ଆମ ଭାରତ ବର୍ଷ ଓ ଅନ୍ୟ ଜାଗାରେ ମଧ୍ୟ ପୂର୍ବ ଜନ୍ମ ବିଷୟରେ ବହୁତ କିଛି କଥା ପ୍ରସିଦ୍ଧ ଅଛି, ତେବେ ଖବର ଅନୁଯାଇ ପୂର୍ବ ଜନ୍ମ ବିଷୟରେ ବହୁତ ଲୋକ ମାନନ୍ତି ଓ ବହୁତ ଲୋକ ଭରସା କରନ୍ତି ନାହିଁ । ତେବେ ଯେଉଁ ଲୋକ ଭରସା କରନ୍ତି ତାଙ୍କ ପାଇଁ ଆଜି ଆମେ ଏମିତି କିଛି ଆଣିଛୁ ଯାହା ପାଇଁ ସେ ବହୁତ ସମୟ ଧରି ଅପେକ୍ଷା କରିଥିଲେ ।
ଆଜି ଆମେ ଆପଣଙ୍କୁ ୩ଟି କୃଷ୍ଟଲ ଦେଖେଇବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କ ପୂର୍ବ ଜନ୍ମରେ କଣ ଅସୁବିଧା ଥିଲା ଓ ତା ସମାଧାନ କଣ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
୧. ପ୍ରଥମ କୃଷ୍ଟଲ ଯଦି ଆପଣ ପ୍ରଥମ କୃଷ୍ଟଲ ପସନ୍ଦ କରିଛନ୍ତି ତେବେ ପୂର୍ବଜନ୍ମରେ ଲୋକ ମାନେ ଆପଣଙ୍କୁ ଏକୁଟିଆ ଛାଡି ଦଉଥିଲେ ସେଥିପାଇଁ ସେହି ଜୀବନରେ ଆପଣ ବହୁତ ସମୟଧରି ଏକୁଟିଆ ରହିଥିଲେ । ତେବେ ଏହାର ପ୍ରଭାବ ଆପଣଙ୍କ ବର୍ତମାନ ଜୀବନରେ ମଧ୍ୟ ଦେଖିବାକୁ ମିଳିଛି, ଆପଣ ଏମିତି ବ୍ୟକ୍ତି ଅଟନ୍ତି, ଯିଏ ନିଜ ସମ୍ପର୍କ ବଞ୍ଚେଇବା ପାଇଁ କୌଣସି ସୀମା ପାରୀ କରି ପାରନ୍ତି । ତେବେ ଆପଣଙ୍କୁ ନିଜ ସହ ଥିବା ବ୍ୟକ୍ତି କେବଳ ଭଲ ଗୁଣ ଦେଖା ଯାଇଥାଏ ତା ଖରାପ ଗୁଣକୁ ଆପଣ ଦେଖିବାକୁ ବା ଜାଣିବାକୁ ଇଛା କରନ୍ତି ନାହିଁ, କେବଳ ଏଥିପାଇଁ ଆପାନ ନିଜ ସମ୍ପର୍କ ଖରାପ କରିବାକୁ ଚାହନ୍ତି ନାହିଁ ଓ ଏହି ସମ୍ପର୍କ ଆପଣଙ୍କୁ ଯେତେ ଦୁଃଖ ଦେଲେ ମଧ୍ୟ ଆପଣ ଏହି ସମ୍ପର୍କ ଭାଙ୍ଗନ୍ତି ନାହିଁ ।
୨. ଯଦି ଆପଣ ଦ୍ଵିତୀୟ କୃଷ୍ଟଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ପୂର୍ବ ଜନ୍ମରେ ଆପଣ ଏମିତି କିଛି ନିଷ୍ପତ୍ତି କରିଛନ୍ତି ଯାହାର ପରିଣାମ ବହୁତ ଖରାପ ହୋଇଛି । ଏହି ସବୁ ନିଷ୍ପତ୍ତି ଦ୍ଵାରା ଆପଣ ବହୁତ ପ୍ରକାର ଶାରୀରିକ, ମାନସିକ ଓ ଆର୍ଥିକ ରୂପରେ ସମସ୍ଯାରେ ପଡିଥିଲେ । ତେବେ ଏହି ସବୁ ସମସ୍ଯା ଆଜୀବ୍ୟ ବର୍ତମାନ ଜନ୍ମରେ ଆପଣଙ୍କ ସହ ଅଛି ଓ ଏବେ ବି ଆପଣଙ୍କ ନିଷ୍ପତ୍ତି ଦ୍ଵାରା ଆପଣଙ୍କୁ କଷ୍ଟ ହୋଇଥାଏ । ତେବେ ଆପଣ କୌଣସି ନିଷ୍ପତ୍ତି କରିବା ଆଗରୁ ବିଚାର ନିଶ୍ଚିନ୍ତ କରନ୍ତୁ ଓ ନିଜ ଉପରେ ଭରସା ରଖନ୍ତୁ ଦେଖିବେ ସବୁ କିଛି ଭଲ ହବ ।
୩. ଯଦି ଆପଣ ତୃତୀୟ କୃଷ୍ଟଲ ପସନ୍ଦ କରିଛନ୍ତି ତେବେ ଆପଣ ପୂର୍ବ ଜନ୍ମରେ ବହୁତ ଲୋକଙ୍କ ଠାରୁ ଧୋକା ଖାଇଛନ୍ତି, ତେବେ ଆପଣ ଯାହା ଉପରେ ସବୁଠାରୁ ଅଧିକ ଭରସା କରୁଥିଲେ ସେହି ବ୍ୟକ୍ତିମାନେ ଆପଣଙ୍କୁ ଧୋକା ଦେଇଛନ୍ତି ଓ ଆପଣଙ୍କ ଭରସା ଭାଙ୍ଗି ଛନ୍ତି । ତେବେ ଏହି ଜନ୍ମରେ ଆପଣ କାହା ଉପରେ ଭରସା କରି ପାରନ୍ତି ନାହିଁ କିନ୍ତୁ ଆପଣଙ୍କୁ ଭରସା କରିବା ଶିଖିବା ଉଚିତ ଅଟେ ।