ବାଛନ୍ତୁ ଗୋଟେ ସୂର୍ଯ୍ୟ ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା

ସୂର୍ଯ୍ୟଙ୍କୁ ହିନ୍ଦୁ ଶାସ୍ତ୍ରରେ ଭଗବାନ ମାନ୍ୟତା ଅଟେ । ତେବେ ସେ ଏକମାତ୍ର ଏମିତି ଦେବତା ଯିଏ ସାକ୍ଷାତ ଦେଖା ଦିଅନ୍ତି ହିନ୍ଦୁ ଶାସ୍ତ୍ର ଅନୁଯାଇ ସକାଳେ ଗାଧେଇ ନୀତି ନିୟମ ସମାପ୍ତ କରି ଯେଉଁ ମଣିଷ ସୂର୍ଯ୍ୟଙ୍କୁ ଜଳ ଦେଇଥାଏ ତା ଜୀବନରେ କୌଣସି ପ୍ରକାର ଅସୁବିଧା ଆସି ନଥାଏ । ଆପଣ ମାନଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ ସକାଳ ସମୟରେ ଯେଉଁ ବ୍ୟକ୍ତି ସ୍ନାନ ଇତ୍ୟାଦି ସମାପ୍ତ କରି କିଛି ସମୟ ସୂର୍ଯ୍ୟ କିରଣରେ ଠିଆ ହୋଇଥାଏ ସେହି ଭଳି ଲୋକଙ୍କୁ ବହୁତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ।

ଆଜି ଆମେ ଆପଣଙ୍କୁ ୮ଟି ସୂର୍ଯ୍ୟ ଦେଖେଇବାକୁ ଯାଉଛୁ ଯାହା ଅନୁଯାଇ ଆମେ ଆପଣଙ୍କ ବିଷୟରେ କିଛି କହିବୁ ।

୧. ଯଦି ଆପଣ ପ୍ରଥମ ସୂର୍ଯ୍ୟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ସକାରାତ୍ମକ ବ୍ୟକ୍ତି ଅଟନ୍ତି ଆପଣ ନିଜ ଜୀବନରେ ଅନ୍ୟ ମାନଙ୍କୁ କେବେ ବି କଷ୍ଟ ଦିଅନ୍ତି ନାହିଁ । ଏହି ଭଳି ବ୍ୟକ୍ତି କୌଣସି କାମ ବହୁତ ମଜା ସହ କରିଥାନ୍ତି ।

୨. ଯଦି ଆପଣ ଦ୍ଵିତୀୟ ସୂର୍ଯ୍ୟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ସରଳ ସ୍ଵଭାବ ବ୍ୟକ୍ତି ଅଟନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ କିଛି ଲୋକ ଆପଣଙ୍କ ଏହି ଭଲ ଗୁଣ ଫାଇଦା ନବା ପାଇଁ ଚେଷ୍ଟା କରନ୍ତି ତାଙ୍କ ଠାରୁ ଆପପଣଙ୍କୁ ବଞ୍ଚି ରହିବା ଉଚିତ ଅଟେ ।

୩. ଯଦି ଆପଣ ତୃତୀୟ ସୂର୍ଯ୍ୟ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଜ୍ଞାନୀ ଅଟନ୍ତି, ଓ ଏହି ଜ୍ଞାନକୁ ବାଣ୍ଟିଲେ ଆପପଣଙ୍କ ଜ୍ଞାନ ବଢିବାକୁ ଲାଗିବ । ଆପଣ ଅନ୍ୟ ମାନଙ୍କ ମାର୍ଗ ଦର୍ଶକ ହୋଇ ପାରନ୍ତି ।

୪. ଯଦି ଆପଣ ଚତୁର୍ଥ ସୂର୍ଯ୍ୟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ନିଜ ଆତ୍ମସମ୍ମାନ ବହୁତ ପ୍ରିୟ ଅଟେ ଓ ଆପଣ ନିଜ ଆତ୍ମ ସମ୍ମାନ ପ୍ପାଇନ କିଛି ବି କରିବାକୁ ରାଜି ଅଛନ୍ତି ।

୫. ଯଦି ଆପଣ ପଞ୍ଚମ ସୂର୍ଯ୍ୟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ଅନ୍ୟ ମାନଙ୍କ ଭିତରେ ଭଲ ଗୁଣ ଦେଖି ପାରନ୍ତି ଓ ଆପଣ ସମସ୍ତଙ୍କ ସହ ବହୁତ ଭଲ ବ୍ୟବହାର କରନ୍ତି ଯାହା ଦ୍ଵାରା ଲୋକେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ।

୬. ଯଦି ଆପଣ ଷଷ୍ଠ ସୂର୍ଯ୍ୟ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ରଚନାତ୍ମକ ବ୍ୟକ୍ତି ଅଟନ୍ତି । ଆପଣଙ୍କୁ କଳା କୃତି ବହୁତ ପସନ୍ଦ ଅଟେ ଆପଣ ନିଜ ରଚନା ଦ୍ଵାରା ଦିନେ ନା ଦିନେ ଅବଶ୍ୟ ପ୍ରସିଦ୍ଧ ହୋଇବେ ।

୭. ଯଦି ଆପଣ ସପ୍ତମ ସୂର୍ଯ୍ୟ ପସନ୍ଦ କରିଛନ୍ତି ତେବେ ଆପଣ ଅନ୍ୟ ମାନଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ ଆପଣ ନିଜେ ଓ ଆପଣଙ୍କ ପରିବାର ଭଲ ରହିଲେ ଆପଣଙ୍କ ପାଇଁ ସବୁକିଛି ଭଲ ହୋଇଥାଏ ।

୮. ଯଦି ଆପଣ ଅଷ୍ଟମ ସୂର୍ଯ୍ୟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ଜୀବନରେ କିଛି ଏମିତିକା କାମ କରିବା ପାଇଁ ଇଛା କରୁଛନ୍ତି ଯାହା ଅନ୍ୟ ମାନାଙ୍କ ପ୍ପାଇନ ଅସମ୍ଭବ ଅଟେ ।

Leave a Reply

Your email address will not be published. Required fields are marked *