ବାଛନ୍ତୁ କୌଣସି 1 ନମ୍ବର ଜାଣନ୍ତୁ ଆପଣଙ୍କ Lover ହୃଦୟରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ଆଜିକା ସମୟରେ ଭଲ ପାଇବା ଅର୍ଥ ବୁଲିବା ଖାଇବା ଆଉ ମଉଜ ମସ୍ତି କରିବା ତେବେ ଗୋଟେ ସମୟ ଥିଲା ଯେତେବେଳେ ନିଜ ପ୍ରେମିକୁ ଦୂରରୁ ଦେଖିଲେ ମଧ୍ୟ ମନ ଭାରି ଯାଉଥିଲା କିନ୍ତୁ ଆଜିକାଲି ସବୁ ବଦଳି ଯାଇଛି ଦୁନିଆ ଦିନକୁ ଦିନ ବଦଳିବାକୁ ଲାଗିଛି । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଆଜିକା ମଣିଷ ମନରେ କିଛି ରଖୁଛି ଆଉ ବାହାରେ ଅଲଗା ଜିନିଷ ଦେଖାଉଛି ଯାହା ଦ୍ଵାରା ଜଣା ପଡୁ ନାହିଁ ଯେ ତାଙ୍କ ମନରେ କଣ ଅଛି ତେବେ ଆଜି ଏହ ଗେମ ଦ୍ଵାରା ଆମେ ଆପଣଙ୍କ ପ୍ରେମୀ ମନ କଥା ଆପଣଙ୍କୁ ଖୋଲିକି କହି ଦବୁ ।

୧. ଯଦି ଆପଣ ପ୍ରଥମ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପ୍ରେମୀ ଆପଣଙ୍କ ଫୋନ ପାଇଁ ଅପେକ୍ଷା କରିଛନ୍ତ୍ରୀ, ତେବେ ଏହି ଅପେକ୍ଷା ଆପଣ ଆହୁରି ଅଧିକ ବଧାନତୁ ନାହିଁ ଆଉ ଶୀଘ୍ର ତାଙ୍କୁ ଫୋନ କରନ୍ତୁ ଡେରଖିବେ ସେ ବହୁତ ଖୁସି ହୋଇଯିବେ ।

୨. ଯଦି ଆପଣ ଦ୍ଵିତୀୟ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ କିଛି ବି କରିବା ପାଇଁ ରାଜି ଅଛନ୍ତି, ସେ ଆପଣଙ୍କ ପାଇଁ ସାରା ଜୀବନ କାର୍ଟୁନ ହୋଇ ରହିବା ପାଇଁ ମଧ୍ୟ ରାଜି ଅଛନ୍ତି ।

୩. ଯଦି ଆପଣ ତୃତୀୟ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ନିଜ ପୂଜାରେ ମନେ ରଖନ୍ତି ଆଉ ଭଗବାନଙ୍କୁ କେବଳ ଆପଣଙ୍କୁ ମାଗନ୍ତି, ସେ ଭଗବାନଙ୍କୁ କୁହନ୍ତି ଯେ ମୋ ହାତରେ ତା ରେଖା ଦେଇ ଦିଅ ପ୍ରଭୁ ସେ କେବଳ ମୋର ହେଉ ଆଉ କାହାରି ନୁହ ।

୪. ଯଦି ଆପଣ ଚତୁର୍ଥ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆସନ୍ତା ସମୟରେ ଆପଣଙ୍କୁ କିଛି ସର୍ପ୍ରାଇଜ ଗିଫ୍ଟ ମିଳିବାକୁ ଯାଉଛି ।

୫. ଯଦି ଆପଣ ପଞ୍ଚମ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଏବେ ଆପଣଙ୍କ କଥା ବହୁତ ମନେ ପକାଉଛନ୍ତି ଆଉ ଆପଣଙ୍କୁ ଦେଖିବାକୁ ଇଛା କରୁଛନ୍ତି ।

୬. ଯଦି ଆପଣ ଷଷ୍ଠ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପ୍ରେମୀ ଆପଣଙ୍କ ସବୁ ଇଛା ପୂରଣ କରିବା ପାଇଁ ନିଜ ପ୍ରୟାସ କରିଥାନ୍ତି ଆଉ ବହୁତ ଇଛା ପୂରଣ କରିବାରେ ସଫଳ ମଧ୍ୟ ହୋଇଛନ୍ତି ।

୭. ଯଦି ଆପଣ ସପ୍ତମ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପ୍ରେମୀ ଆପଣଙ୍କୁ ପାଇବା ପାଇଁ କିଛି ବି କରି ପାରନ୍ତି, ତେବେ ତାଙ୍କୁ ଭୁଲ ଠିକ କେବଳ ଆପଣ ବୁଝାଇ ପାରିବେ ।

୮. ଯଦି ଆପଣ ଅଷ୍ଟମ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଭଲ ପାନ୍ତି, ତେବେ ଏତେ ଭଲ ପାନ୍ତି ଯେ ସେ କେବଳ ଆପଣଙ୍କ ପାଇଁ ଏହି ଦୁନିଆରେ ଜୀବିତ ଅଛନ୍ତି ।

୯. ଯଦି ଆପଣ ନବମ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପ୍ରେମୀ ଆପଣଙ୍କ ଛଡା ଅନ୍ୟ କାହାକୁ ପସନ୍ଦ କରନ୍ତି ନାହିଁ ଆପଣ ନିଜ ମନକୁ ଡରାଇବା ଛାଡି ଦିଅନ୍ତୁ ।

୧୦. ଯଦି ଆପଣ ଦଶମ ନଂ ବାଚିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପ୍ରେମୀ ଆପଣଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି ଆଉ ଜୀବନରେ ସେ କେବେ ଆପଣଙ୍କୁ ଛାଡିକି ଯିବେ ନାହିଁ ନା ଧୋକା ଦେଇ ପାରିବେ ।

Leave a Reply

Your email address will not be published. Required fields are marked *