ବାଛି ନିଅନ୍ତୁ ଗୋଟିଏ ହାର୍ଟ, ଓ ଜାଣନ୍ତୁ ଆପଣଙ୍କ ପ୍ରେମୀ ଆପଣଙ୍କୁ ନେଇ କଣ ଚିନ୍ତା କରନ୍ତି ? Love Quiz

ବନ୍ଧୁଗଣ, ପ୍ରେମର ପରିଭାଷା ବେଶ ନିଆରା । ଏହା ସାଧାରଣତ ଯେଉଁମାନେ ପ୍ରେମରେ ପଡିଥାନ୍ତି ସେମାନେ ବେଶ ଭଲ ଭାବରେ ତାହାର ଅନୁଭୂତି ଜାଣିଛନ୍ତି । ବନ୍ଧୁଗଣ ଯେଉଁ ମାନେ ପ୍ରେମରେ ପଡିଥାନ୍ତି ସେମାନଙ୍କୁ ଅନ୍ୟ କୌଣସି ବିଷୟ ବସ୍ତୁ ପରିଲକ୍ଷିତ ହୋଇନଥାଏ । ଏହି କ୍ଷେତ୍ରରେ ଉଭୟ ପାର୍ଟନର ଙ୍କ ମଧ୍ୟରେ ବୁଝାମଣା ସଠିକ ଥିଲେ, ଏହି ପ୍ରେମ ସମ୍ପର୍କ ଟି ବହୁତ ଆଗକୁ ଯାଇଥାଏ ।

ମାତ୍ର ଯଦି ଏହା ପ୍ରତାରଣା ପାଲଟି ଯାଏ ତେବେ ତାହା ଦୁଖ ର ବିଷୟ ହୋଇଥାଏ । ବନ୍ଧୁଗଣ ମାନାଯାଇଅଛି ଯେ, ବ୍ୟକ୍ତି ର ପସନ୍ଦ ନା ପସନ୍ଦ ତାହାର ବ୍ୟକ୍ତିତ୍ଵ ତଥା ସ୍ଵଭାବର ଦର୍ପଣ ସାଦୃଶ୍ୟ ହୋଇଥାଏ । କାହାର ପସନ୍ଦ ତାହା ର ଜୀବନ ସହିତ ଜଡିତ ହୋଇ ରହିଥିବା କେତେକ ରହସ୍ୟ ସମ୍ବନ୍ଧରେ ଦର୍ଶାଇ ଥାଏ । ବନ୍ଧୁଗଣ ଆମ୍ଭେ ଆଜି ଆପଣଙ୍କ ନିକଟରେ ଏକ ରୋମାଞ୍ଚକ ଗେମଟିକୁ ନେଇ ଆସିଅଛୁ । ଆପଣଙ୍କୁ ଆମ୍ଭେ ୫ ଟି ଅଲଗା ଅଲଗା ହାର୍ଟ ଦେଖାଇବାକୁ ଯାଉଅଛୁ । ଆପଣ ଶେଠୀ ମଧ୍ୟରୁ ନିଜ ମନ ପସନ୍ଦ ର ହାର୍ଟ ଟିକୁ ବାଛିବେ ଏବଂ ଆମ୍ଭେ ଆପଣଙ୍କୁ ତାହା ପଛର ରହସ୍ୟ ସମ୍ବନ୍ଧରେ ଜଣାଇବୁ ।

୧- ବନ୍ଧୁଗଣ ଯଦି ଆପଣ ୧ ନମ୍ବରର ହାର୍ଟ ଟିକୁ ବାଚିଛନ୍ତି ତେବେ, ଆପଣଙ୍କ ସାଥି ଆପଣଙ୍କୁ ଦେଖି ଏହା ଚିନ୍ତା କରୁଛନ୍ତି ଯେ, ଆପଣ ତାଙ୍କୁ ନିଜ ଲାଇଫ ପାର୍ଟନର ରୂପେ ଗ୍ରହଣ କରନ୍ତୁ ।

୨- ବନ୍ଧୁଗଣ ଯଦି ଆପଣ ୨ ନମ୍ବରର ହାର୍ଟ ଟିକୁ ବାଚିଛନ୍ତି, ତେବେ ଆପଣଙ୍କ ସାଥି ଆପଣଙ୍କୁ ଦେଖି ଚିନ୍ତା କରୁଛନ୍ତି ଯେ, ଆପଣ କେତେ ସୁନ୍ଦର ଅଟନ୍ତି । ଆପଣଙ୍କ ଏହି ସୁନ୍ଦରତା ତାଙ୍କୁ ଆପଣଙ୍କ ଆଡକୁ ଅତ୍ୟନ୍ତ ଆକର୍ଷଣ କରିଥାଏ ।

୩- ବନ୍ଧୁଗଣ ଯଦି ଆପଣ ୩ ନମ୍ବରର ହାର୍ଟ ଟିକୁ ବାଛିଛନ୍ତି ତେବେ, ଆପଣଙ୍କୁ ପସନ୍ଦ କରୁଥିବା ବ୍ୟକ୍ତି ବିଶେଷ ଚିନ୍ତା କରୁଛନ୍ତି ଯେ, ଉଭୟଙ୍କର ବନ୍ଧୁତା ଅଧିକ ନିବିଡ ହେଇଯାଉ । ସେ ଆପଣଙ୍କୁ ନିଜର ଗୋଟିଏ ଘନିଷ୍ଠ ବନ୍ଧୁ ବନାଇବାକୁ ଚାହୁଞ୍ଚନ୍ତି ।

୪- ବନ୍ଧୁଗଣ ଯଦି ଆପଣ ୪ ନମ୍ବରର ହାର୍ଟ ଟିକୁ ବାଛିଛନ୍ତି ତେବେ, ସେ ଆପଣଙ୍କୁ ଦେଖି ଚିନ୍ତା କରନ୍ତି ଯେ, ଆପଣଙ୍କ ଆଖି ବହୁତ ସୁନ୍ଦର ଅଟେ । ଆପଣଙ୍କ ଆଖି ତାଙ୍କୁ ଆପଣଙ୍କ ଆଡକୁ ଅଧିକ ଆକର୍ଷଣ କରିଥାଏ । ସେ ଆପଣଙ୍କୁ ନିଜ ସମୁଖରେ ଦେଖିବାକୁ ଚାହୁଞ୍ଚନ୍ତି । ସେ ଆପଣଙ୍କୁ ନିଜଠାରୁ ଦୂର କରିବାକୁ ଆଦୌ ଚାହୁଁ ନାହାଁନ୍ତି ।

୫- ବନ୍ଧୁଗଣ ଯଦି ଆପଣ ୫ ନମ୍ବରର ହାର୍ଟ ଟିକୁ ବାଛିଛନ୍ତି ତେବେ, ସେ ଆପଣଙ୍କୁ ଦେଖି ଏହା ଚିନ୍ତା କରୁଛନ୍ତି ଯେ, ଆପଣ ତାଙ୍କ ପାଇଁ ବହୁତ ଲକି ଅଟନ୍ତି । ସେ ଆପଣଙ୍କୁ ବହୁତ ଲାଇକ କରନ୍ତି ଏହା ସହିତ ସେ ଚିନ୍ତା କରୁଛନ୍ତି ଯେ କାସ ଆପଣ ତାଙ୍କୁ ପ୍ରୋପୋଜ କରି ନିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *