ସମସ୍ତଙ୍କ ଜୀବନରେ ତାଙ୍କ ପରିବାର ବହୁତ ମହତ୍ଵ ରଖିଥାଏ ଆଉ ଏହା ଆବଶ୍ୟକ ମଧ୍ୟ କାହିଁକିନା ଆପଣ କେମିତି ପରିବାରରେ ରହୁଛନ୍ତି ଓ ଆପଣଙ୍କ ମନ ଚିନ୍ତା କଣ ତାହା ବହୁତ ମିସିଥାଏ କାହିଁକିନା ଛୁଆଙ୍କୁ ଛୋଟ ବେଳୁ ଯେମିତିକା ସଂସ୍କାର ଦିଆ ଯାଇଥାଏ ସେ ସେମିତିକା କାମ କରିବା ପସନ୍ଦ କରନ୍ତି ।
ଛୁଆଙ୍କୁ ଭଲ ଓ ଖରାପ ମଧ୍ୟରେ ଭିନ୍ନତା କରିବା ପରିବାର ଓ ସ୍କୁଲରେ ଶିକ୍ଷା ଯାଇଥାଏ ଆଜି ଆମେ ଆପଣଙ୍କୁ ଏମିତି କିଛି ସତ କହିବାକୁ ଯାଉଛୁ ଯାହା ଆପଣ ନିଜେ ଜାଣି ନଥିବେ । ତେବେ ଏହି ଉପାୟ ପାଇଁ ଆପାନାଙ୍କୁ ଏହି ୩ଟି ପରିବାର ମଧ୍ୟରୁ ଗୋଟେ ବାଛିବାକୁ ହବ ଓ ଆମେ ଆପଣଙ୍କୁ କହିବୁ ଯେ ସେହି ସତ କଣ ଯାହା ଆପଣ ଜାଣି ନାହାନ୍ତି ।
୧. ଯଦି ଆପଣ ପ୍ରଥମ ପରିବାର ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ଜମା ବି ପାରିବାରିକ ରହିବା ପସନ୍ଦ କରନ୍ତି ନାହିଁ, ଆପଣଙ୍କ ପରିବାର ଆପଣଙ୍କ ସାଙ୍ଗ ମାନଙ୍କ ଠାରୁ ମହତ୍ଵପୂର୍ଣ ନୁହନ୍ତି । ଆପଣ ନିଜ ଜୀବନରେ କୌଣସି ପ୍ରକାର ଦାଇତ୍ଵ ପାଇଁ ରେଡି ନାହାନ୍ତି । ଆପଣଙ୍କ ସଂସ୍କାରୀ ପରିବାର ଶୈଳୀ ରେ ରହିବା ପସନ୍ଦ କରନ୍ତି ନାହିଁ । ଆପଣଙ୍କୁ ନିଜ ଜୀବନରେ ସ୍ଵତନ୍ତ୍ର ରହିବା ପସନ୍ଦ ଓ ଜୀବନରେ ଏମିତି ଗୋଟେ ପାର୍ଟନର ଚାହାନ୍ତି ଯିଏ ଆପଣଙ୍କ ସବୁ ଦାଇତ୍ଵ ଉଠେଇବ ଓ ଆପଣଙ୍କୁ ବୁଝିବ । ଆପଣଙ୍କ ଏହି ବ୍ୟବହାର ପାଇଁ ଆପଣଙ୍କ ସବୁ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ ।
୨. ଯଦି ଆପଣ ଦ୍ଵିତୀୟ ପରିବାର ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ପାରିବାରିକ ବ୍ୟକ୍ତି ଅଟନ୍ତି, ଆପଣ ନିଜ ପରିବାର ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଆପଣଙ୍କ ଜୀବନରେ ବହୁତ କିଛି ଏମିତି ଘଟିଥାଏ ଯେଉଁଥିରେ ଆପଣଙ୍କ ପରିବାର ଆପଣଙ୍କ ସହ ଠିଆ ହୋଇଥାନ୍ତି । ଆପଣ ନିଜ ପରିବାରକୁ ପ୍ରଥମ ସ୍ଥାନରେ ରଖନ୍ତି ଓ ତା ପରେ ଅନ୍ୟ ମାନାଙ୍କ ଉପରେ ଧ୍ୟାନ ଦିଅନ୍ତି । ତେବେ ଜୀବନରେ ବହୁତ କିଛି ପାଇବା ପରେ ମଧ୍ୟ ଆପଣଙ୍କୁ ନିଜ ପରିବାର ସହ ସମୟ ବ୍ଯତୀତ କରିବା ବହୁତ ପସନ୍ଦ ଅଟେ ।
୩. ଯଦି ଆପଣ ତୃତୀୟ ପରିବାର ପସନ୍ଦ କରିଛନ୍ତି ତେବେ ଆପାନଙ୍କ ଜୀବନରେ କିଛି ଭଲ ହେଉ ନାହିଁ ଯାହା ଦ୍ଵାରା ଆପାନ ନିଜ ପରିବାର ଠାରୁ ମଧ୍ୟ ଦୂରେଇ ଥାନ୍ତି ଯଦି ଆପନାଙ୍କୁ କୌଣସି ପ୍ରକାର ଅସୁବିଧା ହୋଇଥାଏ ତେବେ ଆପଣଙ୍କୁ ନିଜ ପରିବାର ସହ ବାଣ୍ଟିବା ଉଚିତ କିନ୍ତୁ ପରିବାର ସଦସ୍ୟ ମଧ୍ୟ ଭଲ ନାହାନ୍ତି ।