ବାଛନ୍ତୁ ଗୋଟେ ଆକୃତି ଓ ଜାଣନ୍ତୁ ଏହା ଆପଣଙ୍କୁ କଣ ସନ୍ଦେଶ ଦେଉଅଛି 

ଆଜିକା ସମୟରେ କାହା ପାଖରେ ବି ଏତେ ସମୟ ନାହିଁ ଯେ ସେ କାହା ବିଷୟରେ କିଛି ଚିନ୍ତା କରିବେ କିନ୍ତୁ କଣ ଆପଣ ନିଜ ବିଷୟରେ ଜାଣିଛନ୍ତି । ତେବେ ମଣିଷ କାମରେ ଓ ମଜା ମସ୍ତିରେ ଏତେ ବୁଡିକି ରହିଯାଇଛି ଯେ ସେ ନିଜ ଭଲ ମନ୍ଦ ଓ ପସନ୍ଦ ବିଷୟରେ ମଧ୍ୟ ବହୁତ କିଛି ଆପଣ ଜାଣି ନାହାନ୍ତି । ଆପଣଙ୍କୁ ଏହା ଜଣା ଥିବ ଯେ ଯଦି ଆପଣ ୧୦ଟି ଜିନିଷ ବା ୧୦୦ ବା ହଜାରରେ ଗୋଟେ ଜିନିଷ ପସନ୍ଦ କରନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ଆଗକୁ କିଭଳି ହବାକୁ ଯାଉଛି ।

ଏହି ଜିନିଷ ପସନ୍ଦ କରିବା ଦ୍ଵାରା ଜଣା ପଡିଥାଏ ଯାହାକୁ ସ୍ପିରିଟ ଚଏସ ହୋଇଥାଏ । ଆଜି ଆମେ ଆପନାଙ୍କୁ କିଛି ଆକୃତି ଦେଖେଇବାକୁ ଯାଉଛୁ ଯାହା ଆପଣଙ୍କୁ ଗୋଟେ ସନ୍ଦେଶ ଦେଇଥାଏ ।

Image Courtesy: Google

୧. ଯଦି ଆପଣ ପ୍ରଥମ ଆକୃତି ପସନ୍ଦ କରିଛନ୍ତି ତେବେ ବ୍ରହ୍ମାଣ୍ଡ ଶକ୍ତି ଆପଣଙ୍କୁ ଏହା କହିବାକୁ ଚାହୁଁଛନ୍ତି ଯେ ଆପଣଙ୍କୁ ଯାହା କରିବାର ଥିଲା ଆପଣ କରି ସାରିଛନ୍ତି । ତେବେ ଯାହା ହବାର ଥିଲା ସବୁ ସାରିଲା ବର୍ତମାନ ଫଳ ଖାଇବା ସମୟ ଅଟେ, ଆପଣ ସବୁବେଳେ ଅନ୍ୟ ମାନଙ୍କ ବିଷୟରେ ଚିନ୍ତା କରୁଥିଲେ କିନ୍ତୁ ବର୍ତମାନ ଆପଣଙ୍କ ଆରାମ ସମୟ ଆସିଛି ।

୨. ଯଦି ଆପଣ ଦ୍ଵିତୀୟ ଆକୃତି ପସନ୍ଦ କରିଛନ୍ତି ଏହାର ଅର୍ଥ ଆପଣଙ୍କୁ ଏବେ ସମାଜରୁ କଟିକି ରହିବା ଉଚିତ ନୁହ, ଆସନ୍ତା ସମୟ ଆପଣଙ୍କ ପାଇଁ ସମୟ ସାମାନ୍ୟ ରହିବ କିନ୍ତୁ ଆପଣଙ୍କୁ ନିଜ ସମ୍ପର୍କୀୟ ମାନଙ୍କ ସାହାଜ୍ଯ ଆବଶ୍ୟକ ଅଟେ ।

Image Courtesy: Google

୩. ଯଦି ଆପଣ ତୃତୀୟ ଆକୃତି ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଆପଣ ଯାହା ପାଇବା ପାଇଁ ଇଛା କରୁଥିଲେ ତାହା ପାଇଁ ଆପଣ ବହୁତ ପରିଶ୍ରମ କରିଛନ୍ତି ଆପଣଙ୍କୁ ଏବେ ଆରାମ କରିବା ଉଚିତ ଆପଣ ନିଜ ପରିବାର ସହ ନୂଆ ଜାଗା ବୁଲିବାକୁ ଯାଇ ପାରନ୍ତି ।

୪. ଯଦି ଆପଣ ଚତୁର୍ଥ ଆକୃତି ପସନ୍ଦ କରିଛନ୍ତି ତେବେ ଆପାନାଙ୍କୁ ନିଜ ମନ ଭିତରେ ଦେଖିବା ବହୁତ ଆବଶ୍ୟକ ଅଟେ ଆପଣ ସବୁକିଛି କରୁଛନ୍ତି ତଥାପି ଆପଣଙ୍କୁ ଖୁସି ପ୍ରାପ୍ତ ହେଉ ନାହିଁ ତେବେ ଆପଣଙ୍କୁ ନିଜ ପାଇଁ ସମୟ ବାହାର କରିବା ବହୁତ ଆବଶ୍ୟକ ଅଟେ ।

Image Courtesy: Google

୫. ଯଦି ଆପଣ ପଞ୍ଚମ ଆକୃତି ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ନିଜ ଆଖ ପାଖ ସୀମା ରେଖା ରଖିବା ଉଚିତ ଏହା ଦ୍ଵାରା ସମସ୍ତେ ଆପଣଙ୍କୁ କଷ୍ଟ ଦେଇ ପାରିବେ ନାହିଁ ଓ ଆପଣଙ୍କ ଜୀବନରେ ଶାନ୍ତି ଆସିବ ।

୬. ଯଦି ଆପଣ ଷଷ୍ଠ ଆକୃତି ପସନ୍ଦ କରିଛନ୍ତି ଏହାର ଅର୍ଥ ଆପାନ ବହୁତ ଶୀଘ୍ର ରାଗି ଯାଇଥାନ୍ତି କିନ୍ତୁ ଏହାର କିଛି ଲାଭ ନାହିଁ କେବଳ ହାନି ହବ ସେଥିପାଇଁ ନିଜ ଧ୍ୟାନ ନିଜେ ରଖନ୍ତୁ ଓ ବେକାର ବାଦ ବିବାଦରେ ପଡନ୍ତୁ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *