Special Story : ସାବଧାନ! ନିୟମିତ ଭାବରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ଏହି ଖବର ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । କୋରୋନା ମ-ହା-ମା-ରୀ ସମୟରେ ଏକ ରି-ପୋ-ର୍ଟ ପ୍ରକାଶ ପାଇଥିଲା ଯେ ଅ-ଶ୍ଳୀ-ଳ ଫିଲ୍ମ ଦେଖିବାର ସଂଖ୍ୟା ବହୁଳ ମାତ୍ରା ରେ ବଢି ଯାଇଛି । କିନ୍ତୁ ବର୍ତ୍ତମାନ ସେହି ସମାନ ରି-ପୋ-ର୍ଟ ସାମ୍ନାଙ୍କୁ ଆସିଛି । ଏକ ଜାତୀୟ ଗଣ ମାଧ୍ୟମ ରି-ପୋ-ର୍ଟ ଅନୁସାରେ ଦେଶରେ ଲଗାତାର ଭାବେ ପ-ର୍ଣ୍ଣ ଫି-ଲ୍ମ ଦେଖିବାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସମୟରେ ଅନେକ ଲୋକ ମାନେ ଅନ ଲାଇନ ମାଧ୍ୟମରେ ଏହି ଭଳି ଅ-ଶ୍ଳୀ-ଳ ଭି-ଡି-ଓ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ପ-ର୍ଣ୍ଣ ଫି-ଲ୍ମ ଦେଖିବା ବର୍ତ୍ତମାନ ଏକ ସାଧାରଣ କଥା ହୋଇ ଗଲାଣି । କାରଣ ପିଲା ମାନେ ଏହି ଭଳି ଫିଲ୍ମ ଦେଖୁଛନ୍ତି ବୋଲି ରି-ପୋ-ର୍ଟ ରେ ଦର୍ଶା ଯାଇଛି ।

ଏହା ସହ ରି-ପୋ-ର୍ଟ ରେ ଏହା ମଧ୍ୟ ଦର୍ଶା ଯାଇଛି ଯେ ନୂଆ ନୂଆ ଦର୍ଶକ ମାନେ ଏହି ପ-ର୍ଣ୍ଣ ଫି-ଲ୍ମ ଦେଖିବା ପାଇଁ ଆଗ୍ରହ ହେଉଛନ୍ତି । ଅନେକ ଯୁବ ପିଢୀ ପ-ର୍ଣ୍ଣ ଫି-ଲ୍ମ ଦେଖି ମନୋରଞ୍ଜନ କରିଥାନ୍ତି । କିନ୍ତୁ ଜଣେ ମାନସିକ ଡାକ୍ତର ରାଏ ଦେଇଛନ୍ତି ଯଦି ଛୋଟ ପିଲା ହେଉ ବା ବଡ ବ୍ୟକ୍ତି ହେଉ ଯଦି କ୍ରମାଗତ ଭାବେ ପ-ର୍ଣ୍ଣ ଫି-ଲ୍ମ ଦେଖନ୍ତି ତେବେ ଏହା ଅଭ୍ଯାସରେ ପରିଣତ ହୋଇଥାଏ । ଏହାର ଅର୍ଥ ହେଉଛି ଏହା ଏକ ନି-ଶା ଭଳି କାମ କରିଥାଏ । ଏହି ଅ-ଶ୍ଳୀ-ଳ ନି-ଶା ଆପଣଙ୍କ ନିଦ, ମାନସିକ ସ୍ୱାସ୍ଥ୍ୟ ଓ ଯୌ-ନ ସ-ମ୍ପ-ର୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଡାକ୍ତର ସୂଚନା ଦେଇଛନ୍ତି ଯେ ଏହା ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ ବରଂ ମଣିଷର ଧର୍ଯ୍ୟ ଶ-କ୍ତି ଓ କାମ କରିବାର ଇଚ୍ଛା ଶ-କ୍ତି ମଧ୍ୟ କମ କରିଥାଏ । ଯେଉଁ ମାନେ ଅନେକ ଅ-ଶ୍ଳୀ-ଳ ଭି-ଡି-ଓ ଦେଖନ୍ତି ସେମାନଙ୍କ ମଧ୍ୟ ରେ ହିଂ-ସା-ତ୍ମ-କ ପ୍ରବୃତ୍ତି ବୃଦ୍ଧି ପାଇଥାଏ । ବି-ଶେ-ଷ କରି ଯଦି ବ୍ୟକ୍ତି ବିବାହ ପରେ ଅଧିକ ଅ-ଶ୍ଳୀ-ଳ ଭି-ଡି-ଓ ଦେଖନ୍ତି ତେବେ ଏହା ବିବାହିତା ଜୀବନରେ ଅନେକ ଖରାପ ଓ ଗଭୀର ପ୍ରଭାବ ପକାଇଥାଏ ।

ଯେଉଁ ମାନେ ଅଧିକ ପର୍ଣ୍ଣ ଭି-ଡି-ଓ ଦେଖନ୍ତି ସେମାନେ ଶା-ରୀ-ରି-କ ଓ ମା-ନ-ସି-କ କ୍ଷେତ୍ର ରେ କା-ନ୍ତ ଓ ହ-ତା-ସ ହୋଇଥାନ୍ତି ବୋଲି ଡାକ୍ତର ରାଏ ଦେଇଛନ୍ତି । ଏଣୁ ଏହାକୁ ନ-ଶା ନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ପର୍ଣ୍ଣ ଭି-ଡି-ଓ ଦେଖିବାରେ ଭାରତ ର ସଂଖ୍ୟା ବହୁଳ ମାତ୍ରା ରେ ଅଧିକ ରହିଛି ବୋଲି ଗଣ ମାଧ୍ୟମ ରୁ ଜଣା ପଡିଛି । ଆପଣ ମାନେ ଯଦି ଏଭଳି ଅ-ଶ୍ଳୀ-ଳ ଭି-ଡି-ଓର ଶି-କା-ର ହୋଇଛନ୍ତି ତେବେ ସ-ତ-ର୍କ ରୁହନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *