ଶାସ୍ତ୍ର ଅନୁଯାଇ ଆମ ଜୀବନ ବିଷୟରେ ବହୁତ କିଛି ଜଣା ପଡିଥାଏ ଓ ଆମେ କଣ କଲେ ଭଲ ଓ କଣ ଆମକୁ ନ କରିବା ଉଚିତ ତାହା ମଧ୍ୟ ଶାସ୍ତ୍ର ଦ୍ଵାରା ଜଣା ପଡିଥାଏ । ତେବେ ସମସ୍ତଙ୍କୁ ନିଜ ଜୀବନରେ ସବୁବେଳେ ଗୋଟେ ଆଶଙ୍କା ହୋଇଥାଏ ଯେ ଆମ ଜୀବନସାଥୀ କିପରି ବ୍ୟକ୍ତି ହେବ ।
ଆଜି ଆମେ ଆପଣଙ୍କ ଜନ୍ମ ମାସ ଅନୁଯାଇ କହିବାକୁ ଯାଉଛୁ ଯେ ଆପଣଙ୍କ ଜୀବନସାଥୀ କିପରି ହୋଇବେ ଓ ଆପଣ ଦୁହିଙ୍କ ସମ୍ପର୍କ କେମିତି ରହିବ, ତେବେ ଆସନ୍ତୁ ଜାଣିବା ।
ଜାନୁୟାରୀ :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ମହତ୍ଵକାଞ୍ଚି ହୋଇଥାନ୍ତି, ଆପଣଙ୍କୁ ନିଜ ସ୍ପିଡ ବ୍ୟକ୍ତି ଆବଶ୍ୟକ ଅଟେ ଆପଣ ସ୍ଲୋ ବା ମିଡିଅମ ଲୋକ ସହ ଭଲ ଭାବରେ ମିଶି ପାରାନ୍ତି ନାହିଁ, ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଏକୁଟିଆ ରହିବା ପସନ୍ଦ କରନ୍ତି ।
ଫେବୃୟାରି :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଶାନ୍ତ ହୋଇଥାନ୍ତି ଓ ଜୀବନରେ କାହା ପାଇଁ ଅପେକ୍ଷା କରିଥାନ୍ତି, ଆପଣଙ୍କୁ ନିଜ ଭଳି ବ୍ୟକ୍ତି ପ୍ରାପ୍ତ ହବ ଯିଏ ଆପଣଙ୍କୁ ଭରପୁର ସମୟ ଦବ ।
ମାର୍ଚ୍ଚ :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅନ୍ୟ ମାନଙ୍କୁ ଖୁସି କରିବାରେ ଲାଗି ରୁହନ୍ତି ସେଥିପାଇଁ ଆପଣଙ୍କ ଜୀବନରେ ଏମିତି କେହି ଆସିବ ଯିଏ ଆପଣଙ୍କ ସବୁ ଇଛା ପୂର୍ଣ କରିବ ଓ ସେ ଆପଣଙ୍କ ଉପରେ ଖର୍ଚ କରିବ ।
ଏପ୍ରିଲ :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନରେ ସ୍ଵତନ୍ତ୍ରତା ବହୁତ ପସନ୍ଦ କରନ୍ତି ଏହା ଛଡା ଆପଣ ନିଶପକ୍ଷ ହୋଇ ନିଷ୍ପତ୍ତି କରନ୍ତି ସେଥିପାଇଁ ଆପପଣଙ୍କୁ ଏମିତି ଜୀବନସାଥୀ ଆବଶ୍ୟକ ଅଟେ ଯିଏ ଆପଣଙ୍କୁ ସେମିତି ପସନ୍ଦ କରୁ ଯେମିତି ଆପଣ ଅଛନ୍ତି ।
ମଇ :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କେବେ ବି ଏକୁଟିଆ ରହିବା ପସନ୍ଦ କରନ୍ତି ନାହିଁ, ଆପଣଙ୍କ ଜୀବନରେ ଏମିତି କେହି ଆସିବ ଯିଏ ନିଜ ସହ ବହୁତ ସାଙ୍ଗ ମଧ୍ୟ ଆଣିବ ଓ ଆପଣଙ୍କ ଜୀବନରେ ଆପଣ କେବେ ଏକୁଟିଆ ରହିବେ ନାହିଁ ।
ଜୁନ :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ହୃଦୟ ଭାଙ୍ଗିଥିବା ମଜନୂ ଭଳି ହୁଅନ୍ତି, ତେବେ ଆପଣ କେବଳ ନିଜ ପଛ ଜୀବନ ବିଷୟରେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଜୀବନରେ ବହୁତ ଶୀଘ୍ର କେହି ନିଜର ଆସିବ ।
ଜୁଲାଇ :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ନିଜ ସ୍ଵଭାବ ବଦଳିବା ଜମା ପସନ୍ଦ ନୁହ ଓ ଆପଣଙ୍କ ଜୀବନରେ ଏମିତି କେହି ଆସିବାକୁ ଯାଉଛି ଯିଏ ଆପନାଙ୍କୁ ସ୍ଫୋଟ ଲାଇଟରେ ନେଇଯିବେ ଓ ଆପଣ ନିଜ ଜୀବନକୁ ନୂଆ ଭଳି ଦେଖିବାକୁ ଲାଗିବେ ।
ଅଗଷ୍ଟ :
ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କୁ ଏହା ଜାଣିବା ଉଚିତ ଯେ ଆପଣଙ୍କ ଜୀବନରେ ଯେଉଁ ବ୍ୟକ୍ତି ସତ କଥା କହୁଛି ତା କଥା ଶୁଣନ୍ତୁ ଲାଭକାରୀ ହେଉ ବା ହାନିକାରକ ସେହି ବ୍ୟକ୍ତିକୁ ନିଜ ଜୀବନରୁ କେବେ ଦୂରେଇବେ ନାହିଁ ।
ସେପ୍ଟେମ୍ବର :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ବହୁତ ଅଲଗା ଅଟେ, ତେବେ ଯେଉଁ ବ୍ୟକ୍ତି ଆପଣଙ୍କୁ ସଠିକ ଭାବରେ ଜାଣି ପାରନ୍ତି ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ।
ଅକ୍ଟୋବର :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସୁଶୀଳ ହୋଇଥାନ୍ତି ଓ ଆପଣଙ୍କୁ କେବଳ ଏମିତି ବ୍ୟକ୍ତି ଦରକାର ହୋଇଥାଏ ଯିଏ ଆପଣଙ୍କୁ ନିଜ ସବୁ କିଛି ମାନିବ ଓ ଆପଣଙ୍କୁ ବହୁତ ଭଲ ମଧ୍ୟ ପାଇବ ।
ନଭେମ୍ବର :
ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ କଥା କୁହନ୍ତି ତେବେ ଆପଣଙ୍କ ଜୀବନରେ ଏମିତି କେହି ଆବଶ୍ୟକ ଅଟେ ଯିଏ ଆପଣାଙ୍କ କଥା ମନ ଦେଇ ଶୁଣିବା ପସନ୍ଦ କରନ୍ତି ଓ ବୋର ହୁଅନ୍ତି ନାହିଁ ।
ଡିସେମ୍ବର :
ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କୁ ଏମିତି ଜୀବନସାଥୀ ପ୍ରାପ୍ତ ହୋଇଥାଏ ଯିଏ ତାଙ୍କ ମନ କଥା ବେସ ଭଲ ଭାବରେ ବୁଝି ପାରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।