ଶାସ୍ତ୍ର ଅନୁଯାଇ ଯେମିତି ମଣିଷ ବସ୍ତ୍ର ବଦଳିଥାଏ ଠିକ ସେମିତି ଆତ୍ମା ମଧ୍ୟ ଶରୀର ବଦଳିଥାଏ ତେବେ ଆତ୍ମା ଆମର ବୋଲି କୁହା ଯାଇଛି ସେ ଗୋଟେ ଦେହ ତ୍ୟାଗ କରି ନୂଆ ଷଋରେ ପ୍ରବେଶ କରିଥାଏ । ତେବେ ଆମ ଶବ୍ଦ ପ୍ରନାଳୀରେ ସୋଲ କଣ୍ଟ୍ରାକ୍ଟ ବହୁତ ପ୍ରସିଦ୍ଧ ଶବ୍ଦ ଅଟେ ।
ତେବେ ଏହାର ଅର୍ଥ ଆତ୍ମା ପ୍ପରସ ପର ସହ କୌଣସି କଥା ପ୍ପାଇନ ସମ୍ପର୍କ କରିଥାନ୍ତି ଓ ଯଦି ଆତ୍ମା ଶରୀର ପାଇବା ପରେ ତାକୁ ପୂର୍ଣ୍ଣ ନକରିଥାନ୍ତି ତେବେ ଅନ୍ୟ ଆତ୍ମା ତାଙ୍କ ସମ୍ପର୍କରେ ଆସି ତାଙ୍କୁ କିଛି ମନେ ପକାଇଥାନ୍ତି । ତେବେ ଆପଣଙ୍କ କେଉଁ ଉଦେଶ୍ୟ ପୂର୍ଣ୍ଣ ହୋଇ ନାହିନ ତାହା ଜାଣିବା ପାଇଁ ଗୋଟେ ଦୀପ ବାଛନ୍ତୁ ।

୧. ଯଦି ଆପଣ ପ୍ରଥମ ଦୀପ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ସେହି ପ୍ରଶ୍ନ ଉତ୍ତର ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି ଯାହା ଉତ୍ତର ଆପଣ ଜାଣିଛନ୍ତି ଯେ ଆପଣ କେବେ ପାଇ ପାରିବେ ନାହିଁ । ବହୁତ ଥର ଆପଣ ବାସ୍ତ୍ବିକ୍ତା ଜାଣି ପାରନ୍ତି ତଥାପି ଅଜଣା ଖୋଜ ରେ ଲାଗି ରୁହନ୍ତି । ଆପଣଙ୍କ ମନରେ କୌଣସି ପ୍ରକାର ଡର ଅଛି ଯାହା ଆପଣଙ୍କୁ ସଫଳ ହବାରୁ ଅଟକାଉଚି ଆପଣଙ୍କୁ ନିଜ ଏହି ଡରକୁ ଆତ୍ମବିଶ୍ଵାସ କରିବାକୁ ହବ ଯାହା ଦ୍ଵାରା ଆପଣଙ୍କୁ ସଫଳତା ପ୍ରାପ୍ତ ହବ ।

୨. ଯଦି ଆପଣ ଦ୍ଵିତୀୟ ଦୀପ ପସନ୍ଦ କରିଛନ୍ତି ତେବେ ଆପଣ ସବୁବେଳେ ବାସ୍ତବିକ୍ତା ସହ ସଂଘର୍ଷ କରିଥାନ୍ତି, ଆପଣଙ୍କୁ ଏହା ଅନୁଭବ ହୋଇଥାଏ ଯେ ଆପଣ କୌଣସି ପରିସ୍ଥିତିକୁ ସମ୍ଭାଳି ପାରିବେ ନାହିଁ ଓ ନିଜକୁ ବଦଳିବା ପାଇଁ ନିଜକୁ କନଫ୍ୟୁଜ କରିଥାନ୍ତି ଯାହା ଦ୍ଵାରା ସମସ୍ଯା କମିବା ବଦଳରେ ବଢିବାକୁ ଲାଗିଥାଏ । ଆପଣଙ୍କୁ ସବୁବେଳେ ଏହା ଅନୁଭବ ହୋଇଥାଏ ଯେ ଆପଣ ନିଜ ଜୀବନରେ ଯାହା କରୁଛନ୍ତି ଆପଣ ତା ଯୋଗ୍ୟ ନାହାନ୍ତି ଓ ଆପଣଙ୍କୁ ଏହା ଆପଣଙ୍କ ଭାଗ୍ୟ ଦ୍ଵାରା ହାସଲ ହୋଇଛି ।

୩. ଯଦି ଆପଣ ତୃତୀୟ ଦୀପ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ଏମିତି ଗୋଟେ ସମ୍ପର୍କରେ ବାନ୍ଧି ହୋଇ ଅଛନ୍ତି ଯେଉଁତିରେ ଆପଣ ନିଜେ ଖୁସି ନାହାନ୍ତି । ଆପଣ ଏହି ସମ୍ପର୍କରୁ ବାହାରିବାକୁ ଚାହୁଁ ନାହାନ୍ତି କାହିଁକିନା ଆପଣଙ୍କୁ ପରିବର୍ତନ ଠାରୁ ଡର ଲାଗୁଛି ଓ ଆପଣଙ୍କୁ ସମସ୍ଯାରେ ରହିବା ଅଭ୍ଯାସ ହୋଇଯାଇଛି କିନ୍ତୁ ଆପଣଙ୍କ ପାଇଁ ଏହି ସମ୍ପର୍କରୁ ବାହାରିବା ବହୁତ ଆବଶ୍ୟକ ଅଟେ, ଏହା କଲେ ଆପଣଙ୍କ ଜୀବନରେ ସୁଖ ଆସିବ ଓ ଆପପନ ସ୍ଵତନ୍ତ୍ର ରହି ପାରିବେ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।