8 ବର୍ଷ ତଳର ଗୀତ ଗାଇ ଚର୍ଚ୍ଚାରେ Babushaan, ଦେଖନ୍ତୁ Full Video

ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଲାଗ ପରିଚୟ ସୃଷ୍ଟି କରି ପାରିଛନ୍ତି । ଅନେକ କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ନିଜର ବ୍ୟକ୍ତିଗତ ଜୀବନୀକୁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଦର୍ଶକ ମାନେ ଓଡିଆ କଳାକାର ମାନଙ୍କୁ ପସନ୍ଦ କରିବା ସହ ତାଙ୍କର ଅଭିନୟକୁ ବହୁତ ସାରା ଲାଇକ ଓ କମେଣ୍ଟ ମଧ୍ୟ ଦେଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତା ବାବୁସାନ ମହାନ୍ତି ଏମିତି ଏକ ଗୀତ ଗାଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଲିଉଡ ଜଗତର ଚକଲେଟ ହିରୋ ଭାବେ ପରିଚିତ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଦର୍ଶକ ମାନେ ତାଙ୍କର ଅଭିନୟକୁ ବେଶ ପ୍ରଶଂସା ମଧ୍ୟ କରନ୍ତି ।

ସେ ଆକ୍ସନ ଠାରୁ ଆରମ୍ଭ କରି କମେଡି ଚରିତ୍ର ରେ ଅଭିନୟ କରି ବେଶ ଚର୍ଚ୍ଚା ରେ ରହିଛନ୍ତି । ତେବେ ବାବୁସାନଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ସେ ୮ ବର୍ଷ ତଳର ତାଙ୍କର ଏକ ଫିଲ୍ମର ଗୀତ ଗାଇଛନ୍ତି ଯାହା ଏବେ ଖୁବ ଚର୍ଚ୍ଚା ରେ ରହିଛି ।

ସେ ଗାଇଥିବା ଗୀତ ଟି ହେଉଛି ଦିୱାନା ହେଲି ତୋ ପାଇଁ, ପାଗଳ ହେଲି ତୋ ପାଇଁ, ଜାଣେ ଏ ସାରା ଦୁନିଆ ତୁ ଏକା ମୋରି ପାଇଁ, ଏ ମନ ଖାଲି ତୋ ପାଇଁ, ଏ ପ୍ରେମ ଖାଲି ତୋ ପାଇଁ, ଜାଣୁ ଏ ସାରା ଦୁନିଆ, ତୁ ଏକା ମୋ ପାଇଁ, ଏ ଆଖି ଆଖିରେ କହି ଦେ ତୁ ମୋତେ ଭଲ ପାଉ, କହି ଦେ ତୁ ୧୪୩ ଆଇ ଲାଭ ୟୁ ।

ଏବେ ଆପଣ ମାନେ ନିଶ୍ଚିନ୍ତ ଜାଣି ପାରିଥିବେ ଏହି ଗୀତର ଫିଲ୍ମ ନାଁ ହେଉଛି “୧୪୩ I LOVE YOU” । ସେ ଏକେ ସ୍ଟେଜ ସୋ ରେ ଏହି ଗୀତ କୁ ଗାଇ ବର୍ତ୍ତମାନ ଚର୍ଚ୍ଚା ରେ ଆସିଛନ୍ତି । ଏହି ସୋ ରେ ଅଭିନେତା ବୁଧାଦିତ୍ୟ ମଧ୍ୟ ନଜର ଆସୁଛନ୍ତି ।

ତେବେ ବାବୁସାନ ଗାଇଥିବା ଏହି ଗୀତଟି ବେଶ ସୁନ୍ଦର ହୋଇଛି ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ବେଶ ପସନ୍ଦ କରିଛନ୍ତି । ତାଙ୍କର କଣ୍ଠ ସ୍ଵର ମଧ୍ୟ ବେଶ ମଧୁର ହୋଇଛି । ଏହା ସହ ସ ଅନେକ ଓଡିଆ ଗୀତରେ ଗାଇବାର ମଧ୍ୟ ପୂର୍ବରୁ ନଜର ଆସିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *