରେ ମିଶାଇ କିପରି ଅସୀମା ପଣ୍ଡା ଓ ବଲମା ଗୀତ ଗାଇବା ସହ ହାତ ହଲାଇ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଏହା ତାଙ୍କର ପ୍ରଥମ ଡ୍ୟାନ୍ସ ଭିଡିଓ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ଅସୀମା ସୁନ୍ଦର ଭାବେ ଓ ବଳମା ଗୀତ ରେ ଗାଇବା ସହ ଲିପ୍ସା ଙ୍କ ସହ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି । ତେବେ ଦୁହିଙ୍କର କେମେଷ୍ଟ୍ରି ଖୁବ ନିଆରା ଲାଗୁଛି ।
ଅସୀମା କହୁଛନ୍ତି ତୁମେ ଅଭିନେତ୍ରୀ ମାନେ ଡ୍ୟାନ୍ସ ଓ ଅଭିନୟ କରି ଚର୍ଚ୍ଚାକୁ ଆସୁଛୁ । ତେବେ ପ୍ରଥମ ତାର ଅସୀମାଙ୍କର ଡ୍ୟାନ୍ସ ପରଫୋମାଂସ ଦେଖି ଲିପ୍ସା ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି । ଦୁହେଁ ବହୁତ ମଜାମସ୍ତି କରି ଓ ବଲମା ଗୀତ ରେ ଦମଦାର ଡ୍ୟାନ୍ସ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅସୀମା ପଣ୍ଡାଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
