ଅଷ୍ଟମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ ଓ କଲେଜ, ଏହି ତାରିଖର ସୁଦ୍ଧା

ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ଅତି ଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛନ୍ତି ସରକାର । ଏହିଭଳି କିଛି ଘୋଷଣା କରି ସରକାରର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଗୋଟିଏ ବଡ ଖୁସି ଖବର ଦେଇଛନ୍ତି । ସୂଚନା ଅନୁସାରେ କରୋନା ନ ଥିବା ଅଞ୍ଚଳ ଛାତ୍ର ଛାତ୍ରୀମାନଙ୍କ ପାଇଁ ସ୍କୁଲ ଓ କଲେଜ ଖୋଳିପାରେ ।

କିନ୍ତୁ କେବେ ସ୍କୁଲ ଓ କଲେଜ ଖୋଲିବ ଏବଂ କେଉଁ ସବୁ ଜିଲ୍ଲାରେ ସ୍କୁଲ କଲେଜ ଖୋଲିବ ଏହା ବିଷୟରେ ଚାଳନ୍ତୁ ସମ୍ପୂର୍ଣ ଖବର କଣ ଜାଣିବା । ଏକ ସରକାରୀ ନିର୍ଦେଶନାମାରେ ଜଣା ପଡିଛି କି କରୋନା ସଂକ୍ରମଣ କମ ଥିବା ସାମ୍ନାରେ ସରକାର ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ଖୋଲି ପାରନ୍ତି । ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ତରଫରୁ ଏକ ସୂଚନା ଜାରି କରାଯାଇଛି ।

ଏହି ସୂଚନା ଅନୁଯାୟୀ ଯେଉଁ ସମସ୍ତ ଅଞ୍ଚଳରେ ଗୋଟିଏ ହେଲେ ବି ସଂକ୍ରମିତ ବ୍ୟକ୍ତି ନ ଥିବେ ସେହି ସବୁ ଅଞ୍ଚଳରେ ପିତା ମାତାଙ୍କ ସହମତିରେ ଅଷ୍ଟମରୁ ଦ୍ଵାଦଶ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଦିନ ପୁନଃ ଆରମ୍ଭ କରାଯିବ । କରୋନା ମୁକ୍ତ ଜୋନ ଗୁଡିକର ସ୍ଥାନୀୟ ଜିଲ୍ଲାପାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସାକ୍ଷାତ କରି ଏହି ସମସ୍ତ ବିଷୟ ଉପରେ ଚର୍ଚା କରିବା ପରେ ହିଁ ସମସ୍ତ ନିଷ୍ପତି ନିଆଯିବ ।

ସେହିଭଳି ଗ୍ରାମାଞ୍ଚଳ ଗୁଡିକରେ ମଧ୍ୟ ସରପଞ୍ଚଙ୍କ ପରାମର୍ଶ ଓ ନିଷ୍ପତି ନେବା ପରେ ହିଁ ସ୍କୁଲ ଓ କଲେଜ ଖୋଲିବ । ମିଳିଥିବା ସୂଚନା ଅନୁସାରେ ଜୁଲାଇ ମାସର ଶେଷ ସୁଦ୍ଧା ସରକାର ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ସ୍କୁଲ ଓ କଲଜେ ଖୋଲିବା ଉପରେ ବିଚାର ବିମର୍ଶ କରୁଛନ୍ତି । ଏମିତିରେ ଯେବେ ବି ତାରିଖ ନିର୍ଧାରିତ କରାଯିବ ତେବେ ଆମେ ଆପଣଙ୍କୁ କହିଦେବୁ ।

କିନ୍ତୁ ଅନ୍ୟ ପଟେ ରାଜ୍ୟ ସରକାର ରାଜ୍ୟର ସମସ୍ତ ୟୁଟ୍ୟୁବ ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି । କିନ୍ତୁ କେତେକ ଗ୍ରାମାଞ୍ଚଳରେ ମୋବାଇଲର ଅସୁବିଧା ଓ ନେଟୱାର୍କର ଅସୁବିଧା କାରଣରୁ କେତେକ ଛାତ୍ର ଛାତ୍ରୀମାନେ ୟୁଟ୍ୟୁବରେ ପଢି ପାରୁ ନାହାନ୍ତି । ଏହିଭଳି ସ୍ଥିତିରେ ନୂଆପଡା ଜିଲ୍ଲାପାଲ ଶିକ୍ଷା ଭିଭାଗ ଅନ୍ଲାଇନ ଶିକ୍ଷାରୁ ବଞ୍ଚି ଥିବା ଛାତ୍ରଛାତ୍ରୀମାନଙ୍କ ନିକଟକୁ ଯାଇ କମ୍ୟୁନିଟି ଶିକ୍ଷାଦାନ ବ୍ୟବସ୍ଥା ଆପଣାଇଛି ।

କହିଦେଉଛୁ କି ୧.୫ ବର୍ଷ ହେବ ସ୍କୁଲ ଶିକ୍ଷା ବନ୍ଦ ରହିଥିବା କାରଣରୁ ସରକାର ଅନ୍ଲାଇନ କ୍ଳାସର ସୁବିଧା ଆରମ୍ଭ କରିଛନ୍ତି । କିନ୍ତୁ ଯାହାକି ବିଶେଷ ସଫଳ ହେଉ ଥିବାର ନଜର ଆସୁ ନାହିଁ । ଏମିତିରେ ସରକାର ଅଷ୍ଟମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନଙ୍କ ପାଇଁ ସ୍କୁଲ ଓ କଲଜେ ଖୋଲିବାକୁ ଯାଉଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *