28ରୁ ଲଘୁଚାପ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ 10 ଟି ଜିଲ୍ଲାରେ ପ୍ରବଳ ବର୍ଷିବ… ଏହି ସବୁ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଆସନ୍ତା ଦିନରେ ଓଡିଶାରେ ବର୍ଷାକୁ ପାଣି ପା-ଗ ବି-ଭା-ଗ ସୂ-ଚ-ନା ଜା-ରି କରିଛି । କହିଦେଉଛୁ କି ଏହି ବର୍ଷ କିଛି ଜି-ଲ୍ଲାରେ ବର୍ଷାର ପରିମାଣ ସଠିକ ରହିଥିବା ସମୟରେ ଅନ୍ୟ କିଛି ଜି-ଲ୍ଲାରେ ବର୍ଷାର ପରିମାଣ କମ ହୋଇଛି । ଯେଉଁ କାରଣରୁ ନାନା ପ୍ରକାରର ଅ-ସୁ-ବି-ଧା-ର ବି ସ-ମ୍ମୁ-ଖୀ-ନ ହେବାକୁ ପଡୁଛି । ସୂଚନା ଅନୁସାରେ ଆସନ୍ତା କାଲି ଅର୍ଥାତ ୨୮ ଅଗଷ୍ଟ ୨୦୨୧ରେ ବ-ଙ୍ଗୋ-ପ-ସା-ଗ-ର-ରେ ଲ-ଘୁ-ଚା-ପ ସୃଷ୍ଟି ହେବାକୁ ଯାଉଛି ।

ଏହାର ପ୍ରଭାବରେ ଓଡିଶାରେ ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ର-ବ-ଳ ବ-ର୍ଷାର ସ-ମ୍ଭା-ବ-ନା ରହୁଛି । କେତେକ ଜି-ଲ୍ଲାରେ ଘ-ଡ-ଘ-ଡି ସହ ବର୍ଷା ହେବାର ସ-ମ୍ଭା-ବ-ନା ବି ଦେଖାଯାଉଛି ବୋଲି ପାଣି ପା-ଗ ବି-ଭା-ଗ ପୂର୍ବାନୁମାନ କରିଛନ୍ତି ।

ରାଜ୍ୟର ବିଭିନ୍ନ ଜି-ଲ୍ଲାରେ ବର୍ଷାକୁ ନେଇ ଜି-ଲ୍ଲାପାଳମାନଙ୍କୁ ରିଲିଫ କ-ମି-ଶ-ନ-ର ଚିଠି ଲେଖି ଅବଗତ ମଧ୍ୟ କରାଇଛନ୍ତି । ସେ ସମସ୍ତଙ୍କୁ ବର୍ଷାର ସ୍ଥିତି ଅ-ନୁ-ଧା-ନ କରିବା ପାଇଁ ଓ ସବୁ ପ-ରି-ସ୍ଥି-ତିରେ ସଜାଗ ଓ ତତ୍ପର ରହିବା ପାଇଁ ନିଜର ଚିଠିରେ ଉଲ୍ଲେଖ ମଧ୍ୟ କରିଛନ୍ତି । କହିଦେଉଛୁ କି ଆସନ୍ତା କାଲି ପାଇଁ କେତେକ ଜି-ଲ୍ଲାକୁ ୟେଲୋ ୱା-ର୍ଣ୍ଣିଂ ମଧ୍ୟ ଜା-ରି କରାଯାଇଛି । କହିଦେଉଛୁ କି ପାଣି ପା-ଗ ବି-ଭା-ଗ ଅନୁସାରେ ଓଡିଶାର ୧୦ ଟି ଜି-ଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସ-ମ୍ଭା-ବ-ନା ଅଛି ବୋଲି କୁହାଯାଉଛି ।

ସେହି ସମସ୍ତ ଜି-ଲ୍ଲା ଗୁଡିକ ହେଲା ପୁରୀ, ଗଜପତି, ଗଞ୍ଜାମ, ଖୋର୍ଦ୍ଦା, କଟକ, ନୟାଗଡ, ଜଗତସିଂହପୁର, ଅନୁଗୁଳ, ଦେବଗଡ, କନ୍ଧମାଳରେ ପ୍ର-ବ-ଳ ବ-ର୍ଷା ହୋଇପାରେ । ଅନ୍ୟ ୨୦ ଟି ଜି-ଲ୍ଲାରେ ଘ-ଡ-ଘ-ଡି ସହ ଝଡ ଓ ବର୍ଷା ହେବାର ସ-ମ୍ଭା-ବ-ନା ଅଛି ବୋଲି ପାଣି ପା-ଗ ବି-ଭା-ଗର ବି-ଶେ-ଷ-ଜ୍ଞ-ମା-ନେ ପୂର୍ବାନୁମାନ କରିଛନ୍ତି । ୨୮ ରୁ ୨୯ ତାରିଖ ପର୍ଯ୍ୟନ୍ତ କେତେକ ଜି-ଲ୍ଲାକୁ ୟେଲୋ ୱା-ର୍ଣ୍ଣିଂ ମଧ୍ୟ ଜା-ରି କରାଯାଇଛି । ସେହି ସମୟରେ ୮ ଟି ଜି-ଲ୍ଲାରେ ବର୍ଷା ହେବାର ସ-ମ୍ଭା-ବ-ନା ଅଛି ।

୨୮ ରୁ ୨୯ ତାରିଖ ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମରେ ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ । ଏହି ସମୟରେ ଅନ୍ୟ ୧୬ ଟି ଜି-ଲ୍ଲାରେ ଘ-ଡ-ଘ-ଡି ସହିତ ବର୍ଷା ହୋଇପାରେ । ସେହିଭଳି ୨୯ ତାରିଖ ରୁ ୩୦ ପର୍ଯ୍ୟନ୍ତ ୟେଲୋ ୱା-ର୍ଣ୍ଣିଂ ଜା-ରି କରାଯାଇଛି ଓ ସେହି ସମସ୍ତ ଜି-ଲ୍ଲା ଗୁଡିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଲାହାଣ୍ଡି, ବଲାଙ୍ଗୀର, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ର-ବ-ଳ ବ-ର୍ଷା ହୋଇପାରେ ବୋଲି ପାଣି ପା-ଗ ବି-ଭା-ଗ ପୂର୍ବାନୁମାନ କରିଛି ।

Leave a Reply

Your email address will not be published. Required fields are marked *