ବାତ୍ୟା ୟଶ ପାଇଁ ଲୋକଙ୍କ ମନରେ ଡର ରହିଥିଲା କିନ୍ତୁ ବର୍ତମାନ ପରିସ୍ଥିତି ଦେଖି ଲୋକଙ୍କ ମନରେ ଡର ଆଉ ଅଧିକ ବଢି ଯାଇଛି । କେନ୍ଦ୍ରପଡା ମହାକାଳପଡା ଜାଗାରେ ସମୁଦ୍ର ଅଶାନ୍ତ ହବାକୁ ଲାଗିଛି ଆଉ ପବନ ବର୍ଷା ଆରମ୍ଭ ହୋଇ ଗଲାଣି ଯାହାକୁ ଦେଖି ଲୋକଙ୍କ ମନରେ ଭୟ ପଶି ଯାଇଛି ।
ଆଜି ଆମେ ଆପଣଙ୍କୁ ଏହି କଥା କହିବାକୁ ଚାହୁଞ୍ଚୁ ଯେ ପ୍ରଶାସନ କହିବା ଅନୁଯାଇ ସେ ଆବଶ୍ୟକ ଯୋଗାଡ କରିଛନ୍ତି । ସରକାର ସଠିକ ପଦକ୍ଷପ ନେବେ ଯାହା ଦ୍ଵାରା ଲୋକଙ୍କ ହାନି ନହେଉ ଆଉ ଲୋକଙ୍କ ଜୀବନ ପ୍ରତି କୌଣସି ବିପଦ ନଆସୁ । ତେବେ ସରକାର ଏହା ପ୍ରତି ସଜାଗ ରହିଛନ୍ତି ବୋଲି ପ୍ରଶାସନ କହିଛନ୍ତି । ତେବେ ସାମାନ୍ୟ ଲୋକଙ୍କ ମନରେ ପବନ ଆଉ ବର୍ଷା ଦେଖି ଭୟ ରହିଛି ଯାହାକୁ ପ୍ରଶାସନ ଦୂର କରିବା ଚେଷ୍ଟା ରେ ଲାଗିଛନ୍ତି ।
ଏହା ଛଡା ସରକଳାର କହିଛନ୍ତି ଯେ ଆପଣ ମାନେ ଏତେ ବାତ୍ୟା ବନ୍ୟା ଦେଖିଛନ୍ତି ଏହା କିଛି ହାନି କରିବ ନାହିଁ ଆପଣ ମାନେ ନିଜ ମନକୁ ଦୁରବକଳ କରନ୍ତୁ ନାହିଁ ସବୁ ସମସ୍ଯା ସମାଧାନ ବହୁତ ଶୀଘ୍ର ହବ । ଖବର ଅନୁଯାଇ ପ୍ରଶାସନିକ ଲୋକଙ୍କର ଘନ ଘନ ବୈଠକ ବସୁଛି ଆଉ ଖବର ଅନୁଯାଇ ଏହା କୁହା ଯାଉଛି ଯେ କେମିତି କେଏନ ହବ ଏହା ବିଷୟରେ ଆଲୋଚନା ମଧ୍ୟ କରା ଯାଉଛି ।
ତେବେ ଏହା ବିଷୟରେ କଣ କଣ ନିଷ୍ପତ୍ତି କରା ଯାଇଛି ତାହା ବିଷୟରେ ଜାଣିବା ବହୁତ ଆବଶ୍ୟକ ହୋଇଛି । ସ୍ଥାନୀୟ ପଞ୍ଚାଯତ ମଧ୍ୟ ଏହି ବୈଠକରେ ବସୁଛନ୍ତି ଆଉ ନିଷ୍ପତ୍ତି କରା ଯାଉଛି ତେବେ ଖବର ଅନୁଯାଇ ଏହା ଜଣା ପଡିଛି ଯେ ତଳିଆ ସ୍ଥାନୀୟ ଲୋକଙ୍କୁ ଉପର ଜାଗାକୁ ନେବା ପାଇଁ ପ୍ରଶାସନ ନିଷ୍ପତ୍ତି କରିଛନ୍ତି, ଏହା ଛଡା ଲୋକଙ୍କ ଖାଇବା ପ୍ରତି ଧ୍ୟାନ ରଖି ତାଙ୍କ ପାଇଁ ରିଲିଫ ବ୍ୟବସ୍ଥା ମଧ୍ୟ କରା ଯାଇଛି ।
ତେବେ ସରକାର ବାତ୍ୟା ସ୍ଥଳ ମଧ୍ୟ ଖୋଲିବା ପାଇଁ ଆଉ ଲୋକଙ୍କୁ ଆଶ୍ରୟ ଦବା ପାଇଁ ଆଦେଶ ଦେଇଛନ୍ତି । ମାଛ ଧରୁଥିବା ଲୋକଙ୍କ ସାବଧାନ ଦୁଇ ତିନି ଦିନ ଆଗରୁ କରା ଯାଇଛି ଯାହା ଫଳ ସ୍ୱରୂପ କେହି ମାଛ ପାଇଁ ଯାଇ ନାହାନ୍ତି, ଏହା ଛଡା ଉପକୂଳ ଅଞ୍ଚଳରେ ୭ରୁ ୮ଟି ପଞ୍ଚାଯତ ଅଛି ଯାହା ବାତ୍ୟାରୁ ଆକାନ୍ତି ଅଛନ୍ତି ଆଉ ତାଙ୍କୁ ଉପକୂଳକୁ ଆଣିବା ପାଇଁ ସରକାର ଦ୍ଵାରା କାମ ଆରମ୍ଭ ହୋଇ ଯାଇଛି ।
ଏହି ମାଛ ଧରୁଥିବା ଲୋକଙ୍କ ଘର ସମୁଦ୍ର ପାଖରେ ଅଟେ ଆଉ ସମୁଦ୍ର ପାଣି ବଢି ଆସିଲେ ତାଙ୍କ ଘରେ ପସିଥାଏ ସେଥିପାଇଁ ସାବଧାନ ଆଉ ଅତରକ ହୋଇ ରହିବା ବହୁତ ଆବଶ୍ୟକ ଅଟେ । ଏହି ପରିସ୍ଥିତିରୁ ଲଢିବା ପାଇଁ ସମସ୍ତେ ନିଜକୁ ରେଡି କରୁଛନ୍ତି ଆଉ ନିଜ ଧ୍ୟାନ ରଖିବାକୁ ହବ । ବାତ୍ୟା ୟଶ ଏବେ ଆଉ କେମିତିକା ରୂପ ନବ ତାହା କହିବା କଠିନ କିନ୍ତୁ ଲୋକଙ୍କୁ ସାବଧାନ ହୋଇ ରହିବା ଉଚିତ ଡରନ୍ତୁ ନାହିଁ କାହିଁକିନା ପ୍ରଶାସନ ଆପଣଙ୍କ ବିଷୟରେ ଚିନ୍ତା କରୁଛନ୍ତି ।