ବାଛନ୍ତୁ ନିଜ ପସନ୍ଦର ଗୋଟେ କୁକୁର ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା

ଦୁନିଆରେ ଯେବେ ବି ଇମାନଦାର ହବା ପାଇଁ କୁହାଯାଏ ସବୁବେଳେ କୁକୁରର ଉଦାହରଣ ଦିଆ ଯାଇଥାଏ । କାହିଁକିନା କୁକୁର ଏମିତି ଗୋଟେ ଜୀବ ଯାହା ବହୁତ ବଫାଦାର ହୋଇଥାନ୍ତି । କୁକୁର ରଖିବା ଦ୍ଵାରା ଘର ସୁରକ୍ଷିତ ରହିଥାଏ ଓ ଆପଣଙ୍କ ଭଲ ପାଇବା ପାଇ କୁକୁର ମଧ୍ୟ ଆପଣଙ୍କୁ ସୁରକ୍ଷିତ ରଖିଥାନ୍ତି ।

ଜନ୍ତୁ ମାନଙ୍କ ମଧ୍ୟରୁ କୁକୁର ଏମିତି ଜୀବ ଯାହା ମଣିଷକୁ ଭଲ ଭାବରେ ବୁଝି ପାରନ୍ତି । ବହୁତ ଲୋକଙ୍କୁ କୁକୁର ପସନ୍ଦ ହୋଇଥାନ୍ତି ଓ ସେ ତାକୁ ନିଜ ପରିବାର ସଦସ୍ୟ ଭଳି ଦେଖିଥାନ୍ତି । ଆଜି ଆପଣଙ୍କୁ ଆମେ ୭ଟି କୁକୁର ଦେଖେଇବୁ ଆପଣଙ୍କୁ କଉଟା ପସନ୍ଦ କୁହନ୍ତୁ ଓ ଆମେ ଆପଣଙ୍କ ବିଷୟରେ କିଛି ବିଶେଷ କଥା କହିବୁ ।

Image Courtesy: Google

୧. ଯଦି ଆପଣ ପ୍ରଥମ କୁକୁର ପସନ୍ଦ କରିଛନ୍ତି ତେବେ ଆପଣ ନିଜ କଥା ଉପରେ ଅଧିକ ସମୟ ରହି ପାରନ୍ତି ନାହିଁ ଓ ଆପଣଙ୍କ ଏହି ଅଭ୍ଯାସ ପାଇଁ ଆପଣଙ୍କୁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିଥାଏ ଆପଣଙ୍କୁ ନିଜ ଜୀବନରେ କିଛି ଭଲ କରିବା ପାଇଁ କିଛି ଭଲ ନିଷ୍ପତ୍ତି ନବାକୁ ହବ ଓ ନିଜ ନିଷ୍ପତ୍ତି ଉପରେ ଅଡି ରହିବାକୁ ହବ ।

୨. ଯଦି ଆପଣ ଦ୍ଵିତୀୟ କୁକୁର ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଷ୍ଟ୍ରେଟଫରୱାର୍ଡ ବ୍ୟକ୍ତି ଅଟନ୍ତି ଓ ଯାହା ନିଷ୍ପତ୍ତି କରନ୍ତି ତାହା କରିକି ଦେଖାନ୍ତି କିନ୍ତୁ ଆପଣଙ୍କୁ ଲକ୍ଷ ଭାବି ଚିନ୍ତି ନିଶ୍ଚୟ କରିବା ଉଚିତ ।

Image Courtesy: Google

୩. ଯଦି ଆପଣ ତୃତୀୟ କୁକୁର ପସନ୍ଦ କରିଛନ୍ତି ତେବେ ଜାଣି ରଖନ୍ତୁ ଆପଣ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି ଓ ଆପଣ କୌଣସି ବି ନିସ୍ପତି ନିଜ ମନରୁ କରିଥାନ୍ତି, ନିଜ ଦିମାଗରୁ ନୁହେଁ ।

୪. ଯଦି ଆପଣ ଚତୁର୍ଥ କୁକୁର ପସନ୍ଦ କରିଛନ୍ତି ତେବେ ଆପଣ କୌଣସି କଥା ଭଲ ଭାବରେ ଶୁଣିଥାନ୍ତି ଓ ସବୁ ବୁଝିବା ପରେ ହିଁ ନିଷ୍ପତ୍ତି କରିଥାନ୍ତି । ଆପଣ ବହୁତ ସରଲ ସ୍ଵଭାବ ବ୍ୟକ୍ତି ଅଟନ୍ତି ।

୫. ଯଦି ଆପଣ ପଞ୍ଚମ କୁକୁର ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ରଚନାତ୍ମକ ବ୍ୟକ୍ତି ଅଟନ୍ତି ଆପଣଙ୍କୁ ନୂଆ ନୂଆ କାମ କରିବା ବହୁତ ପସନ୍ଦ ଅଟେ, ଆପଣଙ୍କ ଚୁଲବୁଲା ସ୍ଵଭାବ ପାଇଁ ଲୋକ ଆପଣଙ୍କ ଆଖ ପାଖରେ ରହିବା ପସନ୍ଦ କରନ୍ତି ।

Image Courtesy: Google

୬. ଯଦି ଆପଣ ଷଷ୍ଠ କୁକୁର ପସନ୍ଦ କରିଛନ୍ତି ତେବେ ଆପଣ ସବୁ ଜାଗାରେ ଆକର୍ଷଣର କେନ୍ଦ୍ର ହୋଇଥାନ୍ତି, ଆପଣଙ୍କ କଥା ଦ୍ଵାରା ସମସ୍ତେ ପ୍ରଭାବିତ ହୋଇଥାନ୍ତି ଓ ଆପଣଙ୍କ ମାନସମ୍ମାନ ବଢିଥାଏ ।

୭. ଯଦି ଆପଣ ସପ୍ତମ କୁକୁର ପସନ୍ଦ କରିଛନ୍ତି ତେବେ ଜାଣି ରଖନ୍ତୁ ଆପଣ ନିଜ ଲାଭ ପାଇଁ କିଛି ବି କରି ପାରନ୍ତି, ତେବେ ଖରାପ ଜିନିଷକୁ ମଧ୍ୟ ଆପଣ ନିଜ କଥା ଦ୍ଵାରା ବିକି ଦେଇ ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *