ATM ରୁ ଚିରା ଫଠା ନୋଟ ବାହାରିଲେ କଣ କରିବେ ? କେମିତି କରିବେ ବଦଳି ?

ATMରୁ ବର୍ତ୍ତମାନ ପ୍ରାୟତଃ ସମସ୍ତେ ଟଙ୍କା ଉଠାଇ ଥାନ୍ତି । ଯାହା ଦ୍ଵାରା କି ତାଙ୍କୁ ଆଉ ବ୍ୟାଙ୍କରେ ଲା-ଇ-ନ-ରେ ଛିଡା ହୋଇ ଟଙ୍କା ଉଠାଇବାକୁ ପଡେ ନାହିଁ । ଏହା ଦ୍ଵାରା ବହୁତ ସମୟ ବଞ୍ଚିଯାଏ । କିନ୍ତୁ ଯଦି ଏଟିଏମ ରୁ ଟଙ୍କା ଉଠାଇବା ସମୟରେ ଏଟିଏମରୁ ଚି-ରା ଫ-ଠା ନୋଟ ବାହାରିବ ତେବେ ଆପଣ କଣ କରିବେ । ଏହାକୁ ନେଇ ପ୍ରାୟତଃ ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥାଏ ।

ଏହା ଛଡା ଯଦି ବ୍ୟାଙ୍କରୁ ବି ଟଙ୍କା ଉଠାଉଛନ୍ତି ତେବେ ସେହି ସମୟରେ ବି ଯଦି ଆପଣଙ୍କ ହାତରେ-ଚିରା ଫ-ଠା ନୋଟ ଲାଗିବ ତେବେ ଆପଣ କଣ କରିବେ । ଏହିଭଳି ବହୁତ ପ୍ରଶ୍ନ ମନକୁ ଆସିଠେ । କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ନେଇ ଆସିଛି ଦେଶର ସବୁଠୁ ବଡ ବ୍ୟାଙ୍କ ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ।

ଏସବିଆଇ ର ନୂଆ ନିୟମ ଅନୁସାରେ ବର୍ତ୍ତମାନ ଗ୍ରାହକ ଅ-ଭି-ଯୋ-ଗ କରି ନିଜର ଚି-ରା ଫ-ଠା ନୋଟକୁ ବଦଳାଇ ପାରିବେ । କେତେକ ବ୍ୟାଙ୍କ ଅଛି ଯେଉଁମାନେ ଚି-ରା ଫ-ଠା ନୋଟକୁ ବଦଳାଇବା ପାଇଁ ପ୍ରାୟତଃ ମନା କରି ଦିଅନ୍ତି । କିନ୍ତୁ ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଗ୍ରାହାକମାନଙ୍କୁ ଏହିଭଳି ସୁବିଧା ଦେଉଛି । ଯେଉଁଥିରେ ଆପଣ ନିଜର ଚି-ରା ଫ-ଠା ନୋଟକୁ ବଦଳାଇ ପାରିବେ ।

ଜଣେ ଗ୍ରାହକର ପ୍ରଶ୍ନର ଉତ୍ତର ଦେଇ ଏସବିଆଇ କହିଛି କି କୌଣସି ବି ଏସବିଆଇ ଗ୍ରାହକ ଚି-ରା ଫ-ଠାର ଅ-ଭି-ଯୋ-ଗ କରୁଛନ୍ତି ତେବେ ସେହି ଚିରା – ଫଠା ନୋଟର ଗୁଣ ବାତ୍ତା ଯା-ଞ୍ଚ କରି ସେହି ନୋଟକୁ ଏସବିଆଇର କୌଣସି ବି ବ୍ରାଞ୍ଚରେ ଗ୍ରାହକ ନିଜର ଚି-ରା ଫ-ଠା ନୋଟକୁ ବଦଳାଇ ପାରିବେ । ଯଦି ଏଟିଏମ ରୁ ଚିରା ନୋଟ ବାହାରୁଛି ତେବେ ଆପଣଙ୍କର ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ଅଛି ସେଠି ନୋଟ ବଦଳି ପାଇଁ ଆବେଦନ କରିବାକୁ ପଡିବ ।

ଏଟିଏମରୁ ଟଙ୍କା ଉଠାଇବାର ସମୟ, ତାରିଖ ଓ ଏଟିଏମର ଲୋକେସନ ଲେଖିବାକୁ ପଡିବ । ଟଙ୍କା ଉଠାଣର ସ୍ଲିପ ବି ସେଥିରେ ଆଟାଚ କରିବାକୁ ପଡିବ । ଯଦି ସ୍ଲିପ ନାହିଁ ତେବେ ମୋବାଇକୁ ଆସିଥିବା ସମସ୍ତ ବିବରଣୀ ଆପଣଙ୍କୁ ବ୍ୟାଙ୍କକୁ ଦେବାକୁ ପଡିବ । ଆରବିଆଇ ଅନୁସାରେ କୌଣସି ବି ସରକାରୀ ବ୍ୟାଙ୍କ ଚି-ରା ଫ-ଠା ନୋଟକୁ ବଦଳି କରିବା ପାଇଁ ମନା କରି ପାରିବେ ନାହିଁ । ଟଙ୍କା ବଦଳି କରିବାରେ ଅଧିକ ସମୟ ବି ଲାଗିବ ନାହିଁ । ଏସବିଆଇ ଜା-ରି କରିଥିବା ଏହି ଲିଙ୍କ https://crcf.sbi.co.in/ccf ଉପରକୁ ଯାଇ ଗ୍ରାହାକ ନିଜର ଅ-ଭି-ଯୋ-ଗ ଦା-ଖ-ଲ କରି ପାରିବେ ।

Leave a Reply

Your email address will not be published. Required fields are marked *