ବାଛି ନିଅନ୍ତୁ ଗୋଟିଏ “ଡାଇମଣ୍ଡ”, ଜାଣନ୍ତୁ କଣ ସେ ଆପଣଙ୍କୁ ପାଇବାର ଅପେକ୍ଷା କରିବେ କି ନାହିଁ- Love Quiz

ବନ୍ଧୁଗଣ, ବ୍ୟକ୍ତି ର ପସନ୍ଦ ନା ପସନ୍ଦ ରୁ ତାହାର ସ୍ଵଭାବ ତଥା ବ୍ୟକ୍ତିତ୍ଵ ସମ୍ବନ୍ଧରେ ବିଶେଷ ମହତ୍ଵପୂର୍ଣ୍ଣ କଥା କିଛି ଜାଣିହୁଏ । ଜ୍ୟୋତିଷ ଶାସ୍ତ୍ର ରେ ମନୁଷ୍ୟର ପସନ୍ଦ ନାପସନ୍ଦକୁ ଆଧାର କରି ଅନେକ ବିଷୟବସ୍ତୁ ଉଲ୍ଲେଖ ହୋଇଅଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣ ଙ୍କୁ କିଛି ବିଶେଷ କଥା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣ ଙ୍କୁ ଏକ ମନୋରଞ୍ଜକ ଗେମ ମାଧ୍ୟମରେ ଆମ୍ଭ କହିବା କୁ ଯାଉଅଛୁ ଯେ, ଆପଣଙ୍କ ମନଲାଖି ମଣିଷ ଆପଣ ଙ୍କୁ ନେଇ କଣ ଚିନ୍ତା କରନ୍ତି ? ଅଥବା ତାଙ୍କ ପାଇଁ ଆପଣ କେତେ ଖାସ ଅଟନ୍ତି ?

ବନ୍ଧୁଗଣ ଏଠାରେ ୫ ଟି ଡାଇମଣ୍ଡ ଦିଆଯାଇଅଛି । ଆପଣ ଏଥିରୁ ଗୋଟିଏ ଡାଇମଣ୍ଡ କୁ ପସନ୍ଦ କରନ୍ତୁ ।

୧- ବନ୍ଧୁଗଣ, ଯଦି ଆପଣ ପ୍ରଥମ ଡାଇମଣ୍ଡ ଟିକୁ ପସନ୍ଦ କରିଛନ୍ତି ତେବେ, ଆପଣଙ୍କ ମନଲାଖି ମନର ମଣିଷ ଟିଏ ଆପଣଙ୍କର ଏବେ ମଧ୍ୟ ଅପେକ୍ଷା କରୁଛନ୍ତି । କୌଣସି କାରଣ ବଶତ ଆପଣ ଅଲଗା ହୋଇଥିଲେ ମଧ୍ୟ ସେ ଆପଣଙ୍କୁ ଭୁଲି ପାରି ନାହାନ୍ତି । ଆପଣଙ୍କ ମନରେ ତାଙ୍କ ପାଇଁ ଯେତେ ଭାବନା ରହିଅଛି ତାଙ୍କ ମନରେ ମଧ୍ୟ ଆପଣଙ୍କୁ ନେଇ ଅନେକ ଭରସା ରହିଅଛି । ଆପଣଙ୍କର ଫେରିବା ବାଟକୁ ସେ ସର୍ବଦା ଚାହିଁ ରହିବେ ।

୨- ଯଦି ଆପଣ ଦ୍ଵିତୀୟ ଡାଇମଣ୍ଡ ଟିକୁ ବାଛିଛନ୍ତି ତେବେ, ଯଦି ଆପଣ ନିଜ ଜୀବନରେ ଅଥବା ନିଜ ଲାଇଫ ରେ ବହୁତ ଉନ୍ନତି ଆଡକୁ ଅଗ୍ରସର କରି ତାଙ୍କୁ ଭୁଲିଗଲେ ମଧ୍ୟ ସେ ଆପଣଙ୍କର ଅପେକ୍ଷା କରି ରହିଥିବେ ।

୩- ଯଦି ଆପଣ ତ୍ରିତୀୟ ଡାଇମଣ୍ଡ ଟିକୁ ବାଛିଛନ୍ତି ତେବେ ସେ ଜୀବନସାର ଆପଣଙ୍କର ଫେରିବା ବାଟକୁ ଅପେକ୍ଷା କରିବେ । ସେ ଆପଣଙ୍କ ନିମନ୍ତେ ଅଥବା ଆପଣଙ୍କୁ ଖୁସି ରଖିବା ପାଇଁ ସବୁ କିଛି ପ୍ରୟାସ କରିବା ପାଇଁ ଅଗ୍ରସର ଅଛନ୍ତି । ମାତ୍ର ଭୁଲ ବୁଝାମଣା ଯୋଗୁଁ ମନୋମାଳିନୀ ହୋଇଯାଇଅଛି ।

୪- ଯଦି ଆପଣ ଚତୁର୍ଥ ଡାଇମଣ୍ଡ ଟିକୁ ବାଛିଛନ୍ତି ତେବେ ଆପଣ ଯଦି ଲାଇଫରେ ଆଗକୁ ବଢିଯିବେ ସେ ମଧ୍ୟ ନିଜର ରାସ୍ତା ବଦଳାଇଦେବେ । ଏହା ସହିତ ସେ ସବୁକିଛି ଭୁଲିଯାଇ ଆଗକୁ ବଢିବେ ।

୫- ବନ୍ଧୁଗଣ ଆପଣ ଯଦି ପଞ୍ଚମ ଡାଇମଣ୍ଡ କୁ ବାଛିଛନ୍ତି ତେବେ, ସେ ଜାଣିଛନ୍ତି ଯେ, ଆପଣଙ୍କ ପ୍ରେମ ଉପରେ ତାଙ୍କର ଅଧିକାର ରହିନାହିଁ ମାତ୍ର ଏହା ଜାଣିଥିଲେ ମଧ୍ୟ ସେ ଆପଣଙ୍କ ଅପେକ୍ଷା କରି ରହିବେ । ବନ୍ଧୁଗଣ ପ୍ରେମ ଏକ ଅଭୂଲା ସ୍ମୁତି ଅଟେ । ଯଦି ଆପଣ ପ୍ରେମ ସମ୍ପର୍କରେ ଅଛନ୍ତି ତେବେ ପରସ୍ପରକୁ ବୁଝନ୍ତୁ । ପରସ୍ପର ମଧ୍ୟରେ ବୁଝାମଣା ସଠିକ ଥିଲେ ସମ୍ପର୍କ ଆଗକୁ ବଢିବ ନଚେତ ତାହା ପ୍ରତାରଣା ତଥା ପୀଡା ର ମୁଖପାତ୍ର ପାଲଟିଯିବ । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ରୋମାଞ୍ଚକ ବିଷୟ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *