ବାଛନ୍ତୁ ଗୋଟେ ହୃଦୟ ଓ ଜାଣନ୍ତୁ ଆପଣ ଯଦି ଦୂରେଇ ଯାଆନ୍ତି ତେବେ ତାଙ୍କୁ କଣ ଫରକ ପଡିବ

ମାନ୍ୟତା ଅଛି ଯେ ବ୍ୟକ୍ତିଙ୍କ ପସନ୍ଦ ଆଉ ନାପସନ୍ଦ ବ୍ୟକ୍ତିଙ୍କ ସ୍ଵଭାବ ଆଇନା ହୋଇଥାଏ, କାହା ପସନ୍ଦ ତାଙ୍କ ମନ ଭିତରେ ଲୁଚିଠିବା ଭାବର ଗୋଟେ ଆଇନା ହୋଇଥାଏ, ଯେଉଁ ବ୍ୟକ୍ତି ଯେମିତିକା ପସନ୍ଦ କରିଥାନ୍ତି ତାଙ୍କ ମନ ଭାବ ସେହି ପ୍ରକାର ହୋଇଥାଏ । ଆଜି ଆମେ ଆପଣଙ୍କୁ ଗୋଟେ ମଜେଦାର କ୍ଵିଜ ଗେମ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ହବ । ଆପଣ ଜାଣି ପାରିବେ ଯେ ଆପଣଙ୍କ ପାର୍ଟନର ମନରେ କଣ ରହିଛି । ତେବେ ଆପାନଙ୍କୁ କିଛି ହୃଦୟ ଫଟୋ ଆମେ ଦେଖେଇବୁ ଯାହା ଦେଖିବା ପରେ ଆପଣ କହିବେ ଯେ କେଉଁ ଗୋଟିଏ ଆପଣଙ୍କୁ ପସନ୍ଦ ଆଉ ଆମେ ଆପଣଙ୍କୁ ତା ଅର୍ଥ ମଧ୍ୟ କହିବୁ ।

୧. ଯଦି ଆପଣ ପ୍ରଥମ ହୃଦୟ ପସନ୍ଦ କରିଛନ୍ତି ତେବେ ସେ ଆପଣଙ୍କ ଠାରୁ ଦୂରେଇ ଗଲେ ବହୁତ ଉଦାସ ହୋଇଯିବେ, ଏହା ଛଡା ତାଙ୍କ ଜୀବନ ନଷ୍ଟ ହୋଇଯିବ ସେ ଆପଣଙ୍କ ବିନା ବଞ୍ଚିବା ପାଇଁ ଭାବିବି ନଥିବେ ସେ ନିଜ ମନରେ ଆପନାଙ୍କୁ ବହୁତ ବଡ ଜାଗା ଦେଇଛନ୍ତି ଆଉ ଆପଣଙ୍କ ବିନା ବଞ୍ଚିବା ତାଙ୍କ ପାଇଁ ବହୁତ କଷ୍ଟ ।

୨. ଯଦି ଆପଣ ଦ୍ଵିତୀୟ ହୃଦୟ ପସନ୍ଦ କରିଛନ୍ତି ତେବେ  ଆପଣଙ୍କ ତାଙ୍କ ଠାରୁ ଦୂରେଇ ଗଲେ ସେ କେବଳ ଆପଣଙ୍କ କଥା ଭାବିବେ ଆଉ ଆପଣଙ୍କୁ ମାନେଇ ଆଣିବା ପାଇଁ ଚେଷ୍ଟା ମଧ୍ୟ କରିବେ । ଆପଣ ନିଜ ଭୁଲ ବୁଝା ମଣା ଦୂର କରି ଭଲ ସମ୍ପର୍କ ଆରମ୍ଭ କରି ପାରିବେ ।

୩. ଯଦି ଆପଣ ତୃତୀୟ ହୃଦୟ ପସନ୍ଦ କରିଛନ୍ତି ତେବେ ସେ ଆପଣଙ୍କ ଠାରୁ ଦୂରେଇ ଗଲେ ସେ ବହୁତ ଚିନ୍ତାରେ ରହିବେ, ତାଙ୍କୁ କେବଳ ଆପଣଙ୍କ କଥା ମନେ ପଡିବ ଆଉ ଆପଣଙ୍କୁ ପାଇବା ପାଇଁ ସେ କିଛି ବି କରି ପାରନ୍ତି ।

୪. ଯଦି ଆପଣ ଚତୁର୍ଥ ହୃଦୟ ପସନ୍ଦ କରିଛନ୍ତି ତେବେ ଯଦି ଆପଣ ଚତୁର୍ଥ ହୃଦୟ ବାଚିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ ଦୂରେଇ ଗଲେ ବହୁତ ନିରାଶ ହୋଇଯିବେ କାହିଁକିନା ଆପଣଙ୍କ ସହ ରହିବା ଆଉ ଆପଣଙ୍କ ସହ ରହିବା ତାଙ୍କୁ ବହୁତ ପସନ୍ଦ ଅଟେ ଆଉ ସେ ନିଜ ଜୀବନରେ ଆପଣଙ୍କ ବୀନା ଆଗେଇ ପାରିବେ ନାହିଁ ।

୫. ଯଦି ଆପଣ ପଞ୍ଚମ ହୃଦୟ ବାଚିଛନ୍ତି ତେବେ ଆପଣଙ୍କ ଠାରୁ ଦୂରେଇ ଗଲେ ଆପଣାଙ୍କ ପାର୍ଟନର ଆପଣଙ୍କୁ ଝୁରି ଝୁରି ମରିଯିବେ ସେଥିପାଇଁ ଏହି ଭଳି ଭୁଲ କେବେ କରନ୍ତୁ ନାହିଁ ।

ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *